Generic selectors
Exact matches only
Search in title
Search in content
Post Type Selectors

Saji Thili To Suna Kandhei

Song » Saji Thili To Suna Kandhei •
Singer » Aseema Panda •
Music » Kumar Tapas •
Lyrics » Milan Mohapatra •

Saji Thili To Suna Kandhei Lyrics In Odia

°•. First Line .•°

ହସଦବୁ କହି ମୋତେ ଦେଲୁ କନ୍ଦେଇ
ସରଳ ହୃଦୟ ଦେଖି ଦେଲୁ ଭଣ୍ଡେଇ
ଆ ଦେଖିଯା ଲୁହରେ ଭିଜୁଚି ଆଜି ତୋ କଣ୍ଢେଇ

ଥିଲି ତୋ ସୁନା କଣ୍ଢେଇ
ମାରିଲୁ ମୋତେ ଜଳେଇ
କି ଲାଭ ପାଇଲୁ କହ
ମୋ ଆଖିରେ ଲୁହ ଦେଇ
ଥିଲି ତୋ ସୁନା କଣ୍ଢେଇ
ମାରିଲୁ ମୋତେ ଜଳେଇ
କି ଲାଭ ପାଇଲୁ କହ
ମୋ ଆଖିରେ ଲୁହ ଦେଇ
ଭଲ ପାଉଥିଲି ନିଜଠୁ ଅଧିକ
ଜାଣି ନଥିଲି ମୁଁ ଦବୁ ଏତେ ଦୁଃଖ
ଜୀବନକୁ ଦେଲୁ ମୋର ଜୁଇ ସଜେଇ
ସାଜିଥିଲି ତୋ ସୁନା କଣ୍ଢେଇ
ଗଲୁ କାଇଁ ମୋତେ ଭଣ୍ଡେଇ
ସାଜିଥିଲି ତୋ ସୁନା କଣ୍ଢେଇ
ଗଲୁ କାଇଁ ମୋତେ ଭଣ୍ଡେଇ

°•. Second Line .•°

ଦେଖେଇଲୁ ଧନ ମୋତେ ମିଛ ସପନ
ତୋ ଛଳନା ନିଆଁରେ ଜାଳିଲୁ ଜୀବନ
ଦେଖେଇଲୁ ଧନ ମୋତେ ମିଛ ସପନ
ତୋ ଛଳନା ନିଆଁରେ ଜାଳିଲୁ ଜୀବନ
ଜୀବନଟା ମୋର ହେଲା ପୋଡା ଅଙ୍ଗାର
ସେ ଅଙ୍ଗାରୁ ମିଳେ ଆଜି ସ୍ମୃତି ଆମର
ଭାବନାର ବସା ବାନ୍ଧିଥିଲି ମନେ
ପାଇବାର ଆଶା ରଖିଥିଲି ମନେ
ରହିଗଲା ସବୁ ସ୍ୱପ୍ନ ଅଧୁରା ହୋଇ
ସାଜିଥିଲି ତୋ ସୁନା କଣ୍ଢେଇ
ଗଲୁ କାଇଁ ମୋତେ ଭଣ୍ଡେଇ
ସାଜିଥିଲି ତୋ ସୁନା କଣ୍ଢେଇ
ଗଲୁ କାଇଁ ମୋତେ ଭଣ୍ଡେଇ

°•. Third Line .•°

କଉ ରାଜା ଝିଅ ତୋତେ କରିଲା ଗୁଣି
ଚାଲିଗଲୁ ମୋ ଜୀବନୁ ତୁ ଜାଣି ଜାଣି
କଉ ରାଜା ଝିଅ ତୋତେ କରିଲା ଗୁଣି
ଚାଲିଗଲୁ ମୋ ଜୀବନୁ ତୁ ଜାଣି ଜାଣି
ନିରିହ ହୃଦୟ ଦେଖି କରିଲୁ ପ୍ରୀତି
କାନ୍ଦିବାକୁ ଦେଇଗଲୁ ଅନେକ ସ୍ମୃତି
ପ୍ରେମ ବଦଳରେ କଲି ଘୃଣା ଖାଲି
ଖୁସି ବଦଳରେ ଦେଲୁ ଲୁହ ଖାଲି
ଆଜିବି ଖୋଜୁଚି ତୋତେ ବିକଳ ହେଇ
ସାଜିଥିଲି ତୋ ସୁନା କଣ୍ଢେଇ
ଗଲୁ କାଇଁ ମୋତେ ଭଣ୍ଡେଇ
ସାଜିଥିଲି ତୋ ସୁନା କଣ୍ଢେଇ
ଗଲୁ କାଇଁ ମୋତେ ଭଣ୍ଡେଇ

°•. End .•°

Posted By – OdiaLyrics.Com™

Read »  Marijibi Dhana Tori Bina Female

ଆପଣ ଖୋଜୁଥିବା ଲିରିକ୍ସ୍ ଏହି Website ରେ କିମ୍ବା ଅନ୍ୟ କୌଣସି Website ରେ ଯଦି ମିଳୁ ନାହିଁ । ତେବେ ଦୟାକରି ଆମକୁ - Email Comment କିମ୍ବା Request Lyrics ମାଧ୍ୟମରେ ଜଣାନ୍ତୁ । ଆମ ଟିମ୍ ଯଥାଶୀଘ୍ର ଆପଣ କହିଥିବା ଗୀତ ର ଲିରିକ୍ସ୍ ଆପଣଙ୍କୁ ଯୋଗାଇ ଦବାକୁ ଚେଷ୍ଟା କରିବ |

🙏ଧନ୍ୟବାଦ୍🙏

Leave a Comment