Song » Sweet Supari •
Singer » Mantu Chhuria •
Singer » Jyotirmayee Nayak •
Music » Upendra Grahachrya •
Lyrics » Ashutosh Barik •
Sweet Supari Lyrics In English
°•. First Line .•°
M – Pesa Re Bhangili Biri
Pesa Re Bhangili Biri
Pesa Re Bhangili Biri
Pesa Re Bhangili Biri
Dhanu Jatera Re Mana Chori Kalu
Maruchi Mu Jhuri Jhuri
Dhana Mora Pyar Tora Sweet Supari
Mu Romeo Raja Tu Mo Raja Kumari
Dhana Mora Pyar Tora Sweet Supari
Mu Romeo Raja Tu Mo Raja Kumari
F – Panjuri Bhitare Sari
Panjuri Bhitare Sari
Panjuri Bhitare Sari
Panjuri Bhitare Sari
Bali Jatera Re Akhi Maridelu
Chhati Mora Gala Chiri
Dhana Mora Pyar Tora Sweet Supari
Tu Romeo Raja Mu To Raja Kumari
Dhana Mora Pyar Tora Sweet Supari
Tu Romeo Raja Mu To Raja Kumari
°•. Second Line .•°
M – Sapana Pari Kanaka Gori
Rupa Tora Chhana Chhana
Dekhuchi Jebe Tate Mu Dhana
Mana Mora Kana Kana
F – Prema Rasia Toka Desia
Karidelu Mate Guni
Aa Chalia Bullet Dhari
Jiba Aame Phulebani
M – Chaka Jae Ghuri Ghuri
Akha Jae Ghuri Ghuri
Chaka Jae Ghuri Ghuri
Akha Jae Ghuri Ghuri
Dala Jatera Re Janu Daki Dei
Kahilu Tu Mate Sorry
F – Dhana Mora Pyar Tora Sweet Supari
Tu Romeo Raja Mu To Raja Kumari
M – Dhana Mora Pyar Tora Sweet Supari
Mu Romeo Raja Tu Mo Raja Kumari
°•. Third Line .•°
F – Rasa Nagara Delu Khabara
Chhati Hela Dhaka Dhaka
Rati Sara Mu Paruni Soi
Mana Hue Phaka Phaka
M – Suna Harini Phulei Rani
Bandhuthha Gajara Beni
Pahili Rati Jiba Lo Biti
Aasibu Odhana Tani
F – Akhire Mailu Chhuri
Akhire Mailu Chhuri
Akhire Mailu Chhuri
Akhire Mailu Chhuri
Mehendi Lagei Basichi Anei
Aa Tu Sindura Dhari
M – Dhana Mora Pyar Tora Sweet Supari
Mu Romeo Raja Tu Mo Raja Kumari
F – Dhana Mora Pyar Tora Sweet Supari
Tu Romeo Raja Mu To Raja Kumari
M – Dhana Mora Pyar Tora Sweet Supari
Mu Romeo Raja Tu Mo Raja Kumari
F – Dhana Mora Pyar Tora Sweet Supari
Tu Romeo Raja Mu To Raja Kumari
°•. End .•°
Posted By – OdiaLyrics.Com™
Song » Sweet Supari •
Singer » Mantu Chhuria •
