Generic selectors
Exact matches only
Search in title
Search in content
Post Type Selectors

Tu Bi Kandibu Lo Semiti 2

Song » Tu Bi Kandibu Lo Semiti 2 •
Singer » Humane Sagar •
Music » Prem Darshan •
Lyrics » Prem Darshan •

Tu Bi Kandibu Lo Semiti 2 Lyrics In Odia

°•. First Line .•°

ଯେତିକି ମୋ ଆଖିରେ ଲୁହ ତୁ ଦେଇଚୁ
ମନେ ରଖିଚୁ ନା ପ୍ରିୟା ଭୁଲି ତୁ ଯାଇଚୁ
ଯେତିକି ମୋ ଆଖିରେ ଲୁହ ତୁ ଦେଇଚୁ
ମନେ ରଖିଚୁ ନା ପ୍ରିୟା ଭୁଲି ତୁ ଯାଇଚୁ
ମିଛ ଥିଲା ୱାଦା ତୋର ଯାହା ସବୁ କରିଥିଲୁ
ତୁ ସିନା ଭୁଲିଗଲୁ ତୋତେ ଭୁଲି ପାରୁନି ମୁଁ
ତୁ ବି କାନ୍ଦିବୁ ଲୋ ତୁ ବି କାନ୍ଦିବୁ
ତୁ ବି କାନ୍ଦିବୁ ଲୋ ତୁ ବି କାନ୍ଦିବୁ
ତୁ ବି କାନ୍ଦିବୁ ଲୋ ତୁ ବି କାନ୍ଦିବୁ
ତୁ ବି କାନ୍ଦିବୁ ଲୋ ତୁ ବି କାନ୍ଦିବୁ

°•. Second Line .•°

ମିଛକୁ ତୋର ସତ ଭାବିକି
କେତେ ରାତି କାଟିଚି ମୁଁ ଲୁହ ପିଇକି
ତୁ କି ବୁଝିବୁ ଯନ୍ତ୍ରଣା ମୋର
ଆଉ କା ସାଥିରେ ଯେବେ ତୋତେ ଦେଖୁଚି
ତୋ ପାଇଁ ପ୍ରେମ ଖେଳ ବୋଧେ
କାହା କାହା ସାଥେ ଖେଳୁଚୁ ତୁ
ଯେବେ ଭାଙ୍ଗିବ ତୋ ହୃଦୟ ଲୋ
ସେବେ ବୁଝି ପାରିବୁ ତୁ
ତୁ ବି କାନ୍ଦିବୁ ଲୋ ତୁ ବି କାନ୍ଦିବୁ
ତୁ ବି କାନ୍ଦିବୁ ଲୋ ତୁ ବି କାନ୍ଦିବୁ
ତୁ ବି କାନ୍ଦିବୁ ଲୋ ତୁ ବି କାନ୍ଦିବୁ
ତୁ ବି କାନ୍ଦିବୁ ଲୋ ତୁ ବି କାନ୍ଦିବୁ

°•. Third Line .•°

ଭାଙ୍ଗି ଦେଇକି ତୁ ମୋ ବାଲିଘର
ଆଉ କା ହାତରୁ ଏବେ ନାଉ ସିନ୍ଦୁର
ନଥିଲୁ ବୋଧେ ତୁ ଭାଗ୍ୟରେ ମୋର
ମୋ ପାଇଁ ସପନ ତୁ ଲୋ ଆଉ କାହାର
ମୁଁ ଯଦି ମରିଯାଏ ଦେଖିବାକୁ ଆସିବୁ ତୁ
ପାଉଥିଲା ଯିଏ ଭଲ ତୋତେ ଦୁନିଆଁରେ ନାହିଁ ଆଉ
ତୁ ବି କାନ୍ଦିବୁ ଲୋ ତୁ ବି କାନ୍ଦିବୁ
ତୁ ବି କାନ୍ଦିବୁ ଲୋ ତୁ ବି କାନ୍ଦିବୁ
ତୁ ବି କାନ୍ଦିବୁ ଲୋ ତୁ ବି କାନ୍ଦିବୁ
ତୁ ବି କାନ୍ଦିବୁ ଲୋ ତୁ ବି କାନ୍ଦିବୁ

°•. End .•°

Posted By – OdiaLyrics.Com™

Read »  Marijibi Dhana Tori Bina

ଆପଣ ଖୋଜୁଥିବା ଲିରିକ୍ସ୍ ଏହି Website ରେ କିମ୍ବା ଅନ୍ୟ କୌଣସି Website ରେ ଯଦି ମିଳୁ ନାହିଁ । ତେବେ ଦୟାକରି ଆମକୁ - Email Comment କିମ୍ବା Request Lyrics ମାଧ୍ୟମରେ ଜଣାନ୍ତୁ । ଆମ ଟିମ୍ ଯଥାଶୀଘ୍ର ଆପଣ କହିଥିବା ଗୀତ ର ଲିରିକ୍ସ୍ ଆପଣଙ୍କୁ ଯୋଗାଇ ଦବାକୁ ଚେଷ୍ଟା କରିବ |

🙏ଧନ୍ୟବାଦ୍🙏

Leave a Comment