Generic selectors
Exact matches only
Search in title
Search in content
Post Type Selectors

Srikhetra Dhama

Song » Srikhetra Dhama Male •
Singer » Krishna Beuraa •
Music » Japani Bhai •
Lyrics » Ranjan Nayak •

Srikhetra Dhama Lyrics In Odia

°•. First Line .•°

ଚାରି ଧାମ ଭିତରେ ଗୋଟିଏ ଧାମ
ସେ ମୋ କାଳିଆର କାଳିଆର ଶ୍ରୀକ୍ଷେତ୍ର ଧାମ
ଚାରି ଧାମ ଭିତରେ ଗୋଟିଏ ଧାମ
ସେ ମୋ କାଳିଆର କାଳିଆର ଶ୍ରୀକ୍ଷେତ୍ର ଧାମ
ଶହେ ନାମ ଭିତରେ ଗୋଟିଏ ନାମ
ସେ ମୋ କାଳିଆର କାଳିଆର ଅମୃତ ନାମ
ଜଣେ ଏମିତି ଠାକୁର ନାହିଁ
ଯା ମୁହୋକୁ ଦେଲେ ଅନେଇ…
ଜଣେ ଏମିତି ଠାକୁର ନାହିଁ
ଯା ମୁହୋକୁ ଦେଲେ ଅନେଇ
ଆଖିରୁ ଘନେଇ ଆସେ ଲୁହ ଶ୍ରାବଣ
ସେ ମୋ କାଳିଆର କାଳିଆର ଶ୍ରୀକ୍ଷେତ୍ର ଧାମ
ସେ ମୋ କାଳିଆର କାଳିଆର ଶ୍ରୀକ୍ଷେତ୍ର ଧାମ

°•. Second Line .•°

ବାଇଶି ପାହାଚେ ଭକତି ରେ ଗଳିଗଲେ
ହଜାରେ ପାପ ଯାଏ ଉଭେଇ
ସରଗ ତୋ ବାଟ ଖଲେ
ସରଧା ବାଲିରୁ ଦୁଇ ହାତ ଟେକି ଦେଲେ
ଗଙ୍ଗା ସ୍ନାନ ରେ…ପୁଣ୍ୟ ଯେତିକି …
ତା ଠାରୁ ଅଧିକ ମିଳେ …
ଥରେ ଜୟ ଜଗନ୍ନାଥ କହି …
ତାକୁ ଦଣ୍ଡବତ ଗଲେ ହେଇ …
ଥରେ ଜୟ ଜଗନ୍ନାଥ କହି
ତାକୁ ଦଣ୍ଡବତ ଗଲେ ହେଇ
ପାପି ପାଇଁ ଦୂର ନୁହେଁ ବୈକୁଣ୍ଠ ଧାମ
ସେ ମୋ କାଳିଆର କାଳିଆର ଶ୍ରୀକ୍ଷେତ୍ର ଧାମ
ସେ ମୋ କାଳିଆର କାଳିଆର ଶ୍ରୀକ୍ଷେତ୍ର….ଧାମ

°•. Third Line .•°

କୋଟି ଓଡ଼ିଆର ଗେହ୍ଲା ଦିଓଁ ପୋରା ସିଏ
ଭାବରେ ଦେଲେ ଭାତ ପରସି
ଅମୃତ ପାଲଟି ଯାଏ …
ପଥି ପୁରାଣରେ ଏମିତି ଦେବତା ନାହିଁ…
ଦୁଃଖ ଦେଖିଲେ ଧାଇଁ ଆସୋଇ
କେବଳ ଭକତ ପାଇଁ …
ଯିଏ ଭକତିରେ ଡାକି ଦିଏ…
ତାକୁ କାଳିଆ କୋଳେଇ ନିଏ…
ଯିଏ ଭକତିରେ ଡାକି ଦିଏ
ତାକୁ କାଳିଆ କୋଳେଇ ନିଏ
ତାହା ମନ ବାସିଯାଏ ଛୁଆଁ ଚନ୍ଦନ…
ସେ ମୋ କାଳିଆର କାଳିଆର ଶ୍ରୀକ୍ଷେତ୍ର ଧାମ
ସେ ମୋ କାଳିଆର କାଳିଆର ଶ୍ରୀକ୍ଷେତ୍ର ଧାମ
ସେ ମୋ କାଳିଆର କାଳିଆର ଶ୍ରୀକ୍ଷେତ୍ର ଧାମ
ସେ ମୋ କାଳିଆର କାଳିଆର ଶ୍ରୀକ୍ଷେତ୍ର ଧାମ

°•. End .•°

Posted By – OdiaLyrics.Com™

Read »  Chhanaka Rani

ଆପଣ ଖୋଜୁଥିବା ଲିରିକ୍ସ୍ ଏହି Website ରେ କିମ୍ବା ଅନ୍ୟ କୌଣସି Website ରେ ଯଦି ମିଳୁ ନାହିଁ । ତେବେ ଦୟାକରି ଆମକୁ - Email Comment କିମ୍ବା Request Lyrics ମାଧ୍ୟମରେ ଜଣାନ୍ତୁ । ଆମ ଟିମ୍ ଯଥାଶୀଘ୍ର ଆପଣ କହିଥିବା ଗୀତ ର ଲିରିକ୍ସ୍ ଆପଣଙ୍କୁ ଯୋଗାଇ ଦବାକୁ ଚେଷ୍ଟା କରିବ |

🙏ଧନ୍ୟବାଦ୍🙏

Leave a Comment