Generic selectors
Exact matches only
Search in title
Search in content
Post Type Selectors

Tu Chalijibu To Sasughara

Song » Tu Chalijibu To Sasughara •
Singer » Humane Sagar •
Music » Dillip Kumar •
Lyrics » Chandan Mishra •

Tu Chalijibu To Sasughara Lyrics In Odia

°•. First Line .•°

ରାତି ପାହିଗଲେ ସୁରୁଜ ଉଇଁଲେ
ହେଇଯିବୁ ପ୍ରିୟା ତୁ ଆଉ କାହାର
ପିନ୍ଧିବୁ ମଥାରେ ଆଉ କା ସିନ୍ଦୁର
କେମିତି ସହିବ କହ ହୃଦୟ ମୋର
ରାତି ପାହିଗଲେ ସୁରୁଜ ଉଇଁଲେ
ହେଇଯିବୁ ପ୍ରିୟା ତୁ ଆଉ କାହାର
ପିନ୍ଧିବୁ ମଥାରେ ଆଉ କା ସିନ୍ଦୁର
କେମିତି ସହିବ କହ ହୃଦୟ ମୋର
ତୁ କନିଆଟେ ହେଇ ନାଇବୁ ସିନ୍ଦୁର
ମୁଁ ଶବଟିଏ ହେବି ଲାଗିବ ଅବିର
ତୁ କନିଆଟେ ହେଇ ନାଇବୁ ସିନ୍ଦୁର
ମୁଁ ଶବଟିଏ ହେବି ଲାଗିବ ଅବିର
ଦେଖି ପାରିବିନି ତୋତେ ବୋଧୁ ବେଶରେ
ତୁ ଚାଲିଯିବୁ ତୋ ଶାଶୁଘର
ଫୁଲ ସବାରିରେ
ମୁଁ ଚାଲିଯିବି ମଶାଣିକୁ ମୋର
କଣ୍ଟା କୋକେଇରେ
ତୁ ଚାଲିଯିବୁ ତୋ ଶାଶୁଘର
ଫୁଲ ସବାରିରେ
ମୁଁ ଚାଲିଯିବି ମଶାଣିକୁ ମୋର
କଣ୍ଟା କୋକେଇରେ

°•. Second Line .•°

ଅଭିମାନ କରୁଥିଲୁ ଘଡିଏ ନଦେଖି ମୋତେ
କେମିତି ଲୋ ଚାଲିଗଲୁ ପ୍ରେମକୁ ମାରି ତୋ ହାତେ
ଆଜି ସେଇ ଅଭିମାନ କଲବଲ କରେ ମୋତେ
ମଣିଷଟେ ମୁଁ ପରା ସହିବି ଲୋ ଆଉ କେତେ
ତୁ କୋଉଡି ଖେଳିବୁ ତୋ ବାହା ବେଦିରେ
ମୁଁ ପାଉଁଶଟେ ହେବି ମଶାଣି ଭୁଇଁରେ
ତୁ କୋଉଡି ଖେଳିବୁ ତୋ ବାହା ବେଦିରେ
ମୁଁ ପାଉଁଶଟେ ହେବି ମଶାଣି ଭୁଇଁରେ
ଦେଖା ହବନାହିଁ ଆଉ ଏଇ ଜନ୍ମରେ
ତୁ ଚାଲିଯିବୁ ତୋ ଶାଶୁଘର
ଫୁଲ ସବାରିରେ
ମୁଁ ଚାଲିଯିବି ମଶାଣିକୁ ମୋର
କଣ୍ଟା କୋକେଇରେ

°•. Third Line .•°

ତୁ ଥିଲୁ ମୋ ଜୀବନେ ଏତେ ଦାମି ଉପହାର
ତୋ ବିନା ହସି ହସି ବାଛିନେଲି ଲୋ ଜହର
ସତ ହଉ ତୋ ସପନ ଅଧା ରହୁ ପଛେ ପ୍ରେମ
ଏ ଜନମେ ନହେଲା ଲୋ ନେବି ମୁଁ ଆର ଜନମ
ତୁ ଚଉଠି କରିବୁ ଫୁଲର ଶେଜରେ
ମୁଁ ତାରା ହେଇଯିବି ଦୂର ଆକାଶରେ
ତୁ ଚଉଠି କରିବୁ ଫୁଲର ଶେଜରେ
ମୁଁ ତାରା ହେଇଯିବି ଦୂର ଆକାଶରେ
ମୋ ଆୟୁଷ ନେଇ ପ୍ରିୟା ରହ ଖୁସିରେ
ତୁ ଚାଲିଯିବୁ ତୋ ଶାଶୁଘର
ଫୁଲ ସବାରିରେ
ମୁଁ ଚାଲିଯିବି ମଶାଣିକୁ ମୋର
କଣ୍ଟା କୋକେଇରେ

Read »  Luha Re Sarila Mo Prema Kahani

°•. End .•°

Posted By – OdiaLyrics.Com™

ଆପଣ ଖୋଜୁଥିବା ଲିରିକ୍ସ୍ ଏହି Website ରେ କିମ୍ବା ଅନ୍ୟ କୌଣସି Website ରେ ଯଦି ମିଳୁ ନାହିଁ । ତେବେ ଦୟାକରି ଆମକୁ - Email Comment କିମ୍ବା Request Lyrics ମାଧ୍ୟମରେ ଜଣାନ୍ତୁ । ଆମ ଟିମ୍ ଯଥାଶୀଘ୍ର ଆପଣ କହିଥିବା ଗୀତ ର ଲିରିକ୍ସ୍ ଆପଣଙ୍କୁ ଯୋଗାଇ ଦବାକୁ ଚେଷ୍ଟା କରିବ |

🙏ଧନ୍ୟବାଦ୍🙏

Leave a Comment