Song » Tame Bodhe Aau Kahaku Bhala Paucha •
Singer » Amrita Nayak •
Music » Muna Mohanty •
Lyrics » Pramod Parida •
Tame Bodhe Aau Kahaku Bhala Paucha Lyrics In Odia
°•. First Line .•°
ଦେଖିଲେ ଚାହୁଁନ କଥାବି ହଉନ
ଦେଖିଲେ ଚାହୁଁନ କଥାବି ହଉନ
କଥା ଦେଇ କଥା ତମେ ଭୁଲି ଯାଉଚ
ତମେ ବୋଧେ ଆଉ କାହାକୁ ଭଲ ପାଉଚ
ତମେ ବୋଧେ ଆଉ କାହାକୁ ଭଲ ପାଉଚ
°•. Second Line .•°
ତମେ ପରା ସେଇ ପୁଅ
ଯିଏ ତାରଙ୍କ ମେଳରେ
ଜହ୍ନଁ ସାଜିଥିଲା ମୋ ପାଇଁ
ତମେ ପରା ସେଇ ପୁଅ
ଯିଏ କଣ୍ଟାର ବାଟରେ
ଫୁଲ ବିଞ୍ଚୁଥିଲା ମୋ ପାଇଁ
ଚିହ୍ନାଁବି ଦଉନ ଚିହ୍ନିଁ କି ପାରୁନ
ଚିହ୍ନାଁବି ଦଉନ ଚିହ୍ନିଁ କି ପାରୁନ
ଦେଖାହେଲେ ବାଟ ଭାଙ୍ଗି ଚାଲି ଯାଉଚ
ତମେ ବୋଧେ ଆଉ କାହାକୁ ଭଲ ପାଉଚ
ତମେ ବୋଧେ ଆଉ କାହାକୁ ଭଲ ପାଉଚ
°•. Third Line .•°
ତମେ ପରା ସେଇ ପୁଅ
ଯିଏ ଅଳତା ସିନ୍ଦୁର
କିଣି ରଖିଥିଲା ମୋ ପାଇଁ
ତମେ ପରା ସେଇ ପୁଅ
ଯିଏ ହଜାରେ ସୁନେଲି
ସ୍ୱପ୍ନ ଦେଖିଥିଲା ମୋ ପାଇଁ
ସମୟ ଦଉନ ମୋ କଥା ଭାବୁନ
ସମୟ ଦଉନ ମୋ କଥା ଭାବୁନ
ବୁଝିଗଲି ତମେ ମୋତେ ଭୁଲି ଯାଇଚ
ତମେ ବୋଧେ ଆଉ କାହାକୁ ଭଲ ପାଉଚ
ତମେ ବୋଧେ ଆଉ କାହାକୁ ଭଲ ପାଉଚ
°•. End .•°
Posted By – OdiaLyrics.Com™
ଆପଣ ଖୋଜୁଥିବା ଲିରିକ୍ସ୍ ଏହି Website ରେ କିମ୍ବା ଅନ୍ୟ କୌଣସି Website ରେ ଯଦି ମିଳୁ ନାହିଁ । ତେବେ ଦୟାକରି ଆମକୁ - Email Comment କିମ୍ବା Request Lyrics ମାଧ୍ୟମରେ ଜଣାନ୍ତୁ । ଆମ ଟିମ୍ ଯଥାଶୀଘ୍ର ଆପଣ କହିଥିବା ଗୀତ ର ଲିରିକ୍ସ୍ ଆପଣଙ୍କୁ ଯୋଗାଇ ଦବାକୁ ଚେଷ୍ଟା କରିବ |
🙏ଧନ୍ୟବାଦ୍🙏