Generic selectors
Exact matches only
Search in title
Search in content
Post Type Selectors

Mo Jibanathu Adhika

Song » Mo Jibanathu Adhika •
Singer » Humane Sagar •
Singer » Pragyan Hota •
Music » Malaya Mishra •
Lyrics » Subash Mishra •

Mo Jibanathu Adhika Lyrics In Odia

°•. First Line .•°

ପୁ – ଯୁଆଡେ ଗଲେ ଯାହାକୁ ଦେଖୁଚି
ତୋରି ପରି ସବୁ ତ ଦିଶୁଚି
ଯୁଆଡେ ଗଲେ ଯାହାକୁ ଦେଖୁଚି
ତୋରି ପରି ସବୁ ତ ଦିଶୁଚି
ଆରେ କାହିଁକି କାହିଁକି ଏମିତି ହଉଚି
ବୋଧେ ମୋ ଜୀବନଠୁ ତୋତେ ମୁଁ
ଅଧିକ ଭଲ ପାଉଚି
ବୋଧେ ମୋ ଜୀବନଠୁ ତୋତେ ମୁଁ
ଅଧିକ ଭଲ ପାଉଚି
ଝି – ଯେବେ ଯେବେ ମୁଁ ଯାହାବି ଭାବୁଚି
ତୋ ଚେହେରା ଆଖିରେ ନାଚୁଚି
ଯେବେ ଯେବେ ମୁଁ ଯାହାବି ଭାବୁଚି
ତୋ ଚେହେରା ଆଖିରେ ନାଚୁଚି
ଆରେ କାହିଁକି କାହିଁକି ଏମିତି ହଉଚି
ବୋଧେ ମୋ ଜୀବନଠୁ ତୋତେ ମୁଁ
ଅଧିକ ଭଲ ପାଉଚି
ବୋଧେ ମୋ ଜୀବନଠୁ ତୋତେ ମୁଁ
ଅଧିକ ଭଲ ପାଉଚି

°•. Second Line .•°

ପୁ – ମନ ମୋର ଛଟପଟ ତୁ ନଥିଲେ
ମୁଁ ଭାରି ସାନ୍ତସିଷ୍ଟ ତୁ ଆସିଲେ
ଝି – ସପନ ମୋ ମିଠା ମିଠା ତୁ ହସିଲେ
ମୋତେ ଲାଗେ ଫିକା ଫିକା ତୁ ରୁଷିଲେ
ପୁ – ମନ ମୋର ଛଟପଟ ତୁ ନଥିଲେ
ମୁଁ ଭାରି ସାନ୍ତସିଷ୍ଟ ତୁ ଆସିଲେ
ଝି – ସପନ ମୋ ମିଠା ମିଠା ତୁ ହସିଲେ
ମୋତେ ଲାଗେ ଫିକା ଫିକା ତୁ ରୁଷିଲେ
ପୁ – ଯାହା ସାଥିରେ ଯାହାବି ଗୋପୁଚି
ତୋରି କଥା କହି ମୁଁ ଦଉଚି
ଆରେ ଯାହା ସାଥିରେ ଯାହାବି ଗୋପୁଚି
ତୋରି କଥା କହି ମୁଁ ଦଉଚି
ଆରେ କାହିଁକି କାହିଁକି ଏମିତି ହଉଚି
ବୋଧେ ମୋ ଜୀବନଠୁ ତୋତେ ମୁଁ
ଅଧିକ ଭଲ ପାଉଚି
ଝି – ବୋଧେ ମୋ ଜୀବନଠୁ ତୋତେ ମୁଁ
ଅଧିକ ଭଲ ପାଉଚି

°•. Third Line .•°

ଝି – ତୋ ପାଇଁ ମହ ମହ ମୋ ହୃଦୟ
ତୋ ବିନା ଲୁହ ଲୁହ ସବୁ ସମୟ
ପି – ତୋ ପାଇଁ ହସ ହସ ଘର ଅଗଣା
ତୋ ବିନା ବିଷ ବିଷ ସବୁ ଠିକଣା
ଝି – ତୋ ପାଇଁ ମହ ମହ ମୋ ହୃଦୟ
ତୋ ବିନା ଲୁହ ଲୁହ ସବୁ ସମୟ
ପି – ତୋ ପାଇଁ ହସ ହସ ଘର ଅଗଣା
ତୋ ବିନା ବିଷ ବିଷ ସବୁ ଠିକଣା
ଝି – ଯଉଠି ଯେବେ ଯାହାକୁ ଡାକୁଚି
ମୋରି ଓଠ ନାଁ ତୋ କହୁଚି
ଯଉଠି ଯେବେ ଯାହାକୁ ଡାକୁଚି
ମୋରି ଓଠ ନାଁ ତୋ କହୁଚି
ଆରେ କାହିଁକି କାହିଁକି ଏମିତି ହଉଚି
ବୋଧେ ମୋ ଜୀବନଠୁ ତୋତେ ମୁଁ
ଅଧିକ ଭଲ ପାଉଚି
ପୁ – ବୋଧେ ମୋ ଜୀବନଠୁ ତୋତେ ମୁଁ
ଅଧିକ ଭଲ ପାଉଚି
ଝି – ବୋଧେ ମୋ ଜୀବନଠୁ ତୋତେ ମୁଁ
ଅଧିକ ଭଲ ପାଉଚି
ପୁ – ବୋଧେ ମୋ ଜୀବନଠୁ ତୋତେ ମୁଁ
ଅଧିକ ଭଲ ପାଉଚି

Read »  Premara Khelare Jitigalu

°•. End .•°

Posted By – OdiaLyrics.Com™

ଆପଣ ଖୋଜୁଥିବା ଲିରିକ୍ସ୍ ଏହି Website ରେ କିମ୍ବା ଅନ୍ୟ କୌଣସି Website ରେ ଯଦି ମିଳୁ ନାହିଁ । ତେବେ ଦୟାକରି ଆମକୁ - Email Comment କିମ୍ବା Request Lyrics ମାଧ୍ୟମରେ ଜଣାନ୍ତୁ । ଆମ ଟିମ୍ ଯଥାଶୀଘ୍ର ଆପଣ କହିଥିବା ଗୀତ ର ଲିରିକ୍ସ୍ ଆପଣଙ୍କୁ ଯୋଗାଇ ଦବାକୁ ଚେଷ୍ଟା କରିବ |

🙏ଧନ୍ୟବାଦ୍🙏

Leave a Comment