Song » Nali Tamato •
Singer » Dipu •
Music » Sapan Kumar Panda •
Lyrics » Sapan Kumar Panda •
Nali Tamato Lyrics In Odia
°•. First Line .•°
ହାତରେ ଧରି ବୁଲୁଚି ମୁଁ ଗାନ୍ଧି ନୋଟ
ହଁ ଗାନ୍ଧି ନୋଟ
କାହିଁକି ପ୍ରିୟେ ହଉଚୁ ଲୋ ଏତେ ଅଝଟ
ହଁ ଏତେ ଅଝଟ
ହାତରେ ଧରି ବୁଲୁଚି ମୁଁ ଗାନ୍ଧି ନୋଟ
ହଁ ଗାନ୍ଧି ନୋଟ
କାହିଁକି ପ୍ରିୟେ ହଉଚୁ ତୁ ଏତେ ଅଝଟ
ହଁ ଏତେ ଅଝଟ
ରାଗ୍’ନା ଲୋ ଗୋରୀ ହେଇ ଯାଉଚି ଡେରି
ରାଗ୍’ନା ଲୋ ଗୋରୀ ହେଇ ଯାଉଚି ଡେରି
ଆ ବୁଲି ଯିବା ତୁମ ଗାଁ ହାଟ
ନାଲି ଟୋମାଟ ମୋ ନାଲି ଟୋମାଟ
ଆ ବୁଲି ଯିବା ତୁମ ଗାଁ ହାଟ
ଏ ନାଲି ଟୋମାଟ ମୋ ନାଲି ଟୋମାଟ
ଆ ବୁଲି ଯିବା ତୁମ ଗାଁ ହାଟ
°•. Second Line .•°
ହାଟରୁ କିଣିକି ଦେବି ରଙ୍ଗ ବେରଙ୍ଗ ଶାଢି
ହାତକୁ ତୋ ଆଣିଦେବି ହଁ ନାଲିଆ ଚୁଡି
ସାଇତି ରଖିଚି ମୋର ସେଇ ପୁରୁଣା ଗାଡି
ଭଲରେ ବସିବୁ ଧନ ତୁ ମୋତେ ଲୋ ଭିଡି
ହାଟରୁ କିଣିକି ଦେବି ରଙ୍ଗ ବେରଙ୍ଗ ଶାଢି
ହାତକୁ ତୋ ଆଣିଦେବି ମୁଁ ନାଲିଆ ଚୁଡି
ସାଇତି ରଖିଚି ମୋର ସେ ପୁରୁଣା ଗାଡି
ଭଲରେ ବସିବୁ ଧନ ତୁ ମୋତେ ଲୋ ଭିଡି
ରାଗ୍’ନା ଲୋ ଗୋରୀ ହେଇ ଯାଉଚି ଡେରି
ରାଗ୍’ନା ଲୋ ଗୋରୀ ହେଇ ଯାଉଚି ଡେରି
ଆ ବୁଲି ଯିବା ତୁମ ଗାଁ ହାଟ
ନାଲି ଟୋମାଟ ମୋ ନାଲି ଟୋମାଟ
ଆ ବୁଲି ଯିବା ତୁମ ଗାଁ ହାଟ
ଏ ନାଲି ଟୋମାଟ ମୋ ନାଲି ଟୋମାଟ
ଆ ବୁଲି ଯିବା ତୁମ ଗାଁ ହାଟ
°•. Third Line .•°
ହାଟରୁ ମୁଁ କିଣିଦେବି ତୋତେ ରିବନ ଫିତା
ପଦିଏ କହ ଲୋ ଧନ ତୁ ହସିକି କଥା
ହାଟରୁ ଖୋଇବି ତୋତେ ମୁଁ ଛେନା ପୋଡ
ଆଣିବା ଇଲିସି ମାଛ ହଁ ସବୁଠୁ ବଡ
ହାଟରୁ ମୁଁ କିଣିଦେବି ତୋତେ ରିବନ ଫିତା
ପଦିଏ କହ ଲୋ ଧନ ତୁ ହସିକି କଥା
ହାଟରୁ ଖୋଇବି ତୋତେ ମୁଁ ଛେନା ପୋଡ
ଆଣିବା ଇଲିସି ମାଛ ହଁ ସବୁଠୁ ବଡ
ରାଗ୍’ନା ଲୋ ଗୋରୀ ହେଇ ଯାଉଚି ଡେରି
ରାଗ୍’ନା ଲୋ ଗୋରୀ ହେଇ ଯାଉଚି ଡେରି
ଆ ବୁଲି ଯିବା ତୁମ ଗାଁ ହାଟ
ନାଲି ଟୋମାଟ ମୋ ନାଲି ଟୋମାଟ
ଆ ବୁଲି ଯିବା ତୁମ ଗାଁ ହାଟ
ଏ ନାଲି ଟୋମାଟ ମୋ ନାଲି ଟୋମାଟ
ଆ ବୁଲି ଯିବା ତୁମ ଗାଁ ହାଟ
ଆ ବୁଲି ଯିବା ତୁମ ଗାଁ ହାଟ
ଆ ବୁଲି ଯିବା ତୁମ ଗାଁ ହାଟ
ଆ ବୁଲି ଯିବା ତୁମ ଗାଁ ହାଟ
°•. End .•°
Posted By – OdiaLyrics.Com™
ଆପଣ ଖୋଜୁଥିବା ଲିରିକ୍ସ୍ ଏହି Website ରେ କିମ୍ବା ଅନ୍ୟ କୌଣସି Website ରେ ଯଦି ମିଳୁ ନାହିଁ । ତେବେ ଦୟାକରି ଆମକୁ - Email Comment କିମ୍ବା Request Lyrics ମାଧ୍ୟମରେ ଜଣାନ୍ତୁ । ଆମ ଟିମ୍ ଯଥାଶୀଘ୍ର ଆପଣ କହିଥିବା ଗୀତ ର ଲିରିକ୍ସ୍ ଆପଣଙ୍କୁ ଯୋଗାଇ ଦବାକୁ ଚେଷ୍ଟା କରିବ |
🙏ଧନ୍ୟବାଦ୍🙏