Generic selectors
Exact matches only
Search in title
Search in content
Post Type Selectors

Tate Deideli Mana Seidina

Song » Tate Deideli Mana Seidina •
Singer » S Jitu •
Singer » Soujannya Rath •
Music » Chinmay Dash •
Music » Bibhun •
Lyrics » Biku Babu •

Tate Deideli Mana Seidina Lyrics In Odia

°•. First Line .•°

ପୁ – କଣେଇକି ଚାହୁଁ ଯେବେ
ମୁରୁକେଇ ହସୁ ଯେବେ
ହସ ଲାଗେ ଲକ୍ଷେ ଟଙ୍କା
ଯେବେ ଯେବେ ଭେଟ ହଉ
ଚାହାଣିରେ ମାରିଦଉ
ଛାତିରେ ପଶେ ଛନକା
ତୋ ଗୋରା ପାଦରେ ପାଉଁଜି ବଜେଇ
ତୋ ଗୋରା ପାଦରେ ପାଉଁଜି ବଜେଇ
ଚାଲିଯାଉ ତୁ ଯଉଦିନ
ତୋତେ ଦେଇଦେଲି ଦେଇଦେଲି
ଦେଇଦେଲି ମନ ସେଇଦିନ
ତୋତେ ଦେଇଦେଲି ଦେଇଦେଲି
ଦେଇଦେଲି ମନ ସେଇଦିନ
ଝି – ଆରେ ରହିଥା ତୁ କିଛିଦିନ
ଦେଇଦେବି ଏଇ ମନ
ହଉଚୁ କାଇଁ ଉଛନ
ଆରେ ଏ ରସିକ ତୋତେ ନଦେଖିକି
ଆରେ ଏ ରସିକ ତୋତେ ନଦେଖିକି
ରହି ପାରୁନି ମୁଁ ଗୋଟେ ଦିନ
ତୋତେ ଦେଇଦେଲି ଦେଇଦେଲି
ଦେଇଦେଲି ମନ ସେଇଦିନ
ତୋତେ ଦେଇଦେଲି ଦେଇଦେଲି
ଦେଇଦେଲି ମନ ସେଇଦିନ

°•. Second Line .•°

ପୁ – ଚାଲିଯାଉ ଯେବେ ହସି
ତୋତେ ଦେଖୁଥାଏ ବସି
ଗୋରା ଗୋରା ତୋର ଅଣ୍ଟା ଦେଖିକି
ଗଲିଣି ମୁଁ ପୁରା ଫସି
ଝି – ଚିକିଣିଆ କଥା କହି
ମନକୁ ନେଲୁ ଚୋରେଇ
ଏତେ କାଇଁ କହ ଅମାନିଆ ତୁ
ପିଛା ମୋ ଛାଡୁନୁ କାଇଁ
ପୁ – ଆଲୋ ଏ ସଜନୀ ତୋତେ ମୁଁ ଦେଖିକି
ଆଲୋ ଏ ସଜନୀ ତୋତେ ମୁଁ ଦେଖିକି
ଦୁଷ୍ଟ ହୁଏ ଏ ଯଉବନ
ତୋତେ ଦେଇଦେଲି ଦେଇଦେଲି
ଦେଇଦେଲି ମନ ସେଇଦିନ
ଝି – ତୋତେ ଦେଇଦେଲି ଦେଇଦେଲି
ଦେଇଦେଲି ମନ ସେଇଦିନ

°•. Third Line .•°

ଝି – ରୁପ ମୋର ଝାଲମାଲା
ପ୍ରେମ ତୋର ମାର୍’ଡାଲା
ଆଖିରେ ଆଉ ତୁ ଫୁଟାନି ବୋମା
ହେଲିଣି ମୁଁ ପୁରା ଝାମା
ପୁ – ତୋ ଅଣ୍ଟା ଜାଇ ଦେଖି
ମନ ମୋ ଯାଇଚି ଲାଖି
ପ୍ରେମରେ ତୋର ଗଲିଣି ଫିସ୍’ଲି
ଚାହାଣୀରେ ହଜିଗଲି
ଝି – ଆରେ ଏ ପାଗ୍’ଲା ହାତ ମୋ ଧରିକି
ଆରେ ଏ ପାଗ୍’ଲା ହାତ ମୋ ଧରିକି
ନେଇଯା ମୋତେ ତୋ କୁଞ୍ଜବନ
ତୋତେ ଦେଇଦେଲି ଦେଇଦେଲି
ଦେଇଦେଲି ମନ ସେଇଦିନ
ପୁ – ତୋତେ ଦେଇଦେଲି ଦେଇଦେଲି
ଦେଇଦେଲି ମନ ସେଇଦିନ

Read »  Alta Makhi

°•. End .•°

Posted By – OdiaLyrics.Com™

ଆପଣ ଖୋଜୁଥିବା ଲିରିକ୍ସ୍ ଏହି Website ରେ କିମ୍ବା ଅନ୍ୟ କୌଣସି Website ରେ ଯଦି ମିଳୁ ନାହିଁ । ତେବେ ଦୟାକରି ଆମକୁ - Email Comment କିମ୍ବା Request Lyrics ମାଧ୍ୟମରେ ଜଣାନ୍ତୁ । ଆମ ଟିମ୍ ଯଥାଶୀଘ୍ର ଆପଣ କହିଥିବା ଗୀତ ର ଲିରିକ୍ସ୍ ଆପଣଙ୍କୁ ଯୋଗାଇ ଦବାକୁ ଚେଷ୍ଟା କରିବ |

🙏ଧନ୍ୟବାଦ୍🙏

Leave a Comment