Generic selectors
Exact matches only
Search in title
Search in content
Post Type Selectors

Haye Haye Lo Kalijuga Sundari

Song » Haye Haye Lo Kalijuga Sundari •
Singer » Shakti Mishra •
Singer » Aseema Panda •
Music » Suresh Panda •
Lyrics » Arun Mantri •

Haye Haye Lo Kalijuga Sundari Lyrics In Odia

°•. First Line .•°

ପୁ – ହାଏ ହାଏ ଲୋ…
ହାଏ ହାଏ ଲୋ କଳିଯୁଗ ସୁନ୍ଦରୀ
ତୁ ଟିକେ ଟିକେ ଭଲ ଟିକେ ନଖରୀ
ତୁ ଟିକେ ଟିକେ ଭଲ ଟିକେ ନଖରୀ
ହାଏ ହାଏ ଲୋ କଳିଯୁଗ ସୁନ୍ଦରୀ
ତୁ ଟିକେ ଟିକେ ଭଲ ଟିକେ ନଖରୀ
ତୁ ଟିକେ ଟିକେ ଭଲ ଟିକେ ନଖରୀ
ଝି – ଆରେ ରସିଆ ଟୋକା
ତୋର ନଜର ଚଖା
ତୋତେ ଦେଖିଲା ପରେ
ଭଲ ଲାଗୁନି ଏକା
ମୋତେ କରିନେ ମନ ମୟୁରୀ
ପୁ – ହାଏ ହାଏ ଲୋ…
ହାଏ ହାଏ ଲୋ କଳିଯୁଗ ସୁନ୍ଦରୀ
ତୁ ଟିକେ ଟିକେ ଭଲ ଟିକେ ନଖରୀ
ତୁ ଟିକେ ଟିକେ ଭଲ ଟିକେ ନଖରୀ

°•. Second Line .•°

ପୁ – ଚେହେରା ତୋର କାଚ
କହୁନି ଜମା ମିଛ
ସମ୍ଭାଳି ବାକୁ ହବ ସାବଧାନ ରେ
ଝି – ପଡିଲେ ଭାଙ୍ଗିଯିବ
ଭାଙ୍ଗିଲେ ରାଗିଯିବ
ରହିବ ନାହିଁ ଜମା ବ୍ୟବଧାନ ରେ
ତୋ ଚାହାଣି ଛୁରୀ
ଦେଲା ଛାତିକୁ ଚିରି
ଏଡେ ଚୋରଣୀ ତୁ ଲୋ
କଲୁ ମୋ ମନ ଚୋରି
ମୋତେ ଖେଳେଇଲୁ ଚକା ଭଉଁରୀ
ହାଏ ହାଏ ଲୋ…
ହାଏ ହାଏ ଲୋ କଳିଯୁଗ ସୁନ୍ଦରୀ
ତୁ ଟିକେ ଟିକେ ଭଲ ଟିକେ ନଖରୀ
ତୁ ଟିକେ ଟିକେ ଭଲ ଟିକେ ନଖରୀ

°•. Third Line .•°

ଝି – ଟୋକା ତୁ ଭାରି ଦୁଷ୍ଟ
ନିଦ ମୋ କଲୁ ନଷ୍ଟ
ଝୁଣ୍ଟୁଚି ଆଜି କାଲି ବାଟ ଘାଟରେ
ପୁ – ଆଲୋ ଆଲୋ
ଥିଲି ମୁଁ ଭଲ ପିଲା
ପ୍ରେମ ତୋ ଦୁଷ୍ଟ କଲା
କି ଜାଦୁ କଲୁ ତୋର ଆଖି ଓଠରେ
ଝି – ନାହିଁ ଆଖିର ଦୋଷ
ନାହିଁ ଓଠର ଦୋଷ
ଯାହା ଘଟୁଚି ଏବେ
ସବୁ ବୟସ ଦୋଷ
ବାଜେ ଛାତି ତଳେ ଯୋଡି ମହୁରୀ
ପୁ – ହାଏ ହାଏ ଲୋ…
ହାଏ ହାଏ ଲୋ କଳିଯୁଗ ସୁନ୍ଦରୀ
ତୁ ଟିକେ ଟିକେ ଭଲ ଟିକେ ନଖରୀ
ତୁ ଟିକେ ଟିକେ ଭଲ ଟିକେ ନଖରୀ

Read »  Tu Mora Janu Mu Tora Janeman

°•. End .•°

Posted By – OdiaLyrics.Com™

ଆପଣ ଖୋଜୁଥିବା ଲିରିକ୍ସ୍ ଏହି Website ରେ କିମ୍ବା ଅନ୍ୟ କୌଣସି Website ରେ ଯଦି ମିଳୁ ନାହିଁ । ତେବେ ଦୟାକରି ଆମକୁ - Email Comment କିମ୍ବା Request Lyrics ମାଧ୍ୟମରେ ଜଣାନ୍ତୁ । ଆମ ଟିମ୍ ଯଥାଶୀଘ୍ର ଆପଣ କହିଥିବା ଗୀତ ର ଲିରିକ୍ସ୍ ଆପଣଙ୍କୁ ଯୋଗାଇ ଦବାକୁ ଚେଷ୍ଟା କରିବ |

🙏ଧନ୍ୟବାଦ୍🙏

Leave a Comment