Generic selectors
Exact matches only
Search in title
Search in content
Post Type Selectors

Srabani Tama Bahaghara Ku Mate Dakiba

Song » Srabani Tama Bahaghara Ku Mate Dakiba •
Singer » Suresh Wadekar •
Music » Prem Anand •
Lyrics » Arun Mantri •

Srabani Tama Bahaghara Ku Mate Dakiba Lyrics In Odia

°•. First Line .•°

ଶ୍ରାବଣୀ ଶ୍ରାବଣୀ ତମ ବାହାଘରକୁ ମୋତେ ଡାକିବ
ଶ୍ରାବଣୀ ଶ୍ରାବଣୀ ତମ ବାହାଘରକୁ ମୋତେ ଡାକିବ
ତମ ବାହାଘରକୁ ମୋତେ ଡାକିବ
ବେଦିରେ ବସିଲା ପରେ
ତମ ଲୁହ ଝରି ପାରେ
ବେଦିରେ ବସିଲା ପରେ
ତମ ଲୁହ ଝରି ପାରେ
ମୁଁ ହସୁଥିବି ପ୍ରିୟା ତମେ ଦେଖିବ
ଶ୍ରାବଣୀ ଶ୍ରାବଣୀ ତମ ବାହାଘରକୁ ମୋତେ ଡାକିବ
ତମ ବାହାଘରକୁ ମୋତେ ଡାକିବ

°•. Second Line .•°

ତମ ବାହାଘର ଶୁଭ ଲଗନରେ
ଶୁଭ କାମନା ମୁଁ ଦେବି
ସେଇଦିନ ହବ ଆମ ଶେଷ ଦେଖା
ଶେଷ ବିଦାୟ ମୁଁ ନେବି
ତମ ବାହାଘର ଶୁଭ ଲଗନରେ
ଶୁଭ କାମନା ମୁଁ ଦେବି
ସେଇଦିନ ହବ ଆମ ଶେଷ ଦେଖା
ଶେଷ ବିଦାୟ ମୁଁ ନେବି
ତମ ବୋଧୁବେଶ ଦେଖି
ପୁରିଯିବ ଏଇ ଆଖି
ତମ ବୋଧୁବେଶ ଦେଖି
ପୁରିଯିବ ଏଇ ଆଖି
ଛୋଟ ଅନୁରୋଧ ମୋର ତମେ ରଖିବ
ଶ୍ରାବଣୀ ଶ୍ରାବଣୀ ତମ ବାହାଘରକୁ ମୋତେ ଡାକିବ
ତମ ବାହାଘରକୁ ମୋତେ ଡାକିବ

°•. Third Line .•°

ତମ ସବାରିକୁ କାନ୍ଧେଇ ନବାକୁ
ନମିଳିଲେ କେହି ହାଏ
ତମକୁ ବସେଇ ନେବି ମୁଁ କାନ୍ଧେଇ
ତମ ଶାଶୁଘର ଯାଏ
ତମ ସବାରିକୁ କାନ୍ଧେଇ ନବାକୁ
ନମିଳିଲେ କେହି ହାଏ
ତମକୁ ବସେଇ ନେବି ମୁଁ କାନ୍ଧେଇ
ତମ ଶାଶୁଘର ଯାଏ
ପଥର କରି ଛାତିକୁ ଭୁଲିଯିବି ଅତିତକୁ
ପଥର କରି ଛାତିକୁ ଭୁଲିଯିବି ଅତିତକୁ
ଧିରେ ଧିରେ ଭୁଲିଯିବା ତମେ ଶିଖିବ
ଶ୍ରାବଣୀ ଶ୍ରାବଣୀ ତମ ବାହାଘରକୁ ମୋତେ ଡାକିବ
ତମ ବାହାଘରକୁ ମୋତେ ଡାକିବ
ବାହାଘରକୁ ମୋତେ ଡାକିବ
ତମ ବାହାଘରକୁ ମୋତେ ଡାକିବ
ବାହାଘରକୁ ମୋତେ ଡାକିବ
ତମ ବାହାଘରକୁ ମୋତେ ଡାକିବ

°•. End .•°

Posted By – OdiaLyrics.Com™

Read »  Dhik Mo Bhagya Ku

ଆପଣ ଖୋଜୁଥିବା ଲିରିକ୍ସ୍ ଏହି Website ରେ କିମ୍ବା ଅନ୍ୟ କୌଣସି Website ରେ ଯଦି ମିଳୁ ନାହିଁ । ତେବେ ଦୟାକରି ଆମକୁ - Email Comment କିମ୍ବା Request Lyrics ମାଧ୍ୟମରେ ଜଣାନ୍ତୁ । ଆମ ଟିମ୍ ଯଥାଶୀଘ୍ର ଆପଣ କହିଥିବା ଗୀତ ର ଲିରିକ୍ସ୍ ଆପଣଙ୍କୁ ଯୋଗାଇ ଦବାକୁ ଚେଷ୍ଟା କରିବ |

🙏ଧନ୍ୟବାଦ୍🙏

Leave a Comment