Song » Tu Mo Prema Ra Puja •
Singer » Deelip •
Singer » Lily •
Music » Sapan Kumar Panda •
Lyrics » Sapan Kumar Panda •
Tu Mo Prema Ra Puja Lyrics In Odia
°•. First Line .•°
ପୁ – ତୁ ମୋ ପ୍ରେମର ପୂଜା ତୁ ମୋ ଅର୍ଚ୍ଚନା
ତୋ ପାଇଁ ଲେଖେ କବିତା ଲେଖେ ମୁଁ ରଚନା
ତୁ ମୋ ପ୍ରେମର ପୂଜା ତୁ ମୋ ଅର୍ଚ୍ଚନା
ତୋ ପାଇଁ ଲେଖେ କବିତା ଲେଖେ ମୁଁ ରଚନା
ଆଲୋ ମୋର ବିଉଟି ତୁ ତ ମୋର ସୁଇଟି
ଆଲୋ ମୋର ବିଉଟି ତୁ ତ ମୋର ସୁଇଟି
ଆ କରିବା ଟିକେ ଧୁମ୍ ତାନା ନା
ଧୁଧୁମ୍ ତାନା ନା
ଝି – ମୁଁ ତୋ ପୁନେଇଁ ଜହ୍ନଁ ତୁ ମୋ ଜଛନା
ମୁଁ ହେଲେ ରଜନିଗନ୍ଧା ତୁ ମୋ ବାସନା
ମୁଁ ତୋ ପୁନେଇଁ ଜହ୍ନଁ ତୁ ମୋ ଜଛନା
ମୁଁ ହେଲେ ରଜନିଗନ୍ଧା ତୁ ମୋ ବାସନା
ଆରେ ମୋ ହିରୋ ତୁ ହେଲୁ ମୋର
ଆରେ ମୋ ହିରୋ ତୁ ହେଲୁ ମୋର
ଚାଲ୍ କରିବା ଟିକେ ଧୁମ୍ ତାନା ନା
ଧୁଧୁମ୍ ତାନା ନା
ପୁ – ତୁ ମୋ ପ୍ରେମର ପୂଜା ତୁ ମୋ ଅର୍ଚ୍ଚନା
ଝି – ମୁଁ ତୋ ପୁନେଇଁ ଜହ୍ନଁ ତୁ ମୋ ଜଛନା
°•. Second Line .•°
ପୁ – ଲାଜ ଲାଜ ତୋର ଆଖି
ଭଲ ମୁଁ ପାଇଲି ଦେଖି
ଆଖିରେ ମାଇଲୁ ତୀର
ମନକୁ କଲୁ ଅସ୍ଥିର
ଝି – ସୁନେଲି ସୁନେଲି ଖରା
ଲାଗେ ମୋ ଜୀବନ ପରା
ପ୍ରେମରେ କଲୁ କୁହୁକ
ଫିଟିଲା ମନ ସିନ୍ଦୁକ
ପୁ – ଲାଜ ଲାଜ ତୋର ଆଖି
ଭଲ ମୁଁ ପାଇଲି ଦେଖି
ଆଖିରେ ମାଇଲୁ ତୀର
ମନକୁ କଲୁ ଅସ୍ଥିର
ଝି – ସୁନେଲି ସୁନେଲି ଖରା
ଲାଗେ ମୋ ଜୀବନ ପରା
ପ୍ରେମରେ କଲୁ କୁହୁକ
ଫିଟିଲା ମନ ସିନ୍ଦୁକ
ପୁ – ଆଲୋ ମୋର ଗୋରୀ କର୍’ନା ତୁ ଡେରି
ଆଲୋ ମୋର ଗୋରୀ କର୍’ନା ତୁ ଡେରି
ଆ କରିବା ଟିକେ ଧୁମ୍ ତାନା ନା
ଧୁଧୁମ୍ ତାନା ନା
ତୁ ମୋ ପ୍ରେମର ପୂଜା ତୁ ମୋ ଅର୍ଚ୍ଚନା
ତୋ ପାଇଁ ଲେଖେ କବିତା ଲେଖେ ମୁଁ ରଚନା
°•. Third Line .•°
ଝି – ଲକ୍ଷେ ଶ୍ରାବଣର ଧାରା
ଭିଜାଏ ମନକୁ ପରା
ରଜନିଗନ୍ଧା ର ବାସ
ଲାଗାଏ ପ୍ରେମ ପରସ
ପୁ – ଛୁଇଁଲା ଯେବେ ଶୋହଳ
କରିଲୁ ମୋତେ ପାଗଳ
କରିଦେଲୁ ମୋତେ ଗୁଣି
ମନ ନେଇଗଲୁ କିଣି
ଝି – ଲକ୍ଷେ ଶ୍ରାବଣର ଧାରା
ଭିଜାଏ ମନକୁ ପରା
ରଜନିଗନ୍ଧା ର ବାସ
ଲାଗାଏ ପ୍ରେମ ପରସ
ପୁ – ଛୁଇଁଲା ଯେବେ ଶୋହଳ
କରିଲୁ ମୋତେ ପାଗଳ
କରିଦେଲୁ ମୋତେ ଗୁଣି
ମନ ନେଇଗଲୁ କିଣି
ଝି – ଡର୍’ନା ମୋ ହିରୋ ମୁଁ ପାଖେ ଅଛି ତୋର
ଡର୍’ନା ମୋ ହିରୋ ମୁଁ ପାଖେ ଅଛି ତୋର
ଆ କରିବା ଟିକେ ଧୁମ୍ ତାନା ନା
ଧୁଧୁମ୍ ତାନା ନା
ମୁଁ ତୋ ପୁନେଇଁ ଜହ୍ନଁ ତୁ ମୋ ଜଛନା
ପୁ – ତୁ ମୋ ପ୍ରେମର ପୂଜା ତୁ ମୋ ଅର୍ଚ୍ଚନା
ଝି – ଲେଖେ ମୁଁ ରଚନା
ପୁ – ତୁ ମୋ ଅର୍ଚ୍ଚନା
ଝି – ଲେଖେ ମୁଁ ରଚନା
°•. End .•°
Posted By – OdiaLyrics.Com™
ଆପଣ ଖୋଜୁଥିବା ଲିରିକ୍ସ୍ ଏହି Website ରେ କିମ୍ବା ଅନ୍ୟ କୌଣସି Website ରେ ଯଦି ମିଳୁ ନାହିଁ । ତେବେ ଦୟାକରି ଆମକୁ - Email Comment କିମ୍ବା Request Lyrics ମାଧ୍ୟମରେ ଜଣାନ୍ତୁ । ଆମ ଟିମ୍ ଯଥାଶୀଘ୍ର ଆପଣ କହିଥିବା ଗୀତ ର ଲିରିକ୍ସ୍ ଆପଣଙ୍କୁ ଯୋଗାଇ ଦବାକୁ ଚେଷ୍ଟା କରିବ |
🙏ଧନ୍ୟବାଦ୍🙏