Singer » Jyotirmayee Nayak •
Music » Upendra Grahachrya •
Lyrics » Ashutosh Barik •
Sweet Supari Lyrics In Odia
°•. First Line .•°
ପୁ – ପେଷାରେ ଭାଙ୍ଗିଲି ବିରି
ପେଷାରେ ଭାଙ୍ଗିଲି ବିରି
ପେଷାରେ ଭାଙ୍ଗିଲି ବିରି
ପେଷାରେ ଭାଙ୍ଗିଲି ବିରି
ଧନୁ ଯାତେରା ରେ ମନ ଚୋରି କଲୁ
ମରୁଚି ମୁଁ ଝୁରି ଝୁରି
ଧନ ମୋର ପ୍ୟାର୍ ତୋର ସୁଇଟ୍ ସୁପାରି
ମୁଁ ରୋମିଓ ରାଜା ତୁ ମୋ ରାଜକୁମାରୀ
ଧନ ମୋର ପ୍ୟାର୍ ତୋର ସୁଇଟ୍ ସୁପାରି
ମୁଁ ରୋମିଓ ରାଜା ତୁ ମୋ ରାଜକୁମାରୀ
ଝି – ପଞ୍ଜୁରି ଭିତରେ ଶାରୀ
ପଞ୍ଜୁରି ଭିତରେ ଶାରୀ
ପଞ୍ଜୁରି ଭିତରେ ଶାରୀ
ପଞ୍ଜୁରି ଭିତରେ ଶାରୀ
ବାଲି ଯାତେରା ରେ ଆଖି ମାରିଦେଲୁ
ଛାତି ମୋର ଗଲା ଚିରି
ଧନ ମୋର ପ୍ୟାର୍ ତୋର ସୁଇଟ୍ ସୁପାରି
ତୁ ରୋମିଓ ରାଜା ମୁଁ ତୋ ରାଜକୁମାରୀ
ଧନ ମୋର ପ୍ୟାର୍ ତୋର ସୁଇଟ୍ ସୁପାରି
ତୁ ରୋମିଓ ରାଜା ମୁଁ ତୋ ରାଜକୁମାରୀ
°•. Second Line .•°
ପୁ – ସପନ ପରୀ କନକ ଗୋରୀ
ରୁପ ତୋର ଛନ ଛନ
ଦେଖୁଚି ଯେବେ ତୋତେ ମୁଁ ଧନ
ମନ ମୋର କନ କନ
ଝି – ପ୍ରେମ ରସିଆ ଟୋକା ଦେଶିଆ
କରିଦେଲୁ ମୋତେ ଗୁଣି
ଆ ଚାଲିଆ ବୁଲେଟ୍ ଧରି
ଯିବା ଆମେ ଫୁଲେବାଣି
ପୁ – ଚକ ଯାଏ ଘୁରି ଘୁରି
ଅଖ ଯାଏ ଘୁରି ଘୁରି
ଚକ ଯାଏ ଘୁରି ଘୁରି
ଅଖ ଯାଏ ଘୁରି ଘୁରି
ଦଳ ଯାତେରା ରେ ଜାନୁ ଡାକି ଦେଇ
କହିଲୁ ତୁ ମୋତେ ସରି
ଝି – ଧନ ମୋର ପ୍ୟାର୍ ତୋର ସୁଇଟ୍ ସୁପାରି
ତୁ ରୋମିଓ ରାଜା ମୁଁ ତୋ ରାଜକୁମାରୀ
ପୁ – ଧନ ମୋର ପ୍ୟାର୍ ତୋର ସୁଇଟ୍ ସୁପାରି
ମୁଁ ରୋମିଓ ରାଜା ତୁ ମୋ ରାଜକୁମାରୀ
°•. Third Line .•°
ଝି – ରସ ନାଗର ଦେଲୁ ଖବର
ଛାତି ହେଲା ଧକ ଧକ
ରାତି ସାରା ମୁଁ ପାରୁନି ଶୋଇ
ମନ ହୁଏ ଫକ ଫକ
ପୁ – ସୁନା ହରିଣୀ ଫୁଲେଇ ରାଣୀ
ବାନ୍ଧୁଥା ଗଜରା ବେଣି
ପହିଲି ରାତି ଯିବ ଲୋ ବିତି
ଆସିବୁ ଓଢଣୀ ଟାଣି
ଝି – ଆଖିରେ ମାଇଲୁ ଛୁରୀ
ଆଖିରେ ମାଇଲୁ ଛୁରୀ
ଆଖିରେ ମାଇଲୁ ଛୁରୀ
ଆଖିରେ ମାଇଲୁ ଛୁରୀ
ମେହେନ୍ଦି ଲଗେଇ ବସିଚି ଅନେଇ
ଆ ତୁ ସିନ୍ଦୁର ଧରି
ପୁ – ଧନ ମୋର ପ୍ୟାର୍ ତୋର ସୁଇଟ୍ ସୁପାରି
ମୁଁ ରୋମିଓ ରାଜା ତୁ ମୋ ରାଜକୁମାରୀ
ଝି – ଧନ ମୋର ପ୍ୟାର୍ ତୋର ସୁଇଟ୍ ସୁପାରି
ତୁ ରୋମିଓ ରାଜା ମୁଁ ତୋ ରାଜକୁମାରୀ
ପୁ – ଧନ ମୋର ପ୍ୟାର୍ ତୋର ସୁଇଟ୍ ସୁପାରି
ମୁଁ ରୋମିଓ ରାଜା ତୁ ମୋ ରାଜକୁମାରୀ
ଝି – ଧନ ମୋର ପ୍ୟାର୍ ତୋର ସୁଇଟ୍ ସୁପାରି
ତୁ ରୋମିଓ ରାଜା ମୁଁ ତୋ ରାଜକୁମାରୀ
°•. End .•°
Posted By – OdiaLyrics.Com™
ଆପଣ ଖୋଜୁଥିବା ଲିରିକ୍ସ୍ ଏହି Website ରେ କିମ୍ବା ଅନ୍ୟ କୌଣସି Website ରେ ଯଦି ମିଳୁ ନାହିଁ । ତେବେ ଦୟାକରି ଆମକୁ - Email Comment କିମ୍ବା Request Lyrics ମାଧ୍ୟମରେ ଜଣାନ୍ତୁ । ଆମ ଟିମ୍ ଯଥାଶୀଘ୍ର ଆପଣ କହିଥିବା ଗୀତ ର ଲିରିକ୍ସ୍ ଆପଣଙ୍କୁ ଯୋଗାଇ ଦବାକୁ ଚେଷ୍ଟା କରିବ |
🙏ଧନ୍ୟବାଦ୍🙏