Generic selectors
Exact matches only
Search in title
Search in content
Post Type Selectors

Jagatare Paibuni Emiti Thakura Tie

Song » Jagatare Paibuni Emiti Thakura Tie •
Singer » Satyajit Pradhan •
Music » Malaya Mishra •
Lyrics » Dr. Nirmal Nayak •

Jagatare Paibuni Emiti Thakura Tie Lyrics In Odia

°•. First Line .•°

ଆକାଶ ପଡୁଚି ଖସି ଫାଟିଯାଏ ମାଟି
ମହୋଦଧି ବାହୁନୁଚି ମଥା ପିଟି ପିଟି
ଚାରିଗୋଟି ମେଘଙ୍କର ବିକଳ ରଡି
ଲାଗେ ମହାପ୍ରଳୟ କି ଆସୁଚି ମାଡି
ଭକତ ନେହୁରା ହୁଏ ହାତକୁ ଯୋଡି
ନିଅନାହିଁ ସିଏ ମୋର ମାଣିକ ପେଡି
ତାକୁ ନଦେଖିଲେ ଫୁଟିଯିବ ଆମ ବେନିନେତ୍ର
ସିଏ ମୋ ଜଗନ୍ନାଥ
ତା ବିନୁ ଶ୍ରୀହିନ ସାରଜଗତ
ସିଏ ମୋ ଜଗନ୍ନାଥ
ତା ବିନୁ ଶ୍ରୀହିନ ସାରଜଗତ
ସିଏ ମୋ ଜଗନ୍ନାଥ
ତା ବିନୁ ଶ୍ରୀହିନ ସାରଜଗତ
ସିଏ ମୋ ଜଗନ୍ନାଥ
ତା ବିନୁ ଶ୍ରୀହିନ ସାରଜଗତ

°•. Second Line .•°

ସୂର୍ଯ୍ୟ ଚନ୍ଦ୍ର ଗ୍ରହ ତାର ଗାଆନ୍ତି ଜାର ସ୍ତବକ
ସିଏ ଆଜି ଜଳିଜଳି ହୁଏ ରେ ଖଣ୍ଡେ ପାବତ
କୋଟିକୋଟି ଭକତଙ୍କ ଯିଏ ଅତୁଟ ବିଶ୍ବାସ
ସେ ଆଜି ଛାଡୁଚି ଦେହ ନିଏରେ ଶେଷ ନିଶ୍ବାସ
ନିୟତିର ଏକି ସତେ ବିଚିତ୍ରଖେଳ
ବିଧାତର ଭାଗ୍ୟ ଆଜି ହିନକପାଳ
ତୁଟି ଯାଏ ଓଡିଆର ସାହସବଳ
ଫାଟିଯାରେ ଛାତି ତୁରେ ହେଇ ଦି’ଫାଳ
ପ୍ରଭୁ ବିନାକହ କେମିତି ବଞ୍ଚିବ ଆଜି ଭକ୍ତ
ସିଏ ମୋ ଜଗନ୍ନାଥ
ତା ବିନୁ ଶ୍ରୀହିନ ସାରଜଗତ
ସିଏ ମୋ ଜଗନ୍ନାଥ
ତା ବିନୁ ଶ୍ରୀହିନ ସାରଜଗତ
ସିଏ ମୋ ଜଗନ୍ନାଥ
ତା ବିନୁ ଶ୍ରୀହିନ ସାରଜଗତ
ସିଏ ମୋ ଜଗନ୍ନାଥ
ତା ବିନୁ ଶ୍ରୀହିନ ସାରଜଗତ

