Song » He Kanhei •
Singer » Barsha Parida •
Music » Sapan Kumar Panda •
Lyrics » Sapan Kumar Panda •
He Kanhei Lyrics In Odia
°•. First Line .•°
ହେ କହ୍ନେଇ…କହ୍ନେଇ
ହେ କହ୍ନେଇ…କହ୍ନେଇ
ରାଧିକା ହେଉଚି ତୋହରି ମାଇଁ ରେ
ରାଧିକା ହେଉଚି ତୋହରି ମାଇଁ
ହେ କହ୍ନେଇ…କହ୍ନେଇ
ହେ କହ୍ନେଇ…କହ୍ନେଇ
ରାଧିକା ହେଉଚି ତୋହରି ମାଇଁ ରେ
ରାଧିକା ହେଉଚି ତୋହରି ମାଇଁ
ଲାଜ କି ସରମ ତୋତେ ତ ନାହିଁ
ମାଇଁ ପ୍ରେମେ ବାୟା ହୋଇଲୁ ତୁହି
ଲାଜ କି ସରମ ତୋତେ ତ ନାହିଁ
ମାଇଁ ପ୍ରେମେ ବାୟା ହୋଇଲୁ ତୁହି
ହେ କହ୍ନେଇ…କହ୍ନେଇ
ହେ କହ୍ନେଇ…କହ୍ନେଇ
ରାଧିକା ହେଉଚି ତୋହରି ମାଇଁ
°•. Second Line .•°
ତୋ ପାଇଁ ଗୋପପୁରେ ପଡିଚି ହୁରି
ମୁହଁ ଲୁଚାଇ କାନ୍ଦେ ରାଧିକା ଗୁରୀ
ଖାଉନାହିଁ ପିଉନାହିଁ ତୋହରି ପାଇଁ
ତୋ ବଇଁଶୀ ସ୍ୱର ତାକୁ କରିଚି ବାଇ
ତୋ ପାଇଁ ଗୋପପୁରେ ପଡୁଚି ହୁରି
ମୁହଁ ଲୁଚାଇ କାନ୍ଦେ ରାଧିକା ଗୁରୀ
ଖାଉନାହିଁ ପିଉନାହିଁ ତୋହରି ପାଇଁ
ତୋ ବଇଁଶୀ ସ୍ୱର ତାକୁ କରିଚି ବାଇ
ହେ କହ୍ନେଇ…କହ୍ନେଇ
ହେ କହ୍ନେଇ…କହ୍ନେଇ
ରାଧିକା ହେଉଚି ତୋହରି ମାଇଁ
ରାଧିକା ହେଉଚି ତୋହରି ମାଇଁ
°•. Third Line .•°
ଚନ୍ଦ୍ରସେଣା ମାମୁଁ ତୋର ଜଗିଚି ବାଟ
ରାଧା ଗଲେ ଘରେ ତାକୁ ଦବ କବାଟ
ନିନ୍ଦା ସହୁଅଛି ରାଧା ତୋହରି ପାଇଁ
ଭଣଜା ପ୍ରେମରେ ମାଇଁ ହଉଚି ବାଇ
ଚନ୍ଦ୍ରସେଣା ମାମୁଁ ତୋର ଜଗିଚି ବାଟ
ରାଧା ଗଲେ ଘରେ ତାକୁ ଦବ କବାଟ
ନିନ୍ଦା ସହୁଅଛି ରାଧା ତୋହରି ପାଇଁ
ଭଣଜା ପ୍ରେମରେ ମାଇଁ ହଉଚି ବାଇ
ହେ କହ୍ନେଇ…କହ୍ନେଇ
ହେ କହ୍ନେଇ…କହ୍ନେଇ
ରାଧିକା ହେଉଚି ତୋହରି ମାଇଁ ରେ
ରାଧିକା ହେଉଚି ତୋହରି ମାଇଁ
ଲାଜ କି ସରମ ତୋତେ ତ ନାହିଁ
ମାଇଁ ପ୍ରେମେ ବାୟା ହୋଇଲୁ ତୁହି
ଲାଜ କି ସରମ ତୋତେ ତ ନାହିଁ
ମାଇଁ ପ୍ରେମେ ବାୟା ହୋଇଲୁ ତୁହି
ହେ କହ୍ନେଇ…କହ୍ନେଇ
ହେ କହ୍ନେଇ…କହ୍ନେଇ
ରାଧିକା ହେଉଚି ତୋହରି ମାଇଁ ରେ
ରାଧିକା ହେଉଚି ତୋହରି ମାଇଁ
ମାଇଁ ପ୍ରେମେ ବାୟା ହୋଇଲୁ ତୁହି ରେ
ମାଇଁ ପ୍ରେମେ ବାୟା ହୋଇଲୁ ତୁହି
°•. End .•°
Posted By – OdiaLyrics.Com™
ଆପଣ ଖୋଜୁଥିବା ଲିରିକ୍ସ୍ ଏହି Website ରେ କିମ୍ବା ଅନ୍ୟ କୌଣସି Website ରେ ଯଦି ମିଳୁ ନାହିଁ । ତେବେ ଦୟାକରି ଆମକୁ - Email Comment କିମ୍ବା Request Lyrics ମାଧ୍ୟମରେ ଜଣାନ୍ତୁ । ଆମ ଟିମ୍ ଯଥାଶୀଘ୍ର ଆପଣ କହିଥିବା ଗୀତ ର ଲିରିକ୍ସ୍ ଆପଣଙ୍କୁ ଯୋଗାଇ ଦବାକୁ ଚେଷ୍ଟା କରିବ |
🙏ଧନ୍ୟବାଦ୍🙏