Generic selectors
Exact matches only
Search in title
Search in content
Post Type Selectors

Odia Asmita

Song » Odia Asmita •
Singer » Humane Sagar •
Singer » Ira Mohanty •
Music » Malaya Mishra •
Lyrics » Subash Mishra •

Odia Asmita Lyrics In Odia

°•. First Line .•°

ପୁ – ତୁ ଓଡିଆଣୀ ଝିଅ ମୁଁ ଓଡିଆ ପୁଅ
ମୁଁ ରାମ ହେଲେ ତୁ ହବୁ ସୀତା
ଦେ କଥା ଦେ କଥା ଦେ କଥା
ମଲା ଯାଏ ଆମେ ଛାଡିବାନି ଆମ
ଭଲ ପାଇବାରେ ଓଡିଆ ଅସ୍ମିତା
ମଲା ଯାଏ ଆମେ ଛାଡିବାନି ଆମ
ଭଲ ପାଇବାରେ ଓଡିଆ ଅସ୍ମିତା
ଝି – ତୁ ଓଡିଆ ପୁଅ ମୁଁ ଓଡିଆଣୀ ଝିଅ
ତୁ ଭାଗବତ ମୁଁ ହେବି ଗୀତା
ଦେ କଥା ଦେ କଥା ଦେ କଥା
ମଲା ଯାଏ ଆମେ ଛାଡିବାନି ଆମ
ଭଲ ପାଇବାରେ ଓଡିଆ ଅସ୍ମିତା
ମଲା ଯାଏ ଆମେ ଛାଡିବାନି ଆମ
ଭଲ ପାଇବାରେ ଓଡିଆ ଅସ୍ମିତା

°•. Second Line .•°

ପୁ – ପଖାଳ ସାଙ୍ଗକୁ ଶାଗ ବଡିଚୁରା
ଖାଇବି ନିତି ତୋ ହାତ ପରସା
ପଖାଳ ସାଙ୍ଗକୁ ଶାଗ ବଡିଚୁରା
ଖାଇବି ନିତି ତୋ ହାତ ପରସା
ଝି – ବାର ମାସେ ତେର ପରବ ପାଳିବି
ତୋ ପାଇଁକି ଧନ କରିବ ଓଷା
ପୁ – ତୁ ଗାଁ ର ଝିଅ ମୁଁ ଗାଁ ର ପୁଅ
ତୁ ଝୋଟି ହେଲେ ମୁଁ ହେବି ଚିତା
ଦେ କଥା ଦେ କଥା ଦେ କଥା
ମଲା ଯାଏ ଆମେ ଛାଡିବାନି ଆମ
ଭଲ ପାଇବାରେ ଓଡିଆ ଅସ୍ମିତା
ଝି – ମଲା ଯାଏ ଆମେ ଛାଡିବାନି ଆମ
ଭଲ ପାଇବାରେ ଓଡିଆ ଅସ୍ମିତା

°•. Third Line .•°

ଝି – ଯେତିକି ମିଳିବ ଯାହାବି ମିଳିବ
ସେଇଥିରେ ଆମେ ରହିବା ଖୁସି
ଯେତିକି ମିଳିବ ଯାହାବି ମିଳିବ
ସେଇଥିରେ ଆମେ ରହିବା ଖୁସି
ପୁ – ତୁ ଥିବୁ ମୋ ପାଖେ ମୁଁ ଥିବି ତୋ ପାଖେ
ସୁଖରେ ଦୁଃଖରେ ରହିବା ମିଶି
ଝି – ତୁ ସରଳ ପୁଅ ମୁଁ ସରଳିଆ ଝିଅ
ତୁ ଦୀପ ହେଲେ ମୁଁ ହେବି ସଳିତା
ଦେ କଥା ଦେ କଥା ଦେ କଥା
ମଲା ଯାଏ ଆମେ ଛାଡିବାନି ଆମ
ଭଲ ପାଇବାରେ ଓଡିଆ ଅସ୍ମିତା
ପୁ – ମଲା ଯାଏ ଆମେ ଛାଡିବାନି ଆମ
ଭଲ ପାଇବାରେ ଓଡିଆ ଅସ୍ମିତା
ଝି – ମଲା ଯାଏ ଆମେ ଛାଡିବାନି ଆମ
ଭଲ ପାଇବାରେ ଓଡିଆ ଅସ୍ମିତା
ପୁ – ମଲା ଯାଏ ଆମେ ଛାଡିବାନି ଆମ
ଭଲ ପାଇବାରେ ଓଡିଆ ଅସ୍ମିତା

Read »  Tate Miss Karuchhen Barambar

°•. End .•°

Posted By – OdiaLyrics.Com™

ଆପଣ ଖୋଜୁଥିବା ଲିରିକ୍ସ୍ ଏହି Website ରେ କିମ୍ବା ଅନ୍ୟ କୌଣସି Website ରେ ଯଦି ମିଳୁ ନାହିଁ । ତେବେ ଦୟାକରି ଆମକୁ - Email Comment କିମ୍ବା Request Lyrics ମାଧ୍ୟମରେ ଜଣାନ୍ତୁ । ଆମ ଟିମ୍ ଯଥାଶୀଘ୍ର ଆପଣ କହିଥିବା ଗୀତ ର ଲିରିକ୍ସ୍ ଆପଣଙ୍କୁ ଯୋଗାଇ ଦବାକୁ ଚେଷ୍ଟା କରିବ |

🙏ଧନ୍ୟବାଦ୍🙏

Leave a Comment