Generic selectors
Exact matches only
Search in title
Search in content
Post Type Selectors

Maa Petaru Mu Jagata Jita

Song » Maa Petaru Mu Jagata Jita •
Singer » Satyajit Pradhan •
Singer » Rashmita Dash •
Singer » Shresthangna Panda •
Music » Biraja Prasad •
Lyrics » Dr. Nirmal Nayak •

Maa Petaru Mu Jagata Jita Lyrics In Odia

°•. First Line .•°

ପୁ – ହଜାରେ ବିଜୁଳିର ଚମକ ନେଇ
ଆସୁଚି ସେ ଏ ଦୁନିଆ ଦେଖିବା ପାଇଁ
ହଜାରେ ବିଜୁଳିର ଚମକ ନେଇ
ଆସୁଚି ସେ ଏ ଦୁନିଆ ଦେଖିବା ପାଇଁ
ସେ ତ କଳିଯୁଗେ ଆଉ ଏକ ଅଭିମନ୍ୟୁ ପରି
ହେଲେ ଜୀବନର ଯୁଦ୍ଧ୍ୟରେ କେବେ ଯିବନାହିଁ ହାରି
ଚକ୍ରବ୍ଯୁହ ରଚି ସପ୍ତରଥିଙ୍କର
ହିସାବ କରିବ ପାପର ପୁଣ୍ୟର
ମହାଦେବ ମହାଶକ୍ତି ହେବନି ଅନ୍ୟଥା
ମାଁ ପେଟରୁ ସେ ଜଗତ ଜିତା
ମାଁ ପେଟରୁ ସେ ଜଗତ ଜିତା
ମାଁ ପେଟରୁ ସେ ଜଗତ ଜିତା
ମାଁ ପେଟରୁ ସେ ଜଗତ ଜିତା

°•. Second Line .•°

ପୁ – ବିଧାତାର ହାଏ ଇଏ କି ବରାଦ
ଜନମ ଆଗରୁ ସାଜିବ ବାରୁଦ
ବିଧାତାର ହାଏ ଇଏ କି ବରାଦ
ଜନମ ଆଗରୁ ସାଜିବ ବାରୁଦ
ଯିଏ ତା ସାଥିରେ କରୁ ଯେତେ ବାଦ
ସବୁ ଅସାଧ୍ୟକୁ କରିବ ସେ ସାଧ୍ୟ
ମହାଭାରତ ର ଶେଷ ଯୋଦ୍ଧା ହୋଇ
ଅନ୍ୟାୟ ପାଇଁକି କରିବ ଲଢେଇ
କାଟିଦେବ କାଟିଦେବ କୌରବର ମଥା
ମାଁ ପେଟରୁ ସେ ଜଗତ ଜିତା
ମାଁ ପେଟରୁ ସେ ଜଗତ ଜିତା
ମାଁ ପେଟରୁ ସେ ଜଗତ ଜିତା
ମାଁ ପେଟରୁ ସେ ଜଗତ ଜିତା

°•. Third Line .•°

ଝି – ନଅ ମାସ ଲାଗେ ଆଜି ନଅ ଦିନ ପରି
ତୋତେ ଟିକେ ଛୁଇଁଦେଲେ ଦୁଃଖ ଯାଏ ସରି
ନଅ ମାସ ଲାଗେ ଆଜି ନଅ ଦିନ ପରି
ତୋତେ ଟିକେ ଛୁଇଁଦେଲେ ଦୁଃଖ ଯାଏ ସରି
ଏମିତି ମୋ ଭାଗ୍ୟ ଆଜି ମୋ ପାଇଁ ଅଲଣା
ଦେଇ ପାରିଲିନି ତୋତେ ସୁନାର ଝୁଲଣା
କୁନି – ମୋ ଦେହରେ ଘେରେ ତୋ କାନି ପଣତ
ସେଇ ମୋ ପାଇଁକି ଦେଉଳର ନେତ
ପଞ୍ଚାମୃତ ମୋ ପାଇଁକି ତୋ ସ୍ନେହ ମମତା
ମାଁ ପେଟରୁ ମୁଁ ଜଗତ ଜିତା
ମାଁ ପେଟରୁ ମୁଁ ଜଗତ ଜିତା
ମାଁ ପେଟରୁ ସେ ଜଗତ ଜିତା
ମାଁ ପେଟରୁ ସେ ଜଗତ ଜିତା

Read »  Prema Batoi

°•. End .•°

Posted By – OdiaLyrics.Com™

ଆପଣ ଖୋଜୁଥିବା ଲିରିକ୍ସ୍ ଏହି Website ରେ କିମ୍ବା ଅନ୍ୟ କୌଣସି Website ରେ ଯଦି ମିଳୁ ନାହିଁ । ତେବେ ଦୟାକରି ଆମକୁ - Email Comment କିମ୍ବା Request Lyrics ମାଧ୍ୟମରେ ଜଣାନ୍ତୁ । ଆମ ଟିମ୍ ଯଥାଶୀଘ୍ର ଆପଣ କହିଥିବା ଗୀତ ର ଲିରିକ୍ସ୍ ଆପଣଙ୍କୁ ଯୋଗାଇ ଦବାକୁ ଚେଷ୍ଟା କରିବ |

🙏ଧନ୍ୟବାଦ୍🙏

Leave a Comment