Generic selectors
Exact matches only
Search in title
Search in content
Post Type Selectors

Khusi Hela Paradesi

Song » Khusi Hela Paradesi •
Singer » Humane Sagar •
Music » Abinash Mishra •
Lyrics » Puspak Parida •

Khusi Hela Paradesi Lyrics In Odia

°•. First Line .•°

ଖୁସି ଯଦି ହେଲା ପରଦେଶି
ଦୁଃଖ ଯଦି ହେଲା ମୋ ପଡସି
ଜିଇଁ ରହି କି ଲାଭ ଅଛି
କି ଲାଭ ଅଛି
ଖୁସି ଯଦି ହେଲା ପରଦେଶି
ଦୁଃଖ ଯଦି ହେଲା ମୋ ପଡସି
ଜିଇଁ ରହି କି ଲାଭ ଅଛି
କି ଲାଭ ଅଛି
ଯେତାବାଟ ଚାଲୁଚି ସେତେ ଝୁଣ୍ଟି ପଡୁଚି
ଆଖି ବଦଳରେ ମୋ ଆତ୍ମା କାନ୍ଦୁଚି
ଖୁସି ଯଦି ହେଲା ପରଦେଶି
ଦୁଃଖ ଯଦି ହେଲା ମୋ ପଡସି
ଜିଇଁ ରହି କି ଲାଭ ଅଛି
କି ଲାଭ ଅଛି

°•. Second Line .•°

ଯେବେ ଫୁଲ ବୋଲି ଭାବି
ହେଲି ପଥରରେ ଧୋକା
ସେବେଠାରୁ ଏ ଦୁନିଆଁ
ଲାଗେ ମରୁ ମରିଚିକା
ଯେବେ ଫୁଲ ବୋଲି ଭାବି
ହେଲି ପଥରରେ ଧୋକା
ସେବେଠାରୁ ଏ ଦୁନିଆଁ
ଲାଗେ ମରୁ ମରିଚିକା
ଯେତେ ଶୋଇ ରହୁଚି ସେତେ ନିଦ ଭାଙ୍ଗୁଚି
ସାରା ରାତି ଜଣେ ଭାରି ମନେ ପଡୁଚି
ଖୁସି ଯଦି ହେଲା ପରଦେଶି
ଦୁଃଖ ଯଦି ହେଲା ମୋ ପଡସି
ଜିଇଁ ରହି କି ଲାଭ ଅଛି
କି ଲାଭ ଅଛି

°•. Third Line .•°

ଢକେ ଢକେ ଲୁହ ପିଇ
ଘାରେ ମୋତେ ଯଉ ନିଶା
ଆଜି ସେଇ ନିଶା ପାଇଁ
ହୁଏ ସିନା ଲୋକ ହସା
ଢକେ ଢକେ ଲୁହ ପିଇ
ଘାରେ ମୋତେ ଯଉ ନିଶା
ଆଜି ସେଇ ନିଶା ପାଇଁ
ହୁଏ ସିନା ଲୋକ ହସା
ଯେତେ ଲୁହ ପିଉଚି ସେତେ ଶୋଷ ବଢୁଚି
ନିଜ ପାଖେ ନିଜେ ଆଜି ହାରି ଯାଇଚି
ଖୁସି ଯଦି ହେଲା ପରଦେଶି
ଦୁଃଖ ଯଦି ହେଲା ମୋ ପଡସି
ଜିଇଁ ରହି କି ଲାଭ ଅଛି
କି ଲାଭ ଅଛି
ଖୁସି ଯଦି ହେଲା ପରଦେଶି
ଦୁଃଖ ଯଦି ହେଲା ମୋ ପଡସି
ଜିଇଁ ରହି କି ଲାଭ ଅଛି
କି ଲାଭ ଅଛି

°•. End .•°

Posted By – OdiaLyrics.Com™

Read »  Mo Ghara Bikasha Haba

ଆପଣ ଖୋଜୁଥିବା ଲିରିକ୍ସ୍ ଏହି Website ରେ କିମ୍ବା ଅନ୍ୟ କୌଣସି Website ରେ ଯଦି ମିଳୁ ନାହିଁ । ତେବେ ଦୟାକରି ଆମକୁ - Email Comment କିମ୍ବା Request Lyrics ମାଧ୍ୟମରେ ଜଣାନ୍ତୁ । ଆମ ଟିମ୍ ଯଥାଶୀଘ୍ର ଆପଣ କହିଥିବା ଗୀତ ର ଲିରିକ୍ସ୍ ଆପଣଙ୍କୁ ଯୋଗାଇ ଦବାକୁ ଚେଷ୍ଟା କରିବ |

🙏ଧନ୍ୟବାଦ୍🙏

Leave a Comment