Song » Tate Miss Karuchhen Barambar •
Singer » Ruku Suna •
Singer » Ira Mohanty •
Music » Malaya Mishra •
Lyrics » Dillip Singh •
Tate Miss Karuchhen Barambar Lyrics In Odia
°•. First Line .•°
ପୁ – ଆଜି ଭେଟ୍ ପଡ୍’ମି କାଲି ଭେଟ୍ ପଡ୍’ମି
ମୋର୍ ସୁନ୍’କୁ ସୁନା ବାବୁ ସିଅର୍ ଦେଖା କର୍’ମି
ଆଜି ଭେଟ୍ ପଡ୍’ମି କାଲି ଭେଟ୍ ପଡ୍’ମି
ମୋର୍ ସୁନ୍’କୁ ସୁନା ବାବୁ ସିଅର୍ ଦେଖା କର୍’ମି
ମୋର୍ ଦିନ୍ କଟୁଛେ ସୁନା ତୋର୍ କରି ଇନ୍ତିଜାର୍
ଏ ମୋର୍ କୁଲ୍’ଫି ରାନୀ ଚକୋବାର୍
ତୋତେ ମିସ୍ କରୁଛେଁ ବାରମ୍ବାର୍
ଏ ମୋର୍ କୁଲ୍’ଫି ରାନୀ ଚକୋବାର୍
ତୋତେ ମିସ୍ କରୁଛେଁ ବାରମ୍ବାର୍
ଝି – ଗୁସା କଲେ କାଏଁ କର୍’ମି ଖାଲିଟାରେ ଯେତେ
ଟାଇମ୍ ନାଇଁ ମିଲୁଛେ ଭେଟ୍ ହେବାକେ ମୋତେ
ହେଲେ ଅବୁଝା କାଏଁ କର୍’ମି ଘରେ କାମ୍ କେତେ
କେତେବେଲେ କର୍’ମି ଆରୁ ପ୍ୟାର୍
ତୁଇ ମୋର୍ ଲାଇଫ୍’ବୟ ଭିମ୍’ବାର୍
ତୋତେ ମିସ୍ କରୁଛେଁ ବାରମ୍ବାର୍
ତୁଇ ମୋର୍ ଲାଇଫ୍’ବୟ ଭିମ୍’ବାର୍
ତୋତେ ମିସ୍ କରୁଛେଁ ବାରମ୍ବାର୍
°•. Second Line .•°
ପୁ – ରହି ନାଇ ହେଉଛେ ନାଇ ବୁଝେ ମୋର୍ ମନ
ତୋତେ ଟିକେ ଦେଖ୍’ଲେ କଥା ପଦେ ହେଲେ
ମୋତେ ଖୁସି ଲାଗେ ହାଏ ରେ ଧନ
ଖୁସି ମୋତେ ଲାଗେ ଧନ
ରହି ନାଇ ହେଉଛେ ନାଇ ବୁଝେ ମୋର୍ ମନ
ତୋତେ ଟିକେ ଦେଖ୍’ଲେ କଥା ପଦେ ହେଲେ
ମୋତେ ଖୁସି ଲାଗେ ହାଏ ରେ ଧନ
ଖୁସି ମୋତେ ଲାଗେ ଧନ
ଝି – ବୁଝି ମୁଇଁ ପାରୁଛେଁ ସବୁ କଥା ଧନ
ତୋତେ ଦେଖା କର୍’ତିଁ କଥା ପଦେ ହେତିଁ
ତୋତେ ଖୋଜେ ଇ ମୋର୍ ମନ
ତୋତେ ଖୋଜେ ଇ ମନ
ମୋର୍ ଦିନ୍ କଟୁଛେ ସୁନା ତୋର୍ କରି ଇନ୍ତିଜାର୍
ଏ ମୋର୍ କୁଲ୍’ଫି ରାନୀ ଚକୋବାର୍
ତୋତେ ମିସ୍ କରୁଛେଁ ବାରମ୍ବାର୍
ଝି – ତୁଇ ମୋର୍ ଲାଇଫ୍’ବୟ ଭିମ୍’ବାର୍
ତୋତେ ମିସ୍ କରୁଛେଁ ବାରମ୍ବାର୍
°•. Third Line .•°
ଝି – ଦେଇଛୁ ମହନି ହେଇଛେଁ ଦିୱାନି
ତୋତେ ଭୁଲି କରି ସାଙ୍ଗର୍ ଜୁଲି
କେନ୍ତା ମୁଇଁ ରହି ପାର୍’ମି
ତୁଇ କହ କେନ୍ତା ରହେମି
ଦେଇଛୁ ମହନି ହେଇଛେଁ ଦିୱାନି
ତୋତେ ଭୁଲି କରି ସାଙ୍ଗର୍ ଜୁଲି
କେନ୍ତା ମୁଇଁ ରହି ପାର୍’ମି
ତୁଇ କହ କେନ୍ତା ରହେମି
ପୁ – ଯଦି ଭଲ୍ ପାଏସୁ କାହିଁ ଜାଲି ମାର୍’ସୁ
ଦିୱାନା ତୋର୍ ମୁଇଁ ହାଏ ରେ ଚାନ୍ଦ୍ ମୁହିଁ
ମନ୍’କେ ମୋର୍ ଭାଙ୍ଗି ଦେସୁ
ଆଏମି କହି ନାଇଁ ଆଏସୁ
ମୋର୍ ଦିନ୍ କଟୁଛେ ସୁନା ତୋର୍ କରି ଇନ୍ତିଜାର୍
ଏ ମୋର୍ କୁଲ୍’ଫି ରାନୀ ଚକୋବାର୍
ତୋତେ ମିସ୍ କରୁଛେଁ ବାରମ୍ବାର୍
ଝି – ତୁଇ ମୋର୍ ଲାଇଫ୍’ବୟ ଭିମ୍’ବାର୍
ତୋତେ ମିସ୍ କରୁଛେଁ ବାରମ୍ବାର୍
ପୁ – ଏ ମୋର୍ କୁଲ୍’ଫି ରାନୀ ଚକୋବାର୍
ତୋତେ ମିସ୍ କରୁଛେଁ ବାରମ୍ବାର୍
ଝି – ଏ ମୋର୍ ଲାଇଫ୍’ବୟ ଭିମ୍’ବାର୍
ତୋତେ ମିସ୍ କରୁଛେଁ ବାରମ୍ବାର୍
°•. End .•°
Posted By – OdiaLyrics.Com™
ଆପଣ ଖୋଜୁଥିବା ଲିରିକ୍ସ୍ ଏହି Website ରେ କିମ୍ବା ଅନ୍ୟ କୌଣସି Website ରେ ଯଦି ମିଳୁ ନାହିଁ । ତେବେ ଦୟାକରି ଆମକୁ - Email Comment କିମ୍ବା Request Lyrics ମାଧ୍ୟମରେ ଜଣାନ୍ତୁ । ଆମ ଟିମ୍ ଯଥାଶୀଘ୍ର ଆପଣ କହିଥିବା ଗୀତ ର ଲିରିକ୍ସ୍ ଆପଣଙ୍କୁ ଯୋଗାଇ ଦବାକୁ ଚେଷ୍ଟା କରିବ |
🙏ଧନ୍ୟବାଦ୍🙏