Song » Karibu Lo Anutapa •
Singer » Humane Sagar •
Music » Ganapati •
Lyrics » Mr. Pabin •
Karibu Lo Anutapa Lyrics In Odia
°•. First Line .•°
ତୋ ଭଲ ପାଇବା ମୋ ପାଇଁ ମୋ ପାଇଁ
ଥିଲା ମରିଚିକା ଲୋ ଥିଲା ମରିଚିକା
ତୋ ଭଲ ପାଇବା ମୋ ପାଇଁ ମୋ ପାଇଁ
ଥିଲା ମରିଚିକା ଲୋ ଥିଲା ମରିଚିକା
ମୋ ନିରିହ ଆଖି ତୋତେ ଚିହ୍ନିଁବାରେ
ଖାଇଗଲା ଧୋକା ଲୋ ଖାଇଗଲା ଧୋକା
ମୋ ପ୍ରେମକୁ ବୁଝିଲୁ ନାହିଁ
ତୁ କରିଲୁ ଛଳନା
ତୋତେ ବିଶ୍ୱାସ କରିଲି ବୋଲି
ମୋତେ ଭାବିଲୁ ଖେଳନା
ମୋ ପ୍ରେମକୁ ବୁଝିଲୁ ନାହିଁ
ତୁ କରିଲୁ ଛଳନା
ତୋତେ ବିଶ୍ୱାସ କରିଲି ବୋଲି
ମୋତେ ଭାବିଲୁ ଖେଳନା
ଅନୁତାପ କରିବୁ ଲୋ ଦିନଟେ ଆସିବ
ଯଉଦିନ ତୋ ହୃଦୟକୁ ଆଉ କେ ଭାଙ୍ଗିବ
ସେଇଦିନ ସେଇଦିନ ମୋ କଥା ମନେ ପଡିବ
ସେଇଦିନ ସେଇଦିନ ମୋ କଥା ମନେ ପଡିବ
°•. Second Line .•°
ଭୁଲ୍ ଥିଲା ଭାଗ୍ୟରେଖା
ତୋତେ କଲି ମୋ ପ୍ରେମିକା
ତୁ ଆଜି ହସୁଚୁ ଲୋ
କାନ୍ଦୁଚି ଲୋ କାନ୍ଦୁଚି ଲୋ ମୁଁ ଏକା ଏକା
ତୋ ପାଇଁ ଆଜି ବଞ୍ଚିଚି
ତୋ ପାଇଁ ଆଜି ମରୁଚି
ତୋ ମିଛ ପ୍ରେମରେ ମୋ
ହୃଦୟ ଲୋ ହୃଦୟ ଲୋ ଜଳି ଯାଉଚି
କାଚକୁ କାଞ୍ଚନ ଭାବି ମୁଁ ପାଉଥିଲି ଭଲ
ବୁଝି ପାରିଲୁନି ପ୍ରିୟା ତୁ ପ୍ରେମର ମୂଲ
କାଚକୁ କାଞ୍ଚନ ଭାବି ମୁଁ ପାଉଥିଲି ଭଲ
ବୁଝି ପାରିଲୁନି ପ୍ରିୟା ତୁ ପ୍ରେମର ମୂଲ
ଅନୁତାପ କରିବୁ ଲୋ ଦିନଟେ ଆସିବ
ଯଉଦିନ ତୋ ହୃଦୟକୁ ଆଉ କେ ଭାଙ୍ଗିବ
ସେଇଦିନ ସେଇଦିନ ମୋ କଥା ମନେ ପଡିବ
ସେଇଦିନ ସେଇଦିନ ମୋ କଥା ମନେ ପଡିବ
°•. Third Line .•°
ଭାବିଚୁ କି କେବେ ଥରେ
କେମିତି ଲୋ ମୁଁ ବଞ୍ଚିଚି
ଆଖି ମୋର ଛଳ ଛଳ
ହସୁଚି ଲୋ ହସୁଚି ଲୋ ତଥାପି ହସୁଚି
ତୁ ମୋର ହେଲୁ ନାହିଁ
ଆଉକାର ହେବୁ ନାହିଁ
ଯାଉଚି ଲୋ ଆଜି ପ୍ରିୟା
ଅଭିଶାପ ଅଭିଶାପ ତୋତେ ଲୋ ଦେଇ
ଭୁଲିଗଲୁ ପଛଦିନ ଭାଙ୍ଗିଦେଲୁ ମୋ ସପନ
ଆଉ କାହା ଆକାଶରେ ହେଲୁ ତୁ ନୂଆ ଜହ୍ନଁ
ଭୁଲିଗଲୁ ପଛଦିନ ଭାଙ୍ଗିଦେଲୁ ମୋ ସପନ
ଆଉ କାହା ଆକାଶରେ ହେଲୁ ତୁ ନୂଆ ଜହ୍ନଁ
ଅନୁତାପ କରିବୁ ଲୋ ଦିନଟେ ଆସିବ
ଯଉଦିନ ତୋ ହୃଦୟକୁ ଆଉ କେ ଭାଙ୍ଗିବ
ସେଇଦିନ ସେଇଦିନ ମୋ କଥା ମନେ ପଡିବ
ସେଇଦିନ ସେଇଦିନ ମୋ କଥା ମନେ ପଡିବ
°•. End .•°
Posted By – OdiaLyrics.Com™
ଆପଣ ଖୋଜୁଥିବା ଲିରିକ୍ସ୍ ଏହି Website ରେ କିମ୍ବା ଅନ୍ୟ କୌଣସି Website ରେ ଯଦି ମିଳୁ ନାହିଁ । ତେବେ ଦୟାକରି ଆମକୁ - Email Comment କିମ୍ବା Request Lyrics ମାଧ୍ୟମରେ ଜଣାନ୍ତୁ । ଆମ ଟିମ୍ ଯଥାଶୀଘ୍ର ଆପଣ କହିଥିବା ଗୀତ ର ଲିରିକ୍ସ୍ ଆପଣଙ୍କୁ ଯୋଗାଇ ଦବାକୁ ଚେଷ୍ଟା କରିବ |
🙏ଧନ୍ୟବାଦ୍🙏