°•. Third Line .•°

ଭକତର ଆତ୍ମାତୁହି ତୁ ପରା ଜୀବନଧନ
କେମିତିରେ ତୁଟେଇବୁ ତାସାଥେ ମାୟାବନ୍ଧନ
ଯେଉଁ ବ୍ରହ୍ମ କେବେକାଳେ ଦେଖିନି ତିନିଭୁବନ
ମିଳିଗଲା ଭକତକୁ ଆଜି ସେ ବ୍ରହ୍ମସନ୍ଧାନ
ଝରିଲାକି ମେଘମାଳା ଭକତିରସ
ମେଣ୍ଟିଗଲା ଲାଗେ ସତେ ଚାତକଶୋଷ
ରଙ୍କୁଣା ହାତରେ ଆଜି କୁବେରଧନ
ଗାଉଚିଆକାଶ ମାଟି ଗାଏପବନ
ଭକ୍ତଭଗବାନ ମିଳନର ଏଇ ମହାମନ୍ତ୍ର
ସିଏ ମୋ ଜଗନ୍ନାଥ
ତା ବିନୁ ଶ୍ରୀହିନ ସାରଜଗତ
ସିଏ ମୋ ଜଗନ୍ନାଥ
ତା ବିନୁ ଶ୍ରୀହିନ ସାରଜଗତ
ସିଏ ମୋ ଜଗନ୍ନାଥ
ତା ବିନୁ ଶ୍ରୀହିନ ସାରଜଗତ
ସିଏ ମୋ ଜଗନ୍ନାଥ
ତା ବିନୁ ଶ୍ରୀହିନ ସାରଜଗତ

Read »  Chhita Prajapati

°•. Fourth Line .•°

ଜଗତରେ ପାଇବୁନି ଏମିତି ଠାକୁର ଟିଏ
ଭକତ ହାତରୁ ଯିଏ ସ୍ନେହରେ ମାଗିକି ଖାଏ
ଭକତିରେ ଦେଲେ ତାକୁ ରାନ୍ଧିକି କାଣିଚେ ଖୁଦ
ସେଇ ଖୁଦ ହେଇଯାଏ ଅବଢା ମହାପ୍ରସାଦ
ସର୍ବବ୍ୟପି ଠାକୁର ସେ ସବୁଠି ଥାଏ
ଅନ୍ୟକୁ ଯେ ରଖେ ତାକୁ ମାରିବ କିଏ
ଆସୁରେ କଳାପାହଡ ହଜାରେ ଥର
ଥିବ ଏ ଶ୍ରୀମନ୍ଦିର ସିଂହଦୁଆର
ଉଡୁଥିବ ସେଇ ପତିତପାବନ ମହାନେତ
ସିଏ ମୋ ଜଗନ୍ନାଥ
ତା ବିନୁ ଶ୍ରୀହିନ ସାରଜଗତ
ସିଏ ମୋ ଜଗନ୍ନାଥ
ତା ବିନୁ ଶ୍ରୀହିନ ସାରଜଗତ
ସିଏ ମୋ ଜଗନ୍ନାଥ
ତା ବିନୁ ଶ୍ରୀହିନ ସାରଜଗତ
ସିଏ ମୋ ଜଗନ୍ନାଥ
ତା ବିନୁ ଶ୍ରୀହିନ ସାରଜଗତ

°•. End .•°

Posted By – OdiaLyrics.Com™

ଆପଣ ଖୋଜୁଥିବା ଲିରିକ୍ସ୍ ଏହି Website ରେ କିମ୍ବା ଅନ୍ୟ କୌଣସି Website ରେ ଯଦି ମିଳୁ ନାହିଁ । ତେବେ ଦୟାକରି ଆମକୁ - Email Comment କିମ୍ବା Request Lyrics ମାଧ୍ୟମରେ ଜଣାନ୍ତୁ । ଆମ ଟିମ୍ ଯଥାଶୀଘ୍ର ଆପଣ କହିଥିବା ଗୀତ ର ଲିରିକ୍ସ୍ ଆପଣଙ୍କୁ ଯୋଗାଇ ଦବାକୁ ଚେଷ୍ଟା କରିବ |

🙏ଧନ୍ୟବାଦ୍🙏

Leave a Comment