Generic selectors
Exact matches only
Search in title
Search in content
Post Type Selectors

He Puri Bandhu

Song » He Puri Bandhu •
Singer » Sourav Bharadwaj •
Music » Chinmay Dash •
Music » Bibhun •
Lyrics » Soumya Ranjan Bal •

He Puri Bandhu Lyrics In Odia

°•. First Line .•°

ମୁଁ ପାପୀ ମଣିଷ ତୁ ମହା ପୁରୁଷ
ତୋ ହାତରେ ମୋ ଜୀବନ ଆୟୁଷ
ମୁଁ ଅଙ୍ଗାର କାଠ ତୁ ଦାରୁ ଦେବତା
ମୁଁ ଅଲଡା ତୁ ଜଗତଜିତା
ତୁ ଜଗତର ରାଜା ବୋଲି ତୋ ହାତରେ ସବୁ
ସେଥିପାଇଁ ମନ ଇଛା ଯେତେ ତୁ ଲୁହ ଦବୁ
କେତେ ଦିନ ଏମିତି ତୁ ଚେଇଁ ଶୋଇବୁ
ହେ ପୁରୀ ବନ୍ଧୁ ହେ ପୁରୀ ବନ୍ଧୁ
କେତେ ଦିନ ଆଉ ତୁ ଠକୁଥିବୁ
ହେ ପୁରୀ ବନ୍ଧୁ ହେ ପୁରୀ ବନ୍ଧୁ
କେତେ ଦିନ ଆଉ ତୁ ଠକୁଥିବୁ

°•. Second Line .•°

ପୁଣ୍ୟ ଦୁନିଆରେ ମୁଁ ବଡ ପାପୀ ଟେ
ତୋତେ ମୁଁ ପାରୁନି ଦେଖି
ସେଥି ପାଇଁ ଜଗା ପାପ ତାଲିକାରେ
ମୋ ନାଁ ଦେଇଚୁ ଲେଖି
ପୁଣ୍ୟ ଦୁନିଆରେ ମୁଁ ବଡ ପାପୀ ଟେ
ତୋତେ ମୁଁ ପାରୁନି ଦେଖି
ସେଥି ପାଇଁ ଜଗା ପାପ ତାଲିକାରେ
ମୋ ନାଁ ଦେଇଚୁ ଲେଖି
ତୁ ଦୁନିଆର ନିର୍ଦ୍ଦେଶକ ତୋ ନିର୍ଦ୍ଦେଶ ରେ ମୁଁ
କେତେ ଆଉ କାନ୍ଦିବି ରେ କହ ଦେଖିବୁ ରେ ତୁ
କେତେ ଦିନ ଲୁଚି ଲୁଚି ନାଟ ଦେଖିବୁ
ହେ ପୁରୀ ବନ୍ଧୁ ହେ ପୁରୀ ବନ୍ଧୁ
କେତେ ଦିନ ଆଉ ତୁ ଠକୁଥିବୁ
ହେ ପୁରୀ ବନ୍ଧୁ ହେ ପୁରୀ ବନ୍ଧୁ
କେତେ ଦିନ ଆଉ ତୁ ଠକୁଥିବୁ

°•. Third Line .•°

ବିନ୍ଦୁ ରୁ ତୁ ଯଦି ଆକାର ଦେଲୁ ତୁ
ଅବହେଳା କାଇଁ କଲୁ
କଉ ଭୁଲ୍ ପାଇଁ କହିଦେ ରେ ଜଗା
ମୋତେ ତୋ ଶତ୍ରୁ କଲୁ
ବିନ୍ଦୁ ରୁ ତୁ ଯଦି ଆକାର ଦେଲୁ ତୁ
ଅବହେଳା କାଇଁ କଲୁ
କଉ ଭୁଲ୍ ପାଇଁ କହିଦେ ରେ ଜଗା
ମୋତେ ତୋ ଶତ୍ରୁ କଲୁ
ମୁଁ ହାତ ଯୋଡି ତୋ ଆଗେ ଯେତେବି ଡାକିଲେ
ଜାଣିଚି ଶୁଣିବୁନି ତୁ ଯେତେ ଅଳି କଲେ
କେବେ କହ କୋଳେଇ କି ମୋତେ ତୁ ନବୁ
ହେ ପୁରୀ ବନ୍ଧୁ ହେ ପୁରୀ ବନ୍ଧୁ
କେତେ ଦିନ ଆଉ ତୁ ଠକୁଥିବୁ
ହେ ପୁରୀ ବନ୍ଧୁ ମୋ ପୁରୀ ବନ୍ଧୁ
କେତେ ଦିନ ଆଉ ତୁ ଠକୁଥିବୁ
କେତେ ଦିନ ଆଉ ତୁ ଠକୁଥିବୁ
କେତେ ଦିନ ଆଉ ତୁ ଠକୁଥିବୁ

Read »  He Kanhei

°•. End .•°

Posted By – OdiaLyrics.Com™

ଆପଣ ଖୋଜୁଥିବା ଲିରିକ୍ସ୍ ଏହି Website ରେ କିମ୍ବା ଅନ୍ୟ କୌଣସି Website ରେ ଯଦି ମିଳୁ ନାହିଁ । ତେବେ ଦୟାକରି ଆମକୁ - Email Comment କିମ୍ବା Request Lyrics ମାଧ୍ୟମରେ ଜଣାନ୍ତୁ । ଆମ ଟିମ୍ ଯଥାଶୀଘ୍ର ଆପଣ କହିଥିବା ଗୀତ ର ଲିରିକ୍ସ୍ ଆପଣଙ୍କୁ ଯୋଗାଇ ଦବାକୁ ଚେଷ୍ଟା କରିବ |

🙏ଧନ୍ୟବାଦ୍🙏

Leave a Comment