Song » Mu Jahaku Pauchi Bhala •
Singer » S Jitu •
Singer » Soujannya Rath •
Music » JN Padma •
Lyrics » Nilu Babu •
Mu Jahaku Pauchi Bhala Lyrics In Odia
°•. First Line .•°
ପୁ – ତୋତେ କିଏ ଗଢିଦେଲା ରେ
ମନ ଭିଡି ନେଇଗଲୁ ରେ
ଝି – ତୁ ଗୋଟେ ସୁନା ପିଲା ରେ
କାଇଁ ଚଗଲା ତୁ ହେଲୁରେ
ପୁ – କହିବି କି କହିବିନି ଲାଗୁଚି ଡର
ମୁଁ ଯାହାକୁ ପାଉଚି ଭଲ ତୁ ସେଇ ଝିଅ
ଝି – ମୁଁ ଯାହାକୁ ପାଉଚି ଭଲ ତୁ ସେଇ ପୁଅ
ଆରେ ତୁ ସେଇ ପୁଅ
°•. Second Line .•°
ପୁ – ଭଲ ଲାଗେ କଥା ତୋର
ଚାଲିଚଳି ବି ତୋର
ମନେ ମନେ ଭାବିଚି ମୁଁ
ତୋତେ କରିବି ନିଜର
ଝି – ଫୁଟାଣିଆ ରାମା ମୋର
ମୋ ପାଖରେ ମନ ତୋର
ଅସୁବିଧା ନାହିଁ କିଛି
ତୁ ହେଇଗଲେ ମୋର
ପୁ – ମାନିବୁ କି ମାନିବୁନି ମୋତେ ତୁ କହ
ମୁଁ ଯାହାକୁ ପାଉଚି ଭଲ ତୁ ସେଇ ଝିଅ
ଝି – ମୁଁ ଯାହାକୁ ପାଉଚି ଭଲ ତୁ ସେଇ ପୁଅ
ପୁ – ନେଲା ନେଲା ନେଲା ଟୋକା
ଦିଲ୍ ଟା ତୋର ନେଲାରେ
ନେଲା ନେଲା ନେଲା ଟୋକା
ଝି – ନେଲା ନେଲା ନେଲା ଟୋକା
ଦିଲ୍ ଟା ମୋର ନେଲାରେ
ନେଲା ନେଲା ନେଲା ଟୋକା
ଦିଲ୍ ଟା ମୋର ନେଲାରେ
°•. Third Line .•°
ଝି – ଗପିଲେ ତୁ କାହା ସାଥେ
ବାଧୁଚି କାହିଁକି ମୋତେ
ଚୋରି କରି ନେଇଗଲୁ କି
ମୋ ଠାରୁ ତୁ ମୋତେ
ପୁ – ମୁଁ ରାଜା ତୁ ମୋ ରାଣୀ
ତୁ ବୋଧେ ପାରିଲୁ ଜାଣି
ସାଜିବୁ ତୁ ମୋ ଘରଣୀ
ମଥାରେ ଓଢଣା ଟାଣି
ଝି – କେବେ ନବୁ ତୋ ଘରକୁ ମୋତେ ତୁ କହ
ମୁଁ ଯାହାକୁ ପାଉଚି ଭଲ ତୁ ସେଇ ପୁଅ
ପୁ – ମୁଁ ଯାହାକୁ ପାଉଚି ଭଲ ତୁ ସେଇ ଝିଅ
ଝି – ମୁଁ ଯାହାକୁ ପାଉଚି ଭଲ ତୁ ସେଇ ପୁଅ
°•. End .•°
Posted By – OdiaLyrics.Com™
ଆପଣ ଖୋଜୁଥିବା ଲିରିକ୍ସ୍ ଏହି Website ରେ କିମ୍ବା ଅନ୍ୟ କୌଣସି Website ରେ ଯଦି ମିଳୁ ନାହିଁ । ତେବେ ଦୟାକରି ଆମକୁ - Email Comment କିମ୍ବା Request Lyrics ମାଧ୍ୟମରେ ଜଣାନ୍ତୁ । ଆମ ଟିମ୍ ଯଥାଶୀଘ୍ର ଆପଣ କହିଥିବା ଗୀତ ର ଲିରିକ୍ସ୍ ଆପଣଙ୍କୁ ଯୋଗାଇ ଦବାକୁ ଚେଷ୍ଟା କରିବ |
🙏ଧନ୍ୟବାଦ୍🙏