Song » Uff To Chehera •
Singer » Humane Sagar •
Singer » Diptirekha Padhi •
Music » Bimugdha Das •
Lyrics » Santosh Panigrahi •
Uff To Chehera Lyrics In Odia
°•. First Line .•°
ପୁ – ଉଫ୍…ତୋ ଚେହେରା
ଉଫ୍…ତୋ ଇସାରା
ଉଫ୍…ତୋ ନଖରା ମୋତେ ମାରିଦେଲା ରେ
ଉଫ୍…ତୋ ଚେହେରା
ଉଫ୍…ତୋ ଇସାରା
ଉଫ୍…ତୋ ନଖରା ମୋତେ ମାରିଦେଲା ରେ
ଝି – ଧିରେଧିରେ ଧିରେଧିରେ
ପ୍ରେମ ହେଇଗଲା ପରେ
ରଙ୍ଗଛିଟା ଆସି ମୋ ଦେହେ ଆଜି ଲାଗିଗଲା ରେ
ପୁ – ଉଫ୍…ତୋ ଚେହେରା
ଉଫ୍…ତୋ ଇସାରା
ଉଫ୍…ତୋ ନଖରା ମୋତେ ମାରିଦେଲା ରେ
°•. Second Line .•°
ପୁ – ଗୋଲାପ ର ରଙ୍ଗ ଆସି
ଲାଗିଚି ତୋ ମୁହଁରେ
ବାଟ ସାରା ଫୁଲ ଝରେ
ଚାହିଁଦେଲେ ତୁ ଥରେ
ଝି – ପ୍ରଜାପତି ଉଡି ଆସି
ବସିଚି ମୋ ଦେହରେ
ସ୍ପର୍ସ ତାର ପାଇଗଲି
ଲାଜେ ଲାଜେ ମୁଁ ମରେ
ପୁ – ଧିରେଧିରେ ଧିରେଧିରେ
ମନ ମିଶିଗଲା ପରେ
ମେଘ ଟୋପା ଆସି ମୋ ହାତେ ପଡି ମୋତି ହେଲାରେ
ଉଫ୍…ତୋ ଚେହେରା
ଉଫ୍…ତୋ ଇସାରା
ଉଫ୍…ତୋ ନଖରା ମୋତେ ମାରିଦେଲା ରେ
°•. Third Line .•°
ଝି – ସକାଳର ସୁନା ଖରା
ପଡିଚି ମୋ ଦୁଆରେ
ଲାଗେ ମୋତେ ସିଏ ବୋଧେ
ଡାକେ ତା ହୃଦୟରେ
ପୁ – କେତେବେଳେ ଘର ତୋଳି
ରହିଲୁ ମୋ ଛାତିରେ
ଥିଲୁ ଜଣା ହେଲା ଚିହ୍ନାଁ
ତୁ ଛୁଇଁଲା ପରେ
ଝି – ଧିରେଧିରେ ଧିରେଧିରେ
ବାଟ ଯୋଡିଗଲା ପରେ
ଜହ୍ନଁ ଆମ କଥା ଶୁଣି ଆଜି ହାଏ ଉଇଁଗଲା ରେ
ପୁ – ଉଫ୍…ତୋ ଚେହେରା
ଉଫ୍…ତୋ ଇସାରା
ଉଫ୍…ତୋ ନଖରା ମୋତେ ମାରିଦେଲା ରେ
ଉଫ୍…ତୋ ଚେହେରା
ଉଫ୍…ତୋ ଇସାରା
ଉଫ୍…ତୋ ନଖରା ମୋତେ ମାରିଦେଲା ରେ
°•. End .•°
Posted By – OdiaLyrics.Com™
ଆପଣ ଖୋଜୁଥିବା ଲିରିକ୍ସ୍ ଏହି Website ରେ କିମ୍ବା ଅନ୍ୟ କୌଣସି Website ରେ ଯଦି ମିଳୁ ନାହିଁ । ତେବେ ଦୟାକରି ଆମକୁ - Email Comment କିମ୍ବା Request Lyrics ମାଧ୍ୟମରେ ଜଣାନ୍ତୁ । ଆମ ଟିମ୍ ଯଥାଶୀଘ୍ର ଆପଣ କହିଥିବା ଗୀତ ର ଲିରିକ୍ସ୍ ଆପଣଙ୍କୁ ଯୋଗାଇ ଦବାକୁ ଚେଷ୍ଟା କରିବ |
🙏ଧନ୍ୟବାଦ୍🙏