Generic selectors
Exact matches only
Search in title
Search in content
Post Type Selectors

Jhuru Thibu Mate Tu Jhuru Thibu Female

Song » Jhuru Thibu Mate Tu Jhuru Thibu •
Singer » Amrita Nayak •
Music » Muna Mohanty •
Lyrics » N. Gurudatta •

Jhuru Thibu Mate Tu Jhuru Thibu Lyrics In Odia

°•. First Line .•°

ଆଜି ତୁ ସିନା ଖୁସିରେ ଅଛୁ
ମନରୁ ମୋତେ ଭୁଲି ଯାଇଚୁ
ଆଜି ତୁ ସିନା ଖୁସିରେ ଅଛୁ
ମନରୁ ମୋତେ ଭୁଲି ଯାଇଚୁ
ଦୁନିଆଁ ଲୋକ ସବୁ ମୋ ପରି ନୁହଁ
ଝରିବ ଦିନେ ତୋ ଆଖିରୁ ଲୁହ
ସେଇଦିନ ମୋତେ ତୁ ମନେ ପକେଇବୁ
ଝୁରୁଥିବୁ ମୋତେ ତୁ ଝୁରୁଥିବୁ
ଝୁରୁଥିବୁ ମୋତେ ତୁ ଝୁରୁଥିବୁ

°•. Second Line .•°

ଖୁସିଟା କେବେ ହେଲେ ରହେନାହିଁ ବେଶି ଦିନ
ସକାଳକୁ ଚାଲିଯାଏ ସଞ୍ଜର ସେ ଉଦିଆ ଜହ୍ନଁ
ଜୀବନକୁ ମୋର ଆଜି କରିଦେଲୁ ତୁ ଅନ୍ଧାର
ଆସିଯିବ ଉଆଁସ ବି କଉଦିନ ଯିବନେ ତୋର
ମୁଁ ସିନା ଥିଲିରେ ସରଳ ନିରିହ
ସହଜ ଲାଗିଲା ଭାଙ୍ଗିଲୁ ହୃଦୟ
ତୋ ହୃଦୟ ଭାଙ୍ଗିଗଲେ ମନେ ପକେଇବୁ
ଝୁରୁଥିବୁ ମୋତେ ତୁ ଝୁରୁଥିବୁ
ଝୁରୁଥିବୁ ମୋତେ ତୁ ଝୁରୁଥିବୁ

°•. Third Line .•°

ସହଜରେ ତୋତେ ମୁଁ କରିଥିଲି ରେ ବିଶ୍ୱାସ
ସ୍ୱାର୍ଥ ସରିଗଲା ପରେ କରିଲୁ ତୁ ପରିହାସ
ମୋ ଜୀବନ ସାଥିରେ ତୁ ଖେଳିଦେଲୁ ଭଲ ଖେଳ
ବୁଝି ପାରିଲୁନି ବୋଧେ ତୁ ମୋ ପ୍ରେମର ମୂଲ
ମୋ ପାଇଁ ଥିଲାରେ ତୋ ମନେ ଛଳନା
ବୁଝି ପାରିଲିନି ତୋ ମିଛ ବାହାନା
ଧୋକା ଖାଇଲେ ତୁ ମୋତେ ମନେ ପକେଇବୁ
ଝୁରୁଥିବୁ ମୋତେ ତୁ ଝୁରୁଥିବୁ
ଝୁରୁଥିବୁ ମୋତେ ତୁ ଝୁରୁଥିବୁ

°•. End .•°

Posted By – OdiaLyrics.Com™

Read »  Hrudaya Re Hrudaya Tu Ja Bujhi Ja

ଆପଣ ଖୋଜୁଥିବା ଲିରିକ୍ସ୍ ଏହି Website ରେ କିମ୍ବା ଅନ୍ୟ କୌଣସି Website ରେ ଯଦି ମିଳୁ ନାହିଁ । ତେବେ ଦୟାକରି ଆମକୁ - Email Comment କିମ୍ବା Request Lyrics ମାଧ୍ୟମରେ ଜଣାନ୍ତୁ । ଆମ ଟିମ୍ ଯଥାଶୀଘ୍ର ଆପଣ କହିଥିବା ଗୀତ ର ଲିରିକ୍ସ୍ ଆପଣଙ୍କୁ ଯୋଗାଇ ଦବାକୁ ଚେଷ୍ଟା କରିବ |

🙏ଧନ୍ୟବାଦ୍🙏

Leave a Comment