Generic selectors
Exact matches only
Search in title
Search in content
Post Type Selectors

Tora Ratha Jatara Ku Tanine Thare

Song » Tora Ratha Jatara Ku Tanine Thare •
Singer » Sricharan Mohanty •
Music » Binod Majhi •
Lyrics » Anjana Nanda •

Tora Ratha Jatara Ku Tanine Thare Lyrics In Odia

°•. First Line .•°

ତୋର ରଥ ଯାତରା କୁ ଟାଣିନେ ଥରେ ଡୋରି ଲଗେଇ
ତୋର ବାମନ ବେଶକୁ ଦେଖିବି ଥରେ କଳା ଗୋସେଇଁ
ତୋର ରଥ ଯାତରା କୁ ଟାଣିନେ ଥରେ ଡୋରି ଲଗେଇ
ତୋର ବାମନ ବେଶ ମୁଁ ଦେଖିବି ଥରେ କଳା ଗୋସେଇଁ
ରଥ ତୋର ଗଡୁଥିବ ମନ ମୋର ନାଚୁଥିବ
ଘଟ ଘଣ୍ଟା ବାଜୁଥିବ ହରିବଲ ପଡୁଥିବ
ଦୁଇ ବାହୁ ଟେକି ଜୟ ଜଗନ୍ନାଥ
ଦୁଇ ବାହୁ ଟେକି ଜୟ ଜଗନ୍ନାଥ
ଭକତି ଡୋରି କୁ ଦେବି ଲଗେଇ କଳା ଗୋସେଇଁ
ତୋର ରଥ ଯାତରା କୁ ଟାଣିନେ ଥରେ ଡୋରି ଲଗେଇ
ତୋର ବାମନ ବେଶକୁ ଦେଖିବି ଥରେ କଳା ଗୋସେଇଁ

°•. Second Line .•°

ମନ ତୋର ଖୁସି ଥିବ ମାଉସୀ ମାଁ ଚାହିଁଥିବ
ପୋଡ ପିଠା ରଖିଥିବ ପହଞ୍ଚିଲେ ଖୁଆଇବ
ମନ ତୋର ଖୁସି ଥିବ ମାଉସୀ ମାଁ ଚାହିଁଥିବ
ପୋଡ ପିଠା ରଖିଥିବ ପହଞ୍ଚିଲେ ଖୁଆଇବ
ଯିବା ପାଇଁ ମନ ତୋର ଛନଛନ
ଯିବା ପାଇଁ ମନ ତୋର ଛନଛନ
ଭାଇ ଭଉଣୀ କୁ ସଙ୍ଗରେ ନେଇ କଳା ଗୋସେଇଁ
ତୋର ରଥ ଯାତରା କୁ ଟାଣିନେ ଥରେ ଡୋରି ଲଗେଇ
ତୋର ବାମନ ବେଶକୁ ଦେଖିବି ଥରେ କଳା ଗୋସେଇଁ

°•. Third Line .•°

ଭକ୍ତ ଭିଡ ଲାଗିଥିବ ପହଣ୍ଡି ତୋ ସରିଥିବ
ରଥ ଧିରେ ଗଡୁଥିବ ବେଳେବେଳେ ରହୁଥିବ
ଭକ୍ତ ଭିଡ ଲାଗିଥିବ ପହଣ୍ଡି ତୋ ସରିଥିବ
ରଥ ଧିରେ ଗଡୁଥିବ ବେଳେବେଳେ ରହୁଥିବ
ଲକ୍ଷ୍ମୀ ମାଁ ଆମର ମାନ କରିଥିବେ
ଲକ୍ଷ୍ମୀ ମାଁ ଆମର ମାନ କରିଥିବେ
ବାହୁଡି ଆଇଲେ ଦେବୁ ବୁଝାଇ କଳା ଗୋସାଇଁ
ତୋର ରଥ ଯାତରା କୁ ଟାଣିନେ ଥରେ ଡୋରି ଲଗେଇ
ତୋର ବାମନ ବେଶକୁ ଦେଖିବି ଥରେ କଳା ଗୋସାଇଁ

°•. End .•°

Posted By – OdiaLyrics.Com™

Read »  Kalia Heijiba Kale Tikie Gora

ଆପଣ ଖୋଜୁଥିବା ଲିରିକ୍ସ୍ ଏହି Website ରେ କିମ୍ବା ଅନ୍ୟ କୌଣସି Website ରେ ଯଦି ମିଳୁ ନାହିଁ । ତେବେ ଦୟାକରି ଆମକୁ - Email Comment କିମ୍ବା Request Lyrics ମାଧ୍ୟମରେ ଜଣାନ୍ତୁ । ଆମ ଟିମ୍ ଯଥାଶୀଘ୍ର ଆପଣ କହିଥିବା ଗୀତ ର ଲିରିକ୍ସ୍ ଆପଣଙ୍କୁ ଯୋଗାଇ ଦବାକୁ ଚେଷ୍ଟା କରିବ |

🙏ଧନ୍ୟବାଦ୍🙏

Leave a Comment