Song » Mo Ghara Bikasha Haba •
Singer » Humane Sagar •
Singer » Antara Chakraborty •
Music » Baidyanath Dash •
Lyrics » Arun Mantri •
Mo Ghara Bikasha Haba Lyrics In Odia
°•. First Line .•°
ପୁ – ସରକାର ଗଢୁ ଯଉ ଦୋଳ ପଛେ
ଆମର କଣ ଗଲା
ସବୁଦିନ ପାଇଁ ତୁ ମୋ ପାଖରେ
ରହିଥିଲେ ଧନ ହେଲା
ସରକାର ଗଢୁ ଯଉ ଦୋଳ ପଛେ
ଆମର କଣ ଗଲା
ସବୁଦିନ ପାଇଁ ତୁ ମୋ ପାଖରେ
ରହିଥିଲେ ଧନ ହେଲା
ଝି – ସବୁଦିନ ପାଖେ ଥିବି ରେ
ଭଲ ମନ୍ଦ ବୁଝୁଥିବି ରେ
ତୋ ଘରେ ଜାଳିବି ବତୀ ରେ
ମିଠା ପାଣି ଦେବି ନିତି ରେ
ପୁ – ପାଞ୍ଚ ବର୍ଷ ନୁହେଁ ବଞ୍ଚିଥିବା ଯାଏ
ତୋ ଶାସନ ଚାଲୁଥିବ
ତୁ ଆସିଲେ ମୋ ଘରକୁ
ମୋ ଘର ବିକାଶ ହବ
ଉନ୍ନତି ପଥରେ ସଂସାର ଗାଡି
ଆଗକୁ ଆଗେଇ ଯିବ
ଝି – ମୁଁ ଗଲେ ରେ ତୋ ଘରକୁ
ତୋ ଘର ବିକାଶ ହବ
ଉନ୍ନତି ପଥରେ ସଂସାର ଗାଡି
ଆଗକୁ ଆଗେଇ ଯିବ
ଉନ୍ନତି ପଥରେ ସଂସାର ଗାଡି
ଆଗକୁ ଆଗେଇ ଯିବ
°•. Second Line .•°
ପୁ – ତୁ ହବୁ ମୋର ହୋମ୍ ମିନିଷ୍ଟର
ମୁଁ ହେବି ତୋର ଜନତା
ଝି – ପ୍ରତିସୃତି ଦେଲେ ପୂରଣ କରିବି
ଦାବି ଯାହା ତୋର ଜାଣିଥା
ପୁ – ତୁ ହବୁ ମୋର ହୋମ୍ ମିନିଷ୍ଟର
ମୁଁ ହେବି ତୋର ଜନତା
ଝି – ପ୍ରତିସୃତି ଦେଲେ ପୂରଣ କରିବି
ଦାବି ଯାହା ତୋର ଜାଣିଥା
ପୁ – ଘରକୁ ମୋ ସ୍ୱର୍ଗ କରିବୁ
ଭାବ ଅଭାବ ତୁ ବୁଝିବୁ
ସମସ୍ତଙ୍କ ସେବା କରିବୁ
କାହା ମନେ କଷ୍ଟ ନଦବୁ
ଝି – ସୁଖରେ ଶାନ୍ତିରେ ରଖିବି ସଭିଙ୍କୁ
ସବୁ ଓଠେ ହସ ଥିବ
ପୁ – ତୁ ଆସିଲେ ମୋ ଘରକୁ
ମୋ ଘର ବିକାଶ ହବ
ଉନ୍ନତି ପଥରେ ସଂସାର ଗାଡି
ଆଗକୁ ଆଗେଇ ଯିବ
ଝି – ମୁଁ ଗଲେ ରେ ତୋ ଘରକୁ
ତୋ ଘର ବିକାଶ ହବ
ଉନ୍ନତି ପଥରେ ସଂସାର ଗାଡି
ଆଗକୁ ଆଗେଇ ଯିବ
ଉନ୍ନତି ପଥରେ ସଂସାର ଗାଡି
ଆଗକୁ ଆଗେଇ ଯିବ
°•. Third Line .•°
ଝି – ତୋ ଘରକୁ ଯିବି ସଭିଙ୍କର ନେବି
ଶିକ୍ଷାର ସ୍ୱାସ୍ଥ୍ୟର ଦାୟିତ୍ୱ
ପୁ – ସେଥିପାଇଁ ପରା ତୋତେ ମୁଁ ବାଛିଚି
ରଖିବୁ ଏ ଘର ମହତ୍ୱ
ଝି – ତୋ ଘରକୁ ଯିବି ସଭିଙ୍କର ନେବି
ଶିକ୍ଷାର ସ୍ୱାସ୍ଥ୍ୟର ଦାୟିତ୍ୱ
ପୁ – ସେଥିପାଇଁ ପରା ତୋତେ ମୁଁ ବାଛିଚି
ରଖିବୁ ଏ ଘର ମହତ
ଝି – ଥିବାଯାଏ ମୋର ଜୀବନ
ପୁରା କରିବି ତୋ ସପନ
ସାନକୁ କରିବି ସେନେହ
ବଡଙ୍କୁ ଦେବି ମୁଁ ସମ୍ମାନ
ପୁ – ଆମ ଗାଁ ରେ ତ ଆମରି ଫ୍ୟାମେଲି
ନମ୍ବର୍ ୱାନ୍ ହବ
ପୁ – ତୁ ଆସିଲେ ମୋ ଘରକୁ
ମୋ ଘର ବିକାଶ ହବ
ଉନ୍ନତି ପଥରେ ସଂସାର ଗାଡି
ଆଗକୁ ଆଗେଇ ଯିବ
ଝି – ମୁଁ ଗଲେ ରେ ତୋ ଘରକୁ
ତୋ ଘର ବିକାଶ ହବ
ଉନ୍ନତି ପଥରେ ସଂସାର ଗାଡି
ଆଗକୁ ଆଗେଇ ଯିବ
ଉନ୍ନତି ପଥରେ ସଂସାର ଗାଡି
ଆଗକୁ ଆଗେଇ ଯିବ
°•. End .•°
Posted By – OdiaLyrics.Com™
ଆପଣ ଖୋଜୁଥିବା ଲିରିକ୍ସ୍ ଏହି Website ରେ କିମ୍ବା ଅନ୍ୟ କୌଣସି Website ରେ ଯଦି ମିଳୁ ନାହିଁ । ତେବେ ଦୟାକରି ଆମକୁ - Email Comment କିମ୍ବା Request Lyrics ମାଧ୍ୟମରେ ଜଣାନ୍ତୁ । ଆମ ଟିମ୍ ଯଥାଶୀଘ୍ର ଆପଣ କହିଥିବା ଗୀତ ର ଲିରିକ୍ସ୍ ଆପଣଙ୍କୁ ଯୋଗାଇ ଦବାକୁ ଚେଷ୍ଟା କରିବ |
🙏ଧନ୍ୟବାଦ୍🙏