Generic selectors
Exact matches only
Search in title
Search in content
Post Type Selectors

Kalijuge Papa Badhi Chalichi

Song » Kalijuge Papa Badhi Chalichi •
Singer » Satyajit Pradhan •
Music » Bikash Sukla •
Lyrics » Arun Mantri •

Kalijuge Papa Badhi Chalichi Lyrics In Odia

°•. First Line .•°

ଧର୍ମ କାନ୍ଦୁଚି ପ୍ରଭୁ ଧର୍ମ କାନ୍ଦୁଚି
କଳିଯୁଗେ ପାପ ବଢି ଚାଲିଚି
ଧର୍ମ କାନ୍ଦୁଚି ପ୍ରଭୁ ଧର୍ମ କାନ୍ଦୁଚି
କଳିଯୁଗେ ପାପ ବଢି ଚାଲିଚି
ତେଣୁ ମୁଁ ଠାକୁରେ ଆଜି ମୁଁ ଆତୁରେ
ସବୁ ଆଶା ଛାଡି ତୁମ ଭରସାରେ
ତୁମ ସିଂହ ଦ୍ୱାରେ ହାତ ଯୋଡିଚି
ଧର୍ମ କାନ୍ଦୁଚି ପ୍ରଭୁ ଧର୍ମ କାନ୍ଦୁଚି
କଳିଯୁଗେ ପାପ ବଢି ଚାଲିଚି

°•. Second Line .•°

ମଣିଷକୁ ଦେଲ ସିନା ଦୁଇଟି ଆଖି
ସେ ଆଖି ଦେଖୁଚି ଯାହା କହି ହବ କି
ଦେଲ ସିନା ଶୁଣିବାକୁ ଦୁଇଟି କର୍ଣ୍ଣ
ଭଲ କଥା ଶୁଣି କଲା ନାହିଁ ଶ୍ରବଣ
ତୁମରି ନାମକୁ ନିତି ଗାଇବାକୁ
ଦେଇଥିଲ ସିନା ତୁଣ୍ଡ ମଣିଷକୁ
ପର ନିନ୍ଦାରେ ତାର ଭାଷା ଭରିଚି
ଧର୍ମ କାନ୍ଦୁଚି ପ୍ରଭୁ ଧର୍ମ କାନ୍ଦୁଚି
କଳିଯୁଗେ ପାପ ବଢି ଚାଲିଚି
ତେଣୁ ମୁଁ ଠାକୁରେ ଆଜି ମୁଁ ଆତୁରେ
ସବୁ ଆଶା ଛାଡି ତୁମ ଭରସାରେ
ତୁମ ସିଂହ ଦ୍ୱାରେ ହାତ ଯୋଡିଚି
ଧର୍ମ କାନ୍ଦୁଚି ପ୍ରଭୁ ଧର୍ମ କାନ୍ଦୁଚି
କଳିଯୁଗେ ପାପ ବଢି ଚାଲିଚି

°•. Third Line .•°

ଶୁଭ ଚିନ୍ତା କରି ଦେଲ ଦୁଇଟି ହାତ
ମନ୍ଦ କାର୍ଯ୍ୟେ ଏ ମଣିଷ ରହିଲା ଲିପ୍ତ
ପାଦ ଦେଲ କରିବାକୁ ତିର୍ଥ ଭ୍ରମଣ
ସେଇ ପାଦ ଧାଏଁ ଏବେ ନରକ ସ୍ଥାନ
ତୁମ ଦେବା ଧନ ନମାନେ ବଚନ
କରନ୍ତି କି କର୍ମ ନାହିଁ ଟିକେ ଜ୍ଞ୍ୟାନ
କୁହ ସତ୍ୟଯୁଗ କେବେ ଆସୁଚି
ଧର୍ମ କାନ୍ଦୁଚି ପ୍ରଭୁ ଧର୍ମ କାନ୍ଦୁଚି
କଳିଯୁଗେ ପାପ ବଢି ଚାଲିଚି
ତେଣୁ ମୁଁ ଠାକୁରେ ଆଜି ମୁଁ ଆତୁରେ
ସବୁ ଆଶା ଛାଡି ତୁମ ଭରସାରେ
ତୁମ ସିଂହ ଦ୍ୱାରେ ହାତ ଯୋଡିଚି
ଧର୍ମ କାନ୍ଦୁଚି ପ୍ରଭୁ ଧର୍ମ କାନ୍ଦୁଚି
କଳିଯୁଗେ ପାପ ବଢି ଚାଲିଚି

°•. End .•°

Posted By – OdiaLyrics.Com™

Read »  Haye Haye Lo Kalijuga Sundari

ଆପଣ ଖୋଜୁଥିବା ଲିରିକ୍ସ୍ ଏହି Website ରେ କିମ୍ବା ଅନ୍ୟ କୌଣସି Website ରେ ଯଦି ମିଳୁ ନାହିଁ । ତେବେ ଦୟାକରି ଆମକୁ - Email Comment କିମ୍ବା Request Lyrics ମାଧ୍ୟମରେ ଜଣାନ୍ତୁ । ଆମ ଟିମ୍ ଯଥାଶୀଘ୍ର ଆପଣ କହିଥିବା ଗୀତ ର ଲିରିକ୍ସ୍ ଆପଣଙ୍କୁ ଯୋଗାଇ ଦବାକୁ ଚେଷ୍ଟା କରିବ |

🙏ଧନ୍ୟବାଦ୍🙏

Leave a Comment