Song » Tu Paibuni Jibane Shanti •
Singer » Humane Sagar •
Music » Dillip Kumar •
Lyrics » Debraj Mallick •
Tu Paibuni Jibane Shanti Lyrics In Odia
°•. First Line .•°
ହୃଦୟ ଦେଲି ଖେଳି ତୁ ଦେଲୁ
ଜୀବନ ନେଇ ମାରି ତୁ ଦେଲୁ
ହୃଦୟ ଦେଲି ଖେଳି ତୁ ଦେଲୁ
ଜୀବନ ନେଇ ମାରି ତୁ ଦେଲୁ
ସ୍ୱାମୀ କୋଳେ ଶୋଇଗଲୁ
ସ୍ୱାମୀ କୋଳେ ଶୋଇଗଲୁ
ଚିରି ମୋ ଛାତି
ତୁ ପାଇବୁନି ପାଇବୁନି ଜୀବନେ ଶାନ୍ତି
ପାଇବୁନି ପାଇବୁନି ଜୀବନେ ଶାନ୍ତି
ପ୍ରେମକୁ ମୋ କରିଦେଲୁ ଯେମିତି ଇତି
ତୁ ପାଇବୁନି ପାଇବୁନି ଜୀବନେ ଶାନ୍ତି
ପାଇବୁନି ପାଇବୁନି ଜୀବନେ ଶାନ୍ତି
°•. Second Line .•°
ତୋ ସିନ୍ଥିରେ ନାଇଲୁ ତୁ ନାଲି ସିନ୍ଦୁର
ମୋ ମୁହଁରେ ଲାଗିଲା ଲୋ ଫିକା ଅବିର
କେମିତି ତୁ ଭୁଲିଗଲୁ ଅତିତ ତୋର
ସ୍ୱାର୍ଥ ପାଇଁ ଧରିନେଲୁ ହାତ କାହାର
ଲୁହରେ ତୋ ଭିଜିବ ଲୋ ବାସର ରାତି
ତୁ ପାଇବୁନି ପାଇବୁନି ଜୀବନେ ଶାନ୍ତି
ପାଇବୁନି ପାଇବୁନି ଜୀବନେ ଶାନ୍ତି
°•. Third Line .•°
ତୁ ସିନା ଖୁସି ହଉ ସ୍ୱାମୀ ସାଥିରେ
ମୁଁ ଏଠି ମରୁଚି ଲୋ ମୋ ଜୁଇ ଘରେ
ନିର୍ଦୟୀ ପ୍ରେମିକା ତୋର ଝରୁନି ଲୁହ
ଦୁନିଆଁ ଟା ଦେଖୁ ପଛେ ମୋ ମଲା ମୁହଁ
ମିଛ ସବୁ ଥିଲା ତୋର ଛଳନା ପ୍ରିତି
ତୁ ପାଇବୁନି ପାଇବୁନି ଜୀବନେ ଶାନ୍ତି
ପାଇବୁନି ପାଇବୁନି ଜୀବନେ ଶାନ୍ତି
ତୁ ପାଇବୁନି ପାଇବୁନି ଜୀବନେ ଶାନ୍ତି
ପାଇବୁନି ପାଇବୁନି ଜୀବନେ ଶାନ୍ତି
°•. End .•°
Posted By – OdiaLyrics.Com™
ଆପଣ ଖୋଜୁଥିବା ଲିରିକ୍ସ୍ ଏହି Website ରେ କିମ୍ବା ଅନ୍ୟ କୌଣସି Website ରେ ଯଦି ମିଳୁ ନାହିଁ । ତେବେ ଦୟାକରି ଆମକୁ - Email Comment କିମ୍ବା Request Lyrics ମାଧ୍ୟମରେ ଜଣାନ୍ତୁ । ଆମ ଟିମ୍ ଯଥାଶୀଘ୍ର ଆପଣ କହିଥିବା ଗୀତ ର ଲିରିକ୍ସ୍ ଆପଣଙ୍କୁ ଯୋଗାଇ ଦବାକୁ ଚେଷ୍ଟା କରିବ |
🙏ଧନ୍ୟବାଦ୍🙏