Generic selectors
Exact matches only
Search in title
Search in content
Post Type Selectors

Jhia Tie Bhul Kale Bhul Nuhen

Song » Jhia Tie Bhul Kale Bhul Nuhen •
Singer » Kumar Bapi •
Music » Santosh Kumar •
Lyrics » Santosh Kumar •

Jhia Tie Bhul Kale Bhul Nuhen Lyrics In Odia

°•. First Line .•°

ମୋ ଆଖିର ଲୁହ ଦେଖି ଭାବିଚୁ କି ଗଲୁ ଜିତି
ତୋ କଥା ବୁଝିବାକୁ ଉପରୱାଲା ଅଛି
ମୋ ଆଖିର ଲୁହ ଦେଖି ଭାବିଚୁ କି ଗଲୁ ଜିତି
ତୋ କଥା ବୁଝିବାକୁ ଉପରୱାଲା ଅଛି
ତା ପାଇଁ କେତେ କଷ୍ଟ ସହିଚି
ତା ପାଇଁ ଲୋକ ହସା ହେଇଚି
ମୋ ଆଖିର ଲୁହ ଦେଖି ସେ ହସି ଦିଏ
ଗୋଟେ ଝିଅଟିଏ ଭୁଲ୍ କଲେ ଭୁଲ୍ ନୁହେଁ
ଗୋଟେ ପୁଅ ଟିଏ ବିନା ଦୋଷେ ଲୁହ ଝରାଏ
ଲୁହ ଝରାଏ

°•. Second Line .•°

ଭଲ ଝିଅ ଭାବି ହେଇଥିଲି ରାଜି
ଦେଇଥିଲି ମନ ମୋର
ଜାଣିଲି ଯେବେ ସେ ହୃଦୟ ହୀନା
ଲାଗୁଚି ଖାଲି ଡର
କେତେ ଲୁଚି ଲୁଚି କାନ୍ଦିଚି ଏମିତି
ଛୋଟ ପିଲାଟିଏ ପରି
ଉପରେ ସିନା ମୁଁ ବଞ୍ଚିଚି ଦେଖୁଚ
ଭିତରୁ ଯାଇଚି ମରି
ନୁହେଁ ତ ଜମା ମୁଁ ଶତୃ କାହାର
ତଥାପି ମୋତେ ସେ ଦିଏ ଜହର
ତା ଛଳନା ନିଆଁରେ ମୋତେ ଜଳାଏ ସିଏ
ଗୋଟେ ଝିଅଟିଏ ଭୁଲ୍ କଲେ ଭୁଲ୍ ନୁହେଁ
ଗୋଟେ ପୁଅ ଟିଏ ବିନା ଦୋଷେ ଲୁହ ଝରାଏ
ଲୁହ ଝରାଏ

°•. Third Line .•°

ତା ମିଛ ପାଇଁ ହଜେଇ ଦେଇଚି
ଯେତେ ସବୁ ଖୁସି ମୋର
ନିଜର ଯେ ଥିଲେ ଚାଲିଗଲେ ସବୁ
ଛାଡି ମୋତେ ବହୁଦୁର
ପ୍ରେମ ତା ପାଇଁ ବଜାର ସଉଦା
ନିତି ହୁଏ କିଣା ବିକା
ମୋ ପରି କେତେ ନିରିହ ହୃଦୟ
ଖାଇ ସାରିଚନ୍ତି ଧୋକା
କିଏ ଜାଣି ନାହିଁ ଚରିତ୍ର ତାର
ପ୍ରେମ ନୁହେଁ ସେ କଳା ଜହର
ଭୁଲ୍ ନଥାଇ ଆଜି ମୁଁ କାହିଁକି ଶାସ୍ତି ପାଏ
ଗୋଟେ ଝିଅଟିଏ ଭୁଲ୍ କଲେ ଭୁଲ୍ ନୁହେଁ
ଗୋଟେ ପୁଅ ଟିଏ ବିନା ଦୋଷେ ଲୁହ ଝରାଏ
ଲୁହ ଝରାଏ

°•. End .•°

Posted By – OdiaLyrics.Com™

Read »  To Pain Saja Lo Chouthi Seja Lo

ଆପଣ ଖୋଜୁଥିବା ଲିରିକ୍ସ୍ ଏହି Website ରେ କିମ୍ବା ଅନ୍ୟ କୌଣସି Website ରେ ଯଦି ମିଳୁ ନାହିଁ । ତେବେ ଦୟାକରି ଆମକୁ - Email Comment କିମ୍ବା Request Lyrics ମାଧ୍ୟମରେ ଜଣାନ୍ତୁ । ଆମ ଟିମ୍ ଯଥାଶୀଘ୍ର ଆପଣ କହିଥିବା ଗୀତ ର ଲିରିକ୍ସ୍ ଆପଣଙ୍କୁ ଯୋଗାଇ ଦବାକୁ ଚେଷ୍ଟା କରିବ |

🙏ଧନ୍ୟବାଦ୍🙏

Leave a Comment