Song » Jete Jauchi Mo Bayasa Gadi •
Singer » Kumar Bapi •
Music » Prem Anand •
Lyrics » Mamata Rout •
Jete Jauchi Mo Bayasa Gadi Lyrics In Odia
°•. First Line .•°
ଯେତେ ଯାଉଚି ମୋ ବୟସ ଗଡି
ତୋ ଭାବ ଯାଉଚି ବଢି
ଯେତେ ଯାଉଚି ମୋ ବୟସ ଗଡି
ତୋ ଭାବ ଯାଉଚି ବଢି
ଏ ଦେହ ରଥ କୁ ତୋ ପାଦ ତଳକୁ
ଏ ଦେହ ରଥ କୁ ତୋ ପାଦ ତଳକୁ
ନେ ରେ କାଳିଆ ଭିଡି
ଯେତେ ଯାଉଚି ମୋ ବୟସ ଗଡି
ତୋ ଭାବ ଯାଉଚି ବଢି
ଯେତେ ଯାଉଚି ମୋ ବୟସ ଗଡି
ତୋ ଭାବ ଯାଉଚି ବଢି
°•. Second Line .•°
ନର ଦେହ ବୋହି ନରକ ସମାନ
ପାପ ପଙ୍କେ ଥିଲି ବୁଡି
ଜଣା ଅଜଣା ରେ ମାୟା ରେ ମୋହ ରେ
ପୁଣ୍ୟ ପଥ ଗଲି ହୁଡି
ନର ଦେହ ବୋହି ନରକ ସମାନ
ପାପ ପଙ୍କେ ଥିଲି ବୁଡି
ଜଣା ଅଜଣା ରେ ମାୟା ରେ ମୋହ ରେ
ପୁଣ୍ୟ ପଥ ଗଲି ହୁଡି
ଉର୍ଦ୍ଧାର କରିବୁ କାଳିଆ ଠାକୁର
ଉର୍ଦ୍ଧାର କରିବୁ କାଳିଆ ଠାକୁର
ସବୁ ଦୋଷ ମୋର ଛାଡି
ଯେତେ ଯାଉଚି ମୋ ବୟସ ଗଡି
ତୋ ଭାବ ଯାଉଚି ବଢି
ଯେତେ ଯାଉଚି ମୋ ବୟସ ଗଡି
ତୋ ଭାବ ଯାଉଚି ବଢି
°•. Third Line .•°
ତୁ ପରା ଭକତ ହୃଦୟ ବିହାରି
ଭକତ ମଙ୍ଗଳ କାରି
ଏ ଭବ ସାଗରୁ ପାରି କରିଦେବୁ
କାଳିଆ କଳା ନାଉରି
ତୁ ପରା ଭକତ ହୃଦୟ ବିହାରି
ଭକତ ମଙ୍ଗଳ କାରି
ଏ ଭବ ସାଗରୁ ପାରି କରିଦେବୁ
କାଳିଆ କଳା ନାଉରି
ମୋ ପାପ ପୁଣ୍ୟକୁ ସମର୍ପଣ କରି
ମୋ ପାପ ପୁଣ୍ୟକୁ ସମର୍ପଣ କରି
ତୋ ଚରଣେ ଗଲି ପଡି
ଯେତେ ଯାଉଚି ମୋ ବୟସ ଗଡି
ତୋ ଭାବ ଯାଉଚି ବଢି
ଯେତେ ଯାଉଚି ମୋ ବୟସ ଗଡି
ତୋ ଭାବ ଯାଉଚି ବଢି
ଏ ଦେହ ରଥ କୁ ତୋ ପାଦ ତଳକୁ
ଏ ଦେହ ରଥ କୁ ତୋ ପାଦ ତଳକୁ
ନେ ରେ କାଳିଆ ଭିଡି
°•. End .•°
Posted By – OdiaLyrics.Com™
ଆପଣ ଖୋଜୁଥିବା ଲିରିକ୍ସ୍ ଏହି Website ରେ କିମ୍ବା ଅନ୍ୟ କୌଣସି Website ରେ ଯଦି ମିଳୁ ନାହିଁ । ତେବେ ଦୟାକରି ଆମକୁ - Email Comment କିମ୍ବା Request Lyrics ମାଧ୍ୟମରେ ଜଣାନ୍ତୁ । ଆମ ଟିମ୍ ଯଥାଶୀଘ୍ର ଆପଣ କହିଥିବା ଗୀତ ର ଲିରିକ୍ସ୍ ଆପଣଙ୍କୁ ଯୋଗାଇ ଦବାକୁ ଚେଷ୍ଟା କରିବ |
🙏ଧନ୍ୟବାଦ୍🙏