Song » Prema Sahitya •
Singer » Udit Narayan •
Singer » Jyotirmayee Nayak •
Music » Japani Bhai •
Lyrics » Tapu Nayak •
Prema Sahitya Lyrics In Odia
°•. First Line .•°
ପୁ – ଧିରେ ଧିରେ ଆସି ତୁ ମୋ ମନ ଚୋରେଇ
ଆଲୋ ଧିରେ ଧିରେ ନେଲୁ ତୁ ମୋ ନିଦ ଉଡେଇ
ମୋ ପ୍ରେମ ସାହିତ୍ୟ ର ଉକ୍ତ ପଦ୍ୟାଂଶ ହେଇ
ମୋ ପ୍ରେମ ସାହିତ୍ୟ ର ଉକ୍ତ ପଦ୍ୟାଂଶ ହେଇ
ଝି – ଧିରେ ଧିରେ ଧିରେ ନେଲୁ ମୋତେ ମୋଠୁ ଦୁରେଇ
ଧିରେ ଧିରେ ଧିରେ ଗଲି ମୁଁ ତୋର ହେଇ
ମୋ ପ୍ରେମ ସାହିତ୍ୟ ର ଉକ୍ତ ପଦ୍ୟାଂଶ ହେଇ
ମୋ ପ୍ରେମ ସାହିତ୍ୟ ର ଉକ୍ତ ପଦ୍ୟାଂଶ ହେଇ
°•. Second Line .•°
ପୁ – ସରଳିଆ ସରଳାର୍ଥ ତୁ ବ୍ୟାକରଣ
ବୁଝିଗଲି ଯଉଦିନ ମାନିନେଲା ଏଇ ମନ
ତୋତେ ଲୋ ତୋତେ ଲୋ ତୋତେ ଲୋ ମୋ ଜୀବନ
ଝି – ଅବୁଝା ତୁ ମାନସାଙ୍କ ତୁ କପାଦ୍ୟ
କଷିଦେଲି ଯଉଦିନ ବହିଗଲା ସବୁ ମନ
ତୋତେ ରେ ତୋରେ ରେ ତୋତେ ରେ ଦେଲି ଅଭିନନ୍ଦନ
ପୁ – ଥିରି ଥିରି କାନେ ଦେଲୁ ଆଲୋ ସେ କଥା କହି
ଶିରି ଶିରି ହେଇଗଲା ମୋ ଦେହ ଶିତେଇ
ମୋ ପ୍ରେମ ସାହିତ୍ୟ ର ଉକ୍ତ ପଦ୍ୟାଂଶ ହେଇ
ମୋ ପ୍ରେମ ସାହିତ୍ୟ ର ଉକ୍ତ ପଦ୍ୟାଂଶ ହେଇ
°•. Third Line .•°
ଝି – ଗଣିତ ତୁ ଜ୍ୟାମିତି ତୁ ତୁ ପରିଣିତି
ହେଇଗଲୁ ଯେବେ ସାଥି କରିଦେଲୁ ସବୁ ଇତି
ହେଇଯିବି ହେଇଯିବି ମୁଁ ତୋର ନିହାନ୍ତି
ପୁ – ସହଯିଆ ରଚନା ତୁ ନାହିଁ ତୋ କଳ୍ପନା
ଶବଦ ପାଉନି ଖୋଜି ନିରବ ହେଇଚି ଆଜି
ନାହିଁ ଲୋ ନାହିଁ ଲୋ ନାହିଁ ଲୋ ତୋ ବର୍ଣ୍ଣନା
ଝି – ସାରା ସାଆଣି ର ସାର ଦେଲୁ ସ୍ୱପ୍ନ ବିଛେଇ
ଆରେ ଗାରା ମାରା ଗାରା ମାରା ଦେଲୁ ଯେବେ ଗାରେଇ
ମୋ ପ୍ରେମ ସାହିତ୍ୟ ର ଉକ୍ତ ପଦ୍ୟାଂଶ ହେଇ
ମୋ ପ୍ରେମ ସାହିତ୍ୟ ର ଉକ୍ତ ପଦ୍ୟାଂଶ ହେଇ
°•. End .•°
Posted By – OdiaLyrics.Com™
ଆପଣ ଖୋଜୁଥିବା ଲିରିକ୍ସ୍ ଏହି Website ରେ କିମ୍ବା ଅନ୍ୟ କୌଣସି Website ରେ ଯଦି ମିଳୁ ନାହିଁ । ତେବେ ଦୟାକରି ଆମକୁ - Email Comment କିମ୍ବା Request Lyrics ମାଧ୍ୟମରେ ଜଣାନ୍ତୁ । ଆମ ଟିମ୍ ଯଥାଶୀଘ୍ର ଆପଣ କହିଥିବା ଗୀତ ର ଲିରିକ୍ସ୍ ଆପଣଙ୍କୁ ଯୋଗାଇ ଦବାକୁ ଚେଷ୍ଟା କରିବ |
🙏ଧନ୍ୟବାଦ୍🙏