Generic selectors
Exact matches only
Search in title
Search in content
Post Type Selectors

Mote Jhuri Jhuri Pasteibu

Song » Mote Jhuri Jhuri Pasteibu •
Singer » Humane Sagar •
Music » Ganapati •
Lyrics » Sushree •

Mote Jhuri Jhuri Pasteibu Lyrics In Odia

°•. First Line .•°

କେତେ ଦିନ ଆଉ କେତେ ଦିନ
ତୁ ମୋତେ ଜଳେଇବୁ
କେତେ ଦିନ ଆଉ କେତେ ଦିନ
ତୁ ମୋତେ କନ୍ଦେଇବୁ
କେତେ ଦିନ ଆଉ କେତେ ଦିନ
ତୁ ମୋତେ ଜଳେଇବୁ
କେତେ ଦିନ ଆଉ କେତେ ଦିନ
ତୁ ମୋତେ କନ୍ଦେଇବୁ
ଆଜି ଯେମିତି ମୁଁ ଜଳୁଚି
ଆଜି ଯେମିତି ମୁଁ କାନ୍ଦୁଚି
ଦିନ ଆସିବ ଲୋ ତୁ କାନ୍ଦିବୁ
ମୋତେ ଝୁରି ଝୁରି ପସ୍ତେଇବୁ
ମୋତେ ଝୁରି ଝୁରି ପସ୍ତେଇବୁ
ମୋତେ ଝୁରି ଝୁରି ପସ୍ତେଇବୁ
ମୋତେ ଝୁରି ଝୁରି ପସ୍ତେଇବୁ

°•. Second Line .•°

ବର୍ଣ୍ଣବୋଧ ପରି ପଢି ପଢି ଗଲି
ଚିହ୍ନିଁ ପାରିଲିନି ତୋତେ
କଲବଲ କରି ମାରୁଚୁ ଏମିତି
ଦୁଃଖ ମୁଁ ସହିବି କେତେ
ଲୁହା ଠୁ ବି ଆଜି ଲୁହ ହେଲା ଭାରି
କନ୍ଦା ନାହିଁ ଆଉ ମୋତେ
ସବୁ ଖୁସି ଲୁଟିକରି ଆଜି
ଲୋକ ହସା କଲୁ କେତେ
ପ୍ରତି ମୁହୁର୍ତ୍ତରେ ପ୍ରତି ମୁହୁର୍ତ୍ତରେ
ପ୍ରତି ମୁହୁର୍ତ୍ତରେ ପ୍ରତି ମୁହୁର୍ତ୍ତରେ
ତୁ ମୋତେ ଖୋଜିବୁ…
ମୋତେ ଝୁରି ଝୁରି ପସ୍ତେଇବୁ
ମୋତେ ଝୁରି ଝୁରି ପସ୍ତେଇବୁ
ମୋତେ ଝୁରି ଝୁରି ପସ୍ତେଇବୁ
ମୋତେ ଝୁରି ଝୁରି ପସ୍ତେଇବୁ

°•. Third Line .•°

ପ୍ରେମକୁ ତୁ ମୋର କଲୁ କିଣା ବିକା
ଭାବି ନେଲୁ ମୋତେ ବୋକା
ଚିହ୍ନିଁବାରେ ତୋତେ ଭୁଲ୍ ହେଇଗଲା
ଆଖି ମୋ ଖାଇଲା ଧୋକା
ବନ୍ଧୁ ରୁ ବୋଇରି ସାଜିଲୁ ଏମିତି
ପଛରୁ ମାରିଲୁ ଛୁରୀ
ନିଜେ ଦୋଷ କରି ମୋତେ କଲୁ ଦୋଷି
ଜିଇଁ ଥାଇ ଦେଲୁ ମାରି
ନିତି ଯନ୍ତ୍ରଣାରେ ନିତି ଯନ୍ତ୍ରଣାରେ
ନିତି ଯନ୍ତ୍ରଣାରେ ନିତି ଯନ୍ତ୍ରଣାରେ
ତୁ ନର୍କ ଭୋଗିବୁ…
ମୋତେ ଝୁରି ଝୁରି ପସ୍ତେଇବୁ
ମୋତେ ଝୁରି ଝୁରି ପସ୍ତେଇବୁ
ମୋତେ ଝୁରି ଝୁରି ପସ୍ତେଇବୁ
ମୋତେ ଝୁରି ଝୁରି ପସ୍ତେଇବୁ

°•. End .•°

Posted By – OdiaLyrics.Com™

Read »  Tu Kanduthibu Kain Kain

ଆପଣ ଖୋଜୁଥିବା ଲିରିକ୍ସ୍ ଏହି Website ରେ କିମ୍ବା ଅନ୍ୟ କୌଣସି Website ରେ ଯଦି ମିଳୁ ନାହିଁ । ତେବେ ଦୟାକରି ଆମକୁ - Email Comment କିମ୍ବା Request Lyrics ମାଧ୍ୟମରେ ଜଣାନ୍ତୁ । ଆମ ଟିମ୍ ଯଥାଶୀଘ୍ର ଆପଣ କହିଥିବା ଗୀତ ର ଲିରିକ୍ସ୍ ଆପଣଙ୍କୁ ଯୋଗାଇ ଦବାକୁ ଚେଷ୍ଟା କରିବ |

🙏ଧନ୍ୟବାଦ୍🙏

Leave a Comment