Song » To Pain Saja Lo Chouthi Seja Lo •
Singer » Suresh Wadekar •
Music » Gagan Bihari Jena •
Lyrics » Panchanan Nayak •
To Pain Saja Lo Chouthi Seja Lo Lyrics In Odia
°•. First Line .•°
ମୁଁ ମଲା ପରେ ଦୁନିଆ କହିବ
କିଏ ଜଣେ ମରିଗଲା
ହେଲେ ତୁ ଜାଣିବୁ ତୋ ଘର ଦୁଆରେ
ଆତ୍ମା ମୋର ରହିଗଲା
ମନାଲିସା ଗଲାପରେ କଣ୍ଢେଇ ଆସିଲା
ଜଣେ ମୋତେ ଜାଳି ଥିଲା ଆଉ ଜଣେ ମାରିଦେଇ ଗଲା
…
ତୋ ପାଇଁ ସଜା ଲୋ ଚଉଠି ସେଜ ଲୋ
ରଜନି ଗନ୍ଧା ର ମାଳା
ମୋ ପାଇଁ ସଜା ଲୋ ମଶାଣି କାଠ ଲୋ
ଆଉ ପୋଡିଲା ବାଲା
ଖେଳନା ଭାବି ଲୋ ଖେଳିଲୁ ମୋତେ ଲୋ
ଖେଳନା ଭାବି ଲୋ ଖେଳିଲୁ ମୋତେ ଲୋ
ଦେହ ସିନା ଜଳିଗଲା
ଆତ୍ମା ମୋର ରହିଗଲା ଲୋ…
ଆତ୍ମା ମୋର ରହିଗଲା
°•. Second Line .•°
ମନ୍ଦିରେ ଦେଲି ମୁଁ ସିନ୍ଦୁର ତୋତେ ଲୋ
ନେଇଥିଲୁ ମଥା ପାତି
ମନ୍ଦିରେ ଦେଲି ମୁଁ ସିନ୍ଦୁର ତୋତେ ଲୋ
ନେଇଥିଲୁ ମଥା ପାତି
କେମିତି ପିନ୍ଧିଲୁ ଆଉ କା ସିନ୍ଦୁର ଲୋ
କେମିତି ପିନ୍ଧିଲୁ ଆଉ କା ସିନ୍ଦୁର ଲୋ
ଆଜି ତୋର ମଧୁ ରାତି
ଆଜି ତୋର ମଧୁ ରାତି
ବାଧିଲା ବୋଲି ଲୋ ତୋ ପାଇଁ ମଲି ଲୋ
ବାଧିଲା ବୋଲି ଲୋ ତୋ ପାଇଁ ମଲି ଲୋ
ଦେହ ସିନା ଜଳିଗଲା
ଆତ୍ମା ମୋର ରହିଗଲା ଲୋ…
ଆତ୍ମା ମୋର ରହିଗଲା
°•. Third Line .•°
ତୋତେ ଭଲ ପାଇ କି ପାପ କଲି ଲୋ
ପାପିରେ ହେଲି ମୁଁ ଗଣା
ତୋତେ ଭଲ ପାଇ କି ପାପ କଲି ଲୋ
ପାପିରେ ହେଲି ମୁଁ ଗଣା
ଛଳନା ଛୁରୀରେ ମୋ ଛାତି ଚିରିଲୁ
ଛଳନା ଛୁରୀରେ ମୋ ଛାତି ଚିରିଲୁ
ହେଇଗଲି ଚୁନା ଚୁନା
ହେଇଗଲି ଚୁନା ଚୁନା
ତୋ ପାଇଁ ଆଜି ଲୋ ପାଉଁଶ ହେଲି ଲୋ
ତୋ ପାଇଁ ଆଜି ଲୋ ପାଉଁଶ ହେଲି ଲୋ
ଦେହ ସିନା ଜଳିଗଲା
ଆତ୍ମା ମୋର ରହିଗଲା ଲୋ…
ଆତ୍ମା ମୋର ରହିଗଲା ଓ…
ଆତ୍ମା ମୋର ରହିଗଲା
°•. End .•°
Posted By – OdiaLyrics.Com™
ଆପଣ ଖୋଜୁଥିବା ଲିରିକ୍ସ୍ ଏହି Website ରେ କିମ୍ବା ଅନ୍ୟ କୌଣସି Website ରେ ଯଦି ମିଳୁ ନାହିଁ । ତେବେ ଦୟାକରି ଆମକୁ - Email Comment କିମ୍ବା Request Lyrics ମାଧ୍ୟମରେ ଜଣାନ୍ତୁ । ଆମ ଟିମ୍ ଯଥାଶୀଘ୍ର ଆପଣ କହିଥିବା ଗୀତ ର ଲିରିକ୍ସ୍ ଆପଣଙ୍କୁ ଯୋଗାଇ ଦବାକୁ ଚେଷ୍ଟା କରିବ |
🙏ଧନ୍ୟବାଦ୍🙏