Generic selectors
Exact matches only
Search in title
Search in content
Post Type Selectors

Sibaya Sibaya Namah Sibaya

Song » Sibaya Sibaya Namah Sibaya •
Singer » Dipu Giri •
Music » Sapan Kumar Panda •
Lyrics » Sapan Kumar Panda •

Sibaya Sibaya Namah Sibaya Lyrics In Odia

°•. First Line .•°

ଶିବାୟ ଶିବାୟ ନମଃ ଶିବାୟ
ଏକ ଧ୍ୟାନେ କର ବାବାଙ୍କୁ ଲୟ
ଶିବାୟ ଶିବାୟ ନମଃ ଶିବାୟ
ଏକ ଧ୍ୟାନେ କର ବାବାଙ୍କୁ ଲୟ
ଶୁଣିବେ ଯେ ବାବା ଦୁଃଖ ଆମର
ପାରି କରିଦେବେ ଲୁହ ଜୁଆର
ଶୁଣିବେ ଯେ ବାବା ଦୁଃଖ ଆମର
ପାରି କରିଦେବେ ଲୁହ ଜୁଆର
ଶିବାୟ ଶିବାୟ ନମଃ ଶିବାୟ
ଏକ ଧ୍ୟାନେ କର ବାବାଙ୍କୁ ଲୟ
ଶିବାୟ ଶିବାୟ ନମଃ ଶିବାୟ
ଏକ ଧ୍ୟାନେ କର ବାବାଙ୍କୁ ଲୟ

°•. Second Line .•°

କୈଳାସରେ ସିଏ କୈଳାସ ପତି ଲୋ
କପିଳାସେ କପ୍ଳେଶ୍ୱର
ତାଙ୍କୁ ପୂଜୁଥିବୁ ମନ ଲଗାଇ ଲୋ
ଯାଚିଦେବେ ସିଏ ବର
କୈଳାସରେ ସିଏ କୈଳାସ ପତି ଲୋ
କପିଳାସେ କପ୍ଳେଶ୍ୱର
ତାଙ୍କୁ ପୂଜୁଥିବୁ ମନ ଲଗାଇ ଲୋ
ଯାଚିଦେବେ ସିଏ ବର
ଶହେ ଆଠ ଚମ୍ପା ନବୁରେ ଗଣି
ନେଇଯିବୁ ବାବା ମନକୁ କିଣି
ଶହେ ଆଠ ଚମ୍ପା ନବୁରେ ଗଣି
ନେଇଯିବୁ ବାବା ମନକୁ କିଣି
ଶିବାୟ ଶିବାୟ ନମଃ ଶିବାୟ
ଏକ ଧ୍ୟାନେ କର ବାବାଙ୍କୁ ଲୟ
ଶିବାୟ ଶିବାୟ ନମଃ ଶିବାୟ
ଏକ ଧ୍ୟାନେ କର ବାବାଙ୍କୁ ଲୟ

°•. Third Line .•°

ଚନ୍ଦ୍ରଧାରୀ ସିଏ ଚନ୍ଦ୍ର ଶେଖର ଲୋ
ଜଟାଧାରୀ ଗଙ୍ଗାଧର
ତାଙ୍କୁ ସେବୁଥିବୁ ମନ ଲଗାଇ ଲୋ
ବିପଦୁ କରିବେ ପାର
ଚନ୍ଦ୍ରଧାରୀ ସିଏ ଚନ୍ଦ୍ର ଶେଖର ଲୋ
ଜଟାଧାରୀ ଗଙ୍ଗାଧର
ତାଙ୍କୁ ସେବୁଥିବୁ ମନ ଲଗାଇ ଲୋ
ବିପଦୁ କରିବେ ପାର
ତ୍ରୀନେତ୍ର ଧାରୀ ସେ ତ୍ରୀଲୋଚନ
ତାଙ୍କୁ ସେବୁଥିବୁ ଜାଗର ଦିନ
ତ୍ରୀନେତ୍ର ଧାରୀ ସେ ତ୍ରୀଲୋଚନ
ତାଙ୍କୁ ସେବୁଥିବୁ ଜାଗର ଦିନ
ଶିବାୟ ଶିବାୟ ନମଃ ଶିବାୟ
ଏକ ଧ୍ୟାନେ କର ବାବାଙ୍କୁ ଲୟ
ଶିବାୟ ଶିବାୟ ନମଃ ଶିବାୟ
ଏକ ଧ୍ୟାନେ କର ବାବାଙ୍କୁ ଲୟ

°•. End .•°

Posted By – OdiaLyrics.Com™

Read »  Prema Gote Pabitra Papa

ଆପଣ ଖୋଜୁଥିବା ଲିରିକ୍ସ୍ ଏହି Website ରେ କିମ୍ବା ଅନ୍ୟ କୌଣସି Website ରେ ଯଦି ମିଳୁ ନାହିଁ । ତେବେ ଦୟାକରି ଆମକୁ - Email Comment କିମ୍ବା Request Lyrics ମାଧ୍ୟମରେ ଜଣାନ୍ତୁ । ଆମ ଟିମ୍ ଯଥାଶୀଘ୍ର ଆପଣ କହିଥିବା ଗୀତ ର ଲିରିକ୍ସ୍ ଆପଣଙ୍କୁ ଯୋଗାଇ ଦବାକୁ ଚେଷ୍ଟା କରିବ |

🙏ଧନ୍ୟବାଦ୍🙏

Leave a Comment