Song » Re Nanda Lala •
Singer » Mita •
Singer » Gita •
Music » Sapan Kumar Panda •
Lyrics » Sapan Kumar Panda •
Re Nanda Lala Lyrics In Odia
°•. First Line .•°
ରେ ନନ୍ଦଲାଲା…ରେ ନନ୍ଦଲାଲା
ରେ ନନ୍ଦଲାଲା…ରେ ନନ୍ଦଲାଲା
ଗୋପାଳ ତୋ ନାମ କିଏ ସେ ଦେଲା
ଗୋପାଳ ତୋ ନାମ କିଏ ସେ ଦେଲା
ରେ ନନ୍ଦଲାଲା…ରେ ନନ୍ଦଲାଲା
ରେ ନନ୍ଦଲାଲା…ରେ ନନ୍ଦଲାଲା
ମାଟି ଖାଉଁ ଖାଉଁ କରିଲୁ ତୁ ଆଁ
ପାଟିରେ ବ୍ରହ୍ମାଣ୍ଡ ଦେଖିଥିଲେ ମାଁ
ହୋଇ ତୁ ଏଡିକି ବକଟେ ପିଲା
ରେ ନନ୍ଦଲାଲା…ରେ ନନ୍ଦଲାଲା
ରେ ନନ୍ଦଲାଲା…ରେ ନନ୍ଦଲାଲା
°•. Second Line .•°
ପିଲାବେଳେ ମାରିଥିଲୁ ପୁତନା
ସକଟାସୁର କୁ କରିଲୁ ଚୁନା
ବଦ୍ଧ କରିଥିଲୁ ତୁ ବକାସୁର
ଭୟରେ ଥରିଲା ମଥୁରା ପୁର
ପିଲାବେଳେ ମାରିଥିଲୁ ପୁତନା
ସକଟାସୁର କୁ କରିଲୁ ଚୁନା
ବଦ୍ଧ କରିଥିଲୁ ତୁ ବକାସୁର
ଭୟରେ ଥରିଲା ମଥୁରା ପୁର
ହୋଇ ତୁ ଏଡିକି ବକଟେ ପିଲା
ରେ ନନ୍ଦଲାଲା…ରେ ନନ୍ଦଲାଲା
ରେ ନନ୍ଦଲାଲା…ରେ ନନ୍ଦଲାଲା
°•. Third Line .•°
ବାଲ୍ୟ କାଳେ ତୁ ରେ ଗୋପିଙ୍କ ମେଳେ
ବାସ କରିଥିଲୁ କଦମ୍ବ ମୂଳେ
ମଥୁରା ନରେଶ ମାମୁଁ ତୋ କଂସ
ମଞ୍ଚରୁ ଖସାଇ କଲୁ ବିନାସ
ବାଲ୍ୟ କାଳେ ତୋରି ଗୋପିଙ୍କ ମେଳେ
ବାସ କରିଥିଲୁ କଦମ୍ବ ମୂଳେ
ମଥୁରା ନରେଶ ମାମୁଁ ତୋ କଂସ
ମଞ୍ଚରୁ ଖସାଇ କଲୁ ବିନାସ
ହୋଇ ତୁ ଏଡିକି ବକଟେ ପିଲା
ରେ ନନ୍ଦଲାଲା…ରେ ନନ୍ଦଲାଲା
ରେ ନନ୍ଦଲାଲା…ରେ ନନ୍ଦଲାଲା
ଗୋପାଳ ତୋ ନାମ କିଏ ସେ ଦେଲା
ଗୋପାଳ ତୋ ନାମ କିଏ ସେ ଦେଲା
ରେ ନନ୍ଦଲାଲା…ରେ ନନ୍ଦଲାଲା
ରେ ନନ୍ଦଲାଲା…ରେ ନନ୍ଦଲାଲା
ମାଟି ଖାଉଁ ଖାଉଁ କରିଲୁ ତୁ ଆଁ
ପାଟିରେ ବ୍ରହ୍ମାଣ୍ଡ ଦେଖିଥିଲେ ମାଁ
ହୋଇ ତୁ ଏଡିକି ବକଟେ ପିଲା
ରେ ନନ୍ଦଲାଲା…ରେ ନନ୍ଦଲାଲା
ରେ ନନ୍ଦଲାଲା…ରେ ନନ୍ଦଲାଲା
ରେ ନନ୍ଦଲାଲା…ରେ ନନ୍ଦଲାଲା
ରେ ନନ୍ଦଲାଲା…ରେ ନନ୍ଦଲାଲା
°•. End .•°
Posted By – OdiaLyrics.Com™
ଆପଣ ଖୋଜୁଥିବା ଲିରିକ୍ସ୍ ଏହି Website ରେ କିମ୍ବା ଅନ୍ୟ କୌଣସି Website ରେ ଯଦି ମିଳୁ ନାହିଁ । ତେବେ ଦୟାକରି ଆମକୁ - Email Comment କିମ୍ବା Request Lyrics ମାଧ୍ୟମରେ ଜଣାନ୍ତୁ । ଆମ ଟିମ୍ ଯଥାଶୀଘ୍ର ଆପଣ କହିଥିବା ଗୀତ ର ଲିରିକ୍ସ୍ ଆପଣଙ୍କୁ ଯୋଗାଇ ଦବାକୁ ଚେଷ୍ଟା କରିବ |
🙏ଧନ୍ୟବାଦ୍🙏