Song » Mu Marijibi Shantire •
Singer » Humane Sagar •
Music » Manas Kumar •
Lyrics » Sunil Maharana •
Mu Marijibi Shantire Lyrics In Odia
°•. First Line .•°
କେତେ ଆଉ ଲୁହ ଦବୁ ଏଇ ମୋ ଆଖିରେ
କେତେ ଘୃଣା ଅଛି କହ ମୋ ପାଇଁ ତୋ ଛାତିରେ
କେତେ ଆଉ ଲୁହ ଦବୁ ଏଇ ମୋ ଆଖିରେ
କେତେ ଘୃଣା ଅଛି କହ ମୋ ପାଇଁ ତୋ ଛାତିରେ
ଥରେ ଖାଲି କହିଦେ ରେ ଭଲପାଉ ମୋତେ ତୁ ରେ
ଥରେ ଖାଲି କହିଦେ ରେ ଭଲପାଉ ମୋତେ ରେ
ମୁଁ ମରିଯିବି ମରିଯିବି ମରିଯିବି ଶାନ୍ତିରେ
ମୁଁ ମରିଯିବି ମରିଯିବି ମରିଯିବି ଶାନ୍ତିରେ
°•. Second Line .•°
ମାରିବାକୁ ମୋତେ ଆଉ ଚାହୁଁଚୁ କାହିଁକି ରେ
ତୋ ପ୍ରେମରେ କେବେଠାରୁ ମରି ମୁଁ ସାରିଚି ରେ
ମାରିବାକୁ ମୋତେ ଆଉ ଚାହୁଁଚୁ କାହିଁକି ରେ
ତୋ ପ୍ରେମରେ କେବେଠାରୁ ମରି ମୁଁ ସାରିଚି ରେ
କଉ ବାଜି ମୋ ଠାରୁ ତୁ ଜିତିବାକୁ ଅଛି ରେ
ତୋ ପାଖରେ ଶହେ ଥର ହାରି ମୁଁ ସାରିଚି ରେ
ଥରେ ଖାଲି ରଖିଦେ ରେ ମୋତେ ତୋ ଛାତି ଭିତରେ
ଥରେ ଖାଲି ରଖିଦେ ରେ ମୋତେ ତୋ ଛାତିରେ
ମୁଁ ମରିଯିବି ମରିଯିବି ମରିଯିବି ଶାନ୍ତିରେ
ମୁଁ ମରିଯିବି ମରିଯିବି ମରିଯିବି ଶାନ୍ତିରେ
°•. Third Line .•°
ତୋତେ ଭଲ ପାଇବାରେ କରିନି ଟିକେ ଊଣା
କହ କାଇଁ ମୋ ପାଇଁ ତୋ ମନେ ଏତେ ଘୃଣା
ତୋତେ ଭଲ ପାଇବାରେ କରିନି ଟିକେ ଊଣା
କହ କାଇଁ ମୋ ପାଇଁ ତୋ ମନେ ଏତେ ଘୃଣା
ଆଜି ସିନା ହେଇଗଲୁ ଏତେ ତୁ ନିର୍ଦୟ
ଖୋଜିବରେ ମୋତେ ଦିନେ ତୋର ଏ ହୃଦୟ
ଥରେ ଖାଲି ମାଗିଦେ ରେ ଦେବି ଏ ଜୀବନ ତୋତେ ରେ
ଥରେ ଖାଲି ମାଗିଦେ ରେ ଦେବି ଏ ଜୀବନ ରେ
ମୁଁ ମରିଯିବି ମରିଯିବି ମରିଯିବି ଶାନ୍ତିରେ
ମୁଁ ମରିଯିବି ମରିଯିବି ମରିଯିବି ଶାନ୍ତିରେ
ମୁଁ ମରିଯିବି ମରିଯିବି ମରିଯିବି ଶାନ୍ତିରେ
ମୁଁ ମରିଯିବି ମରିଯିବି ମରିଯିବି ଶାନ୍ତିରେ
°•. End .•°
Posted By – OdiaLyrics.Com™
ଆପଣ ଖୋଜୁଥିବା ଲିରିକ୍ସ୍ ଏହି Website ରେ କିମ୍ବା ଅନ୍ୟ କୌଣସି Website ରେ ଯଦି ମିଳୁ ନାହିଁ । ତେବେ ଦୟାକରି ଆମକୁ - Email Comment କିମ୍ବା Request Lyrics ମାଧ୍ୟମରେ ଜଣାନ୍ତୁ । ଆମ ଟିମ୍ ଯଥାଶୀଘ୍ର ଆପଣ କହିଥିବା ଗୀତ ର ଲିରିକ୍ସ୍ ଆପଣଙ୍କୁ ଯୋଗାଇ ଦବାକୁ ଚେଷ୍ଟା କରିବ |
🙏ଧନ୍ୟବାଦ୍🙏