Generic selectors
Exact matches only
Search in title
Search in content
Post Type Selectors

Mo Jaga Kalia Re

Song » Mo Jaga Kalia Re •
Singer » Sourav Bharadwaj •
Music » Matruprasad Rath •
Lyrics » Ranjan Nayak •

Mo Jaga Kalia Re Lyrics In Odia

°•. First Line .•°

ଜଗନ୍ନାଥ୍…ଶ୍ରୀ ଜଗନ୍ନାଥ୍
ଲକ୍ଷେଶାଳ ଗ୍ରାମ ବିଞ୍ଚା ବେଦିକୁ ଛାଡି
ରଥାରୁଢ ହେଉଚି ମୋ କଳା ଶ୍ରୀ ହରି
ଲକ୍ଷେଶାଳ ଗ୍ରାମ ବିଞ୍ଚା ବେଦିକୁ ଛାଡି
ରଥାରୁଢ ହେଉଚି ମୋ କଳା ଶ୍ରୀ ହରି
ମେଣ୍ଟିଯିବ ଏ ଆଖିରୁ ଅନେକ ଶୋଷ
ସାରଧା ବାଲିରେ ଦେଖି ଶ୍ରୀ ନନ୍ଦିଘୋଷ
ଜୟ ଜଗନ୍ନାଥ କହି
ଦୁଇ ହାତ ଟେକିଦେଇ
ମନ ପ୍ରାଣ ମିଶିଯାଉ ମାହାଯାତ୍ରାରେ
ମୋ ଜଗା କାଳିଆରେ
ମୋ ଜଗା କାଳିଆରେ
ମୋ ଜଗା କାଳିଆରେ
କାଳିଆରେ
ମୋ ଜଗା କାଳିଆରେ
ମୋ ଜଗା କାଳିଆରେ
ମୋ ଜଗା କାଳିଆରେ
କାଳିଆରେ

°•. Second Line .•°

ବାଲି ଯଉଠି ବିଭୁତି ହୁଏ
ଭାବ ଥିଲେ ଭାତ ହୁଏ ମହା ପ୍ରସାଦ
ପାଣି ଯଉଠି ତଙ୍କ ତରାଣି
ପବନରେ ଭାସିଆସେ ଗୀତ ଗୋବିନ୍ଦ
ଓଡିଆ ଜାତି ଗରବ କରେ
ଆନନ୍ଦରେ କହେ ସେ ମୋ ଇଷ୍ଟ ଦେବତା
ଦାରୁ ହେଲେବି ବୁଝୁଚୁ ଦୁଃଖ
ନକହି ବି ଜାଣିପାରୁ ସକଳ କଥା
ଥରେ ହାତକୁ ବଢେଇ
ମୋତେ ନେ ରେ କୋଳେଇ
ଲୋଡା ନାହିଁ ଆଉ କିଛି ମାୟା ସଂସାରେ
ମୋ ଜଗା କାଳିଆରେ
ମୋ ଜଗା କାଳିଆରେ
ମୋ ଜଗା କାଳିଆରେ
କାଳିଆରେ
ମୋ ଜଗା କାଳିଆରେ
ମୋ ଜଗା କାଳିଆରେ
ମୋ ଜଗା କାଳିଆରେ
କାଳିଆରେ

°•. Third Line .•°

ନିମ ଯଉଠି ପାଲଟେ ବ୍ରହ୍ମ
ଚଉଦ ଭୁବନେ ନାହିଁ ଏମିତି ଧାମ
ଜୁଇ ଜଳଇ ରସ ନିଆଁରେ
ସରଗ ଦୁଆରେ ହୁଏ ଶେଷ କରମ
ନିଶ୍ୱାସ ଯହିଁ ଚନ୍ଦନ ବାସେ
ମାଟିରେ ମହକି ଯାଏ ଭକତି ପ୍ରେମ
ବିଶ୍ୱ ଯଉଠି ଏକାଠି ହୁଏ
ବିଶ୍ୱାସରେ ପୁର୍ଣ୍ଣ ହୁଏ ସକଳ କାମ
ବାହା ବାହାରେ ଠାକୁର
ଖୋଲି ତୋ ଚାରି ଦୁଆର
ଚଉ ବର୍ଗ ଫଳ ଆଣି ଯାଚି ଦଉରେ
ମୋ ଜଗା କାଳିଆରେ
ମୋ ଜଗା କାଳିଆରେ
ମୋ ଜଗା କାଳିଆରେ
କାଳିଆରେ
ମୋ ଜଗା କାଳିଆରେ
ମୋ ଜଗା କାଳିଆରେ
ମୋ ଜଗା କାଳିଆରେ
କାଳିଆରେ

°•. End .•°

Posted By – OdiaLyrics.Com™

Read »  He Puri Bandhu

ଆପଣ ଖୋଜୁଥିବା ଲିରିକ୍ସ୍ ଏହି Website ରେ କିମ୍ବା ଅନ୍ୟ କୌଣସି Website ରେ ଯଦି ମିଳୁ ନାହିଁ । ତେବେ ଦୟାକରି ଆମକୁ - Email Comment କିମ୍ବା Request Lyrics ମାଧ୍ୟମରେ ଜଣାନ୍ତୁ । ଆମ ଟିମ୍ ଯଥାଶୀଘ୍ର ଆପଣ କହିଥିବା ଗୀତ ର ଲିରିକ୍ସ୍ ଆପଣଙ୍କୁ ଯୋଗାଇ ଦବାକୁ ଚେଷ୍ଟା କରିବ |

🙏ଧନ୍ୟବାଦ୍🙏

1 thought on “Mo Jaga Kalia Re”

Leave a Comment