Song » Ja Tate Bhuligali •
Singer » Humane Sagar •
Music » Priti Ranjan Pradhan •
Lyrics » Priti Ranjan Pradhan •
Ja Tate Bhuligali Lyrics In Odia
°•. First Line .•°
ପଚାର୍’ନା…
ପଚାର୍’ନା କାହିଁକି ମୁଁ ବଦଳିଲି
ତୋ ଆଖି ନଜର ଖୋଜି ପାଇବନି
ଏମିତି ମୁଁ ଦୁରେଇ ଗଲି
କହିବାକୁ ଚାହୁଁଥିଲୁ ତୁ
ମୁହଁ ଖୋଲି କହିଲୁନି ତୁ
କହିବାକୁ ଚାହୁଁଥିଲୁ ତୁ
ମୁହଁ ଖୋଲି କହିଲୁନି ତୁ
ଆଜି ତୋ ମନର ଭାଷା ମୁଁ କହିଦେଲି
ତୋତେ ଭୁଲିଗଲି
ଯା ତୋତେ ଭୁଲିଗଲି
ତୋତେ ଭୁଲିଗଲି
ମୁଁ ତୋତେ ଭୁଲିଗଲି
°•. Second Line .•°
ତୋ ବିନା ଜୀବନ ଲୁହ ଭିଜା ଶ୍ରାବଣ
ଓଦା ହୁଏ ଦେହ ବିନା ବର୍ଷାରେ
ଲୁହର ଠିକଣା ହଜିଯାଏ ମୋର
ଗାଲର ସଙ୍କିର୍ଣ ରାସ୍ତାରେ
ତୋ ବିନା ଜୀବନ ଲୁହ ଭିଜା ଶ୍ରାବଣ
ଓଦା ହୁଏ ଦେହ ବିନା ବର୍ଷାରେ
ଲୁହର ଠିକଣା ହଜିଯାଏ ମୋର
ଗାଲର ସଙ୍କିର୍ଣ ରାସ୍ତାରେ
ରାସ୍ତା ବଦଳିବୁ ବୋଲି ତୁ
ଦୋଷ ନକରି ବି ଦୋଷି ମୁଁ
ରାସ୍ତା ବଦଳିବୁ ବୋଲି ତୁ
ଦୋଷ ନକରି ବି ଦୋଷି ମୁଁ
ମୋ ଆୟୁଷ ଜିମ୍ମା ଆଜି ତୋତେ ଦେଇଦେଲି
ତୋତେ ଭୁଲିଗଲି
ଯା ତୋତେ ଭୁଲିଗଲି
ତୋତେ ଭୁଲିଗଲି
ମୁଁ ତୋତେ ଭୁଲିଗଲି
°•. Third Line .•°
ପ୍ରେମ ଯଦି କଳଙ୍କ ମୁଁ କଳଙ୍କିତ ନାୟକ
ଥକି ଯାଇଥିବା ଗୋଟେ ପଥିକ
ନେଇଗଲୁ ଖୁସି ଲୁହ ଦେଲୁ ବେଶି
ଲେଖିଦେଲୁ ସ୍ୱାର୍ଥ ଇତିହାସ
ପ୍ରେମ ଯଦି କଳଙ୍କ ମୁଁ କଳଙ୍କିତ ନାୟକ
ଥକି ଯାଇଥିବା ଗୋଟେ ପଥିକ
ନେଇଗଲୁ ଖୁସି ଲୁହ ଦେଲୁ ବେଶି
ଲେଖିଦେଲୁ ସ୍ୱାର୍ଥ ଇତିହାସ
ଧିରେ ଧିରେ ବଦଳିଲୁ ତୁ
ଭାବିଲୁ ଜାଣିବିନି ମୁଁ
ଧିରେ ଧିରେ ବଦଳିଲୁ ତୁ
ଭାବିଲୁ ଜାଣିବିନି ମୁଁ
ତୋ ସବୁ ସ୍ମୃତିକୁ ନେଇ ମୁଁ ଚାଲିଲି
ତୋତେ ଭୁଲିଗଲି
ଯା ତୋତେ ଭୁଲିଗଲି
ତୋତେ ଭୁଲିଗଲି
ମୁଁ ତୋତେ ଭୁଲିଗଲି
°•. End .•°
Posted By – OdiaLyrics.Com™
ଆପଣ ଖୋଜୁଥିବା ଲିରିକ୍ସ୍ ଏହି Website ରେ କିମ୍ବା ଅନ୍ୟ କୌଣସି Website ରେ ଯଦି ମିଳୁ ନାହିଁ । ତେବେ ଦୟାକରି ଆମକୁ - Email Comment କିମ୍ବା Request Lyrics ମାଧ୍ୟମରେ ଜଣାନ୍ତୁ । ଆମ ଟିମ୍ ଯଥାଶୀଘ୍ର ଆପଣ କହିଥିବା ଗୀତ ର ଲିରିକ୍ସ୍ ଆପଣଙ୍କୁ ଯୋଗାଇ ଦବାକୁ ଚେଷ୍ଟା କରିବ |
🙏ଧନ୍ୟବାଦ୍🙏