Generic selectors
Exact matches only
Search in title
Search in content
Post Type Selectors

Tuma Pain Gadha Nandighosha

Song » Tuma Pain Gadha Nandighosha •
Singer » Satyajit Pradhan •
Music » Rudra Prasad Nayak •
Lyrics » Amarjyoti Rout •

Tuma Pain Gadha Nandighosha Lyrics In Odia

°•. First Line .•°

ତୁମ ପାଇଁ ଗଢା ହୁଏ ନନ୍ଦିଘୋଷ
ଝାଟି ମାଟି ଘରେ ଚାଲେ ମୋ ନିଶ୍ୱାସ
ତୁମ ପାଇଁ ଲାଗେ ଛପନ ର ଭୋଗ
ଦୁଇ ମୁଠା ଖାଦ୍ୟ ନାହିଁ ମୋର ଭାଗ୍ୟ
ନାହିଁ ମୋର ଅଭିମାନ
ନାହିଁ କିଛି ଅଭିଯୋଗ
ଇଛା ଖାଲି ଟାଣିବି ତୁମ ରଥ
ଜଗନ୍ନାଥ…
ଜୟ ଜଗନ୍ନାଥ ଜଗନ୍ନାଥ ଜଗନ୍ନାଥ
ଜୟ ଜଗନ୍ନାଥ ଜଗନ୍ନାଥ ଜଗନ୍ନାଥ
ଜୟ ଜଗନ୍ନାଥ ଜଗନ୍ନାଥ ଜଗନ୍ନାଥ
ଜୟ ଜଗନ୍ନାଥ ଜଗନ୍ନାଥ ଜଗନ୍ନାଥ

°•. Second Line .•°

ପାପ ପୁଣ୍ୟ ନିକିତି ରେ
ମାପ ପ୍ରଭୁ ମୋତେ ଓଜନ ରେ
ସତ ମିଛ ଫେଡାଣ ରେ
ଯୋଡି ନିଆ ତୁମ ଭକତ ରେ
ଅଭାଗା ର ଅନୁରଧ
ରଖିବନି ଭେଦ ଭାବ
କରିନିଅ ମୋତେ ତୁମ ଭକତ
ଜଗନ୍ନାଥ…
ଜୟ ଜଗନ୍ନାଥ ଜଗନ୍ନାଥ ଜଗନ୍ନାଥ
ଜୟ ଜଗନ୍ନାଥ ଜଗନ୍ନାଥ ଜଗନ୍ନାଥ
ଜୟ ଜଗନ୍ନାଥ ଜଗନ୍ନାଥ ଜଗନ୍ନାଥ
ଜୟ ଜଗନ୍ନାଥ ଜଗନ୍ନାଥ ଜଗନ୍ନାଥ

°•. Third Line .•°

ଘଣ୍ଟଘଣ୍ଟି ହୁଳହୁଳୀ
ଭାବ ତାଳେ ତୁମେ ଖେଳ ଦୋଳି
ଶ୍ରୀ ଅଙ୍ଗରେ କଳା ବୋଳି
ଶୁଣୁଥାଅ ସବୁ ଭକ୍ତ ଅଳି
ବଡ ଦାଣ୍ଡେ ତୁମେ ତିନି ରଥ
ତୁମେ କିନ୍ତୁ ଏକା ସତ୍ୟ
ତୁମ ବିନା ନିଶ୍ୱ ଏଇ ଜଗତ
ଜଗନ୍ନାଥ…
ଜୟ ଜଗନ୍ନାଥ ଜଗନ୍ନାଥ ଜଗନ୍ନାଥ
ଜୟ ଜଗନ୍ନାଥ ଜଗନ୍ନାଥ ଜଗନ୍ନାଥ
ଜୟ ଜଗନ୍ନାଥ ଜଗନ୍ନାଥ ଜଗନ୍ନାଥ
ଜୟ ଜଗନ୍ନାଥ ଜଗନ୍ନାଥ ଜଗନ୍ନାଥ

°•. End .•°

Posted By – OdiaLyrics.Com™

Read »  Kalijuge Papa Badhi Chalichi

ଆପଣ ଖୋଜୁଥିବା ଲିରିକ୍ସ୍ ଏହି Website ରେ କିମ୍ବା ଅନ୍ୟ କୌଣସି Website ରେ ଯଦି ମିଳୁ ନାହିଁ । ତେବେ ଦୟାକରି ଆମକୁ - Email Comment କିମ୍ବା Request Lyrics ମାଧ୍ୟମରେ ଜଣାନ୍ତୁ । ଆମ ଟିମ୍ ଯଥାଶୀଘ୍ର ଆପଣ କହିଥିବା ଗୀତ ର ଲିରିକ୍ସ୍ ଆପଣଙ୍କୁ ଯୋଗାଇ ଦବାକୁ ଚେଷ୍ଟା କରିବ |

🙏ଧନ୍ୟବାଦ୍🙏

Leave a Comment