Song » Kou Janamara Pratisodha Nelu •
Singer » Aseema Panda •
Music » Pratyush Ray •
Lyrics » Amiya Ranjan Das •
Kou Janamara Pratisodha Nelu Lyrics In Odia
°•. First Line .•°
ମୋତେ କଳଙ୍କିନୀ ଟେ ସଜେଇ ତୁ କୁଆଡେ ଗଲୁ
ମୋତେ କଳଙ୍କିନୀ ଟେ ସଜେଇ ତୁ କୁଆଡେ ଗଲୁ
କୋଉ ଜନମର ପ୍ରତିଶୋଧ ତୁ ନେଲୁ
କୋଉ ଜନମର ପ୍ରତିଶୋଧ ତୁ ନେଲୁ
ଭାଗ୍ୟରେଖାରୁ ପ୍ରେମ ଆୟୁଷ ତୁ ଲିଭେଇ ଦେଲୁ
ଭାଗ୍ୟରେଖାରୁ ପ୍ରେମ ଆୟୁଷ ତୁ ଲିଭେଇ ଦେଲୁ
ମାଟି ଖେଳନାଟେ କାଇଁ ମୋତେ ବନେଇ ଦେଲୁ
ମାଟି ଖେଳନାଟେ କାଇଁ ମୋତେ ବନେଇ ଦେଲୁ
°•. Second Line .•°
ଆଖିର ଲୁହକୁ ରୋକି ପାରେନା ମୁଁ
ସ୍ପନ୍ଦନ ମୋ ଯାଏ ଥମି ତୁ ନାହୁଁ ବୋଲି
ଅବୁଝା ହୃଦୟ ବୁଝେନାହିଁ ଜମା
ସ୍ୱାର୍ଥପର ତୁ ବୋଲି ମୁଁ କହିଦେଲି
ରାତି ପାହିବା ଆଗରୁ ମୋ ନିଦ ଭାଙ୍ଗି କାଇଁ
ମୋ ସପନ ଛଡେଇ ନେଲୁ
ମୋତେ କଳଙ୍କିନୀ ଟେ ସଜେଇ ତୁ କୁଆଡେ ଗଲୁ
ମୋତେ କଳଙ୍କିନୀ ଟେ ସଜେଇ ତୁ କୁଆଡେ ଗଲୁ
କୋଉ ଜନମର ପ୍ରତିଶୋଧ ତୁ ନେଲୁ
କୋଉ ଜନମର ପ୍ରତିଶୋଧ ତୁ ନେଲୁ
°•. Third Line .•°
ହୃଦୟ ମନ୍ଦିରେ ପୂଜୁଥିଲି ତୋତେ
ଦେବତା ମୋ ମାନିଥିଲି ମୁଁ ଭୁଲ୍ ଥିଲି
ବୁଝେଇ ଦେଲୁ ତୁ ସ୍ୱାର୍ଥ ଆଗେ ଏଠି
ସମ୍ପର୍କଟା ଫିକା ବୋଲି ମୁଁ ବୁଝିଗଲି
ତୋତେ ଭୁଲିଯିବ ମନ ଏକା ଜିଇଁବି ଜୀବନ
ମୋ ଅତିତ କୁ ଦେଇ ଫାଶି
ମୋତେ କଳଙ୍କିନୀ ଟେ ସଜେଇ ତୁ କୁଆଡେ ଗଲୁ
ମୋତେ କଳଙ୍କିନୀ ଟେ ସଜେଇ ତୁ କୁଆଡେ ଗଲୁ
କୋଉ ଜନମର ପ୍ରତିଶୋଧ ତୁ ନେଲୁ
କୋଉ ଜନମର ପ୍ରତିଶୋଧ ତୁ ନେଲୁ
କୋଉ ଜନମର ପ୍ରତିଶୋଧ ତୁ ନେଲୁ
କୋଉ ଜନମର ପ୍ରତିଶୋଧ ତୁ ନେଲୁ
°•. End .•°
Posted By – OdiaLyrics.Com™
ଆପଣ ଖୋଜୁଥିବା ଲିରିକ୍ସ୍ ଏହି Website ରେ କିମ୍ବା ଅନ୍ୟ କୌଣସି Website ରେ ଯଦି ମିଳୁ ନାହିଁ । ତେବେ ଦୟାକରି ଆମକୁ - Email Comment କିମ୍ବା Request Lyrics ମାଧ୍ୟମରେ ଜଣାନ୍ତୁ । ଆମ ଟିମ୍ ଯଥାଶୀଘ୍ର ଆପଣ କହିଥିବା ଗୀତ ର ଲିରିକ୍ସ୍ ଆପଣଙ୍କୁ ଯୋଗାଇ ଦବାକୁ ଚେଷ୍ଟା କରିବ |
🙏ଧନ୍ୟବାଦ୍🙏