Song » Ei Janamare Pakhe Pakhe Tha •
Singer » Jagan •
Singer » Ira Mohanty •
Music » Malaya Mishra •
Lyrics » Subash Mishra •
Ei Janamare Pakhe Pakhe Tha Lyrics In Odia
°•. First Line .•°
ପୁ – କିଏ ସେ ଜାଣିଚି ଆର ଜନମରେ
ତୋ ସାଥିରେ ଦେଖା ହବ କି ନାହିଁ
ଏଇ ଜନମରେ ଟିକେ ଭଲ ପା
ଏଇ ଜନମରେ ଟିକେ ଭଲ ପା
ଝି – କିଏ ସେ ଜାଣିଚି ଏ ଜନମ ପରେ
ଆଉ ଗୋଟେ ଜନ୍ମ ଅଛି କି ନାହିଁ
ଏଇ ଜନମରେ ପାଖେ ପାଖେ ଥା
ଏଇ ଜନମରେ ପାଖେ ପାଖେ ଥା
ପୁ – ଆମ ପ୍ରେମ ହେଇଯିବ
ଆମ ପରେ ଲୋକ ଗପ
ସେଇ ଗପ ଲେଖିଦବା ଆ
ଏଇ ଜନମରେ ଟିକେ ଭଲ ପା
ଝି – ଏଇ ଜନମରେ ପାଖେ ପାଖେ ଥା
°•. Second Line .•°
ପୁ – ପ୍ରଥମ ଥର ଯିଏ ପୃଥିବୀରେ କଲା ପ୍ରେମ
କଉଠି ଲେଖା ନାହିଁ ତା ନାମ
ପ୍ରଥମ ଥର ଯିଏ ପୃଥିବୀରେ କଲା ପ୍ରେମ
କଉଠି ଲେଖା ନାହିଁ ତା ନାମ
ଝି – ପ୍ରଥମ ଥର ଯିଏ ଦେଖିଥିବ ତାର ସ୍ୱପ୍ନ
କେମିତି ହେଇଥିବ ତା ମନ
ପୁ – ମନ ଟିଏ ଥିଲେ ସିନା
ପ୍ରେମ ପାଇଁ ନାହିଁ ମନା
ମନ ପାଖେ ମନ ରଖିଥା
ଏଇ ଜନମରେ ଟିକେ ଭଲ ପା
ଝି – ଏଇ ଜନମରେ ପାଖେ ପାଖେ ଥା
°•. Third Line .•°
ଝି – ପ୍ରେମକୁ ଅନୁମତି ଦୁନିଆ କି ଦିଏ କହ
ଦିଏ ସେ ଅନୁମତି ହୃଦୟ
ଝି – ପ୍ରେମକୁ ଅନୁମତି ଦୁନିଆ କି ଦିଏ କହ
ଦିଏ ସେ ଅନୁମତି ହୃଦୟ
ଝି – ପ୍ରେମର ପ୍ରତିସୃତି ସହଜେ କି ଭାଙ୍ଗେ କହ
ଦେଲେ ତ ତାକୁ ଟିକେ ସମୟ
ଝି – ସମୟ ତ ଯିବ ଫେରି
ଯିବନି ଏ ପ୍ରେମ ସରି
ଏଇ ବିଶ୍ୱାସ ରଖିଥା
ଏଇ ଜନମରେ ପାଖେ ପାଖେ ଥା
ପୁ – ଏଇ ଜନମରେ ଟିକେ ଭଲ ପା
ଝି – ଏଇ ଜନମରେ ପାଖେ ପାଖେ ଥା
ପୁ – ଏଇ ଜନମରେ ଟିକେ ଭଲ ପା
°•. End .•°
Posted By – OdiaLyrics.Com™
ଆପଣ ଖୋଜୁଥିବା ଲିରିକ୍ସ୍ ଏହି Website ରେ କିମ୍ବା ଅନ୍ୟ କୌଣସି Website ରେ ଯଦି ମିଳୁ ନାହିଁ । ତେବେ ଦୟାକରି ଆମକୁ - Email Comment କିମ୍ବା Request Lyrics ମାଧ୍ୟମରେ ଜଣାନ୍ତୁ । ଆମ ଟିମ୍ ଯଥାଶୀଘ୍ର ଆପଣ କହିଥିବା ଗୀତ ର ଲିରିକ୍ସ୍ ଆପଣଙ୍କୁ ଯୋଗାଇ ଦବାକୁ ଚେଷ୍ଟା କରିବ |
🙏ଧନ୍ୟବାଦ୍🙏