Song » E Mana Mo Mana •
Singer » Humane Sagar •
Music » Japani Bhai •
Lyrics » Japani Bhai •
E Mana Mo Mana Lyrics In Odia
°•. First Line .•°
କାଇଁ ପଥର ଟାକୁ ଦଉଥିଲୁ ରେ ତୋରି ମନ
ପଥର ଭିତରେ ହୃଦୟ ନାହିଁ ନାହିଁ ସ୍ପନ୍ଦନ
କାଇଁ ପଥର ଟାକୁ ଦଉଥିଲୁ ରେ ତୋରି ମନ
ପଥର ଭିତରେ ହୃଦୟ ନାହିଁ ନାହିଁ ସ୍ପନ୍ଦନ
କାନ୍ଦନାରେ କାନ୍ଦନାରେ ତୁ ରାତି ଦିନ
ଏ ମନ ମୋ ମନ ରେ ମନ ମୋ ମନ
ଏ ମନ ମୋ ମନ ରେ ମନ ମୋ ମନ
ତୋ ଧନ ହୃଦୟ ହୀନ ନାହିଁରେ ତାର ମନ
ତୋ ଧନ ହୃଦୟ ହୀନ ନାହିଁରେ ତାର ମନ
°•. Second Line .•°
ସିଧା ସାଧା ଭଲା ଭାଲା ଥିଲୁ ତୁ ପୁଅଟେ
ତୋ ପାଇଁ ଯୋଗ୍ୟ ନୁହଁ ତା ପରି ଝିଅଟେ
ଉପରକୁ ସୁନ୍ଦର ସେ ଭିତରେ ଅଙ୍ଗାର
ତା ପାଇଁ ଜୀବନଟା ହେଲାରେ ଅନ୍ଧାର
କାଇଁ ପଥର ଟାକୁ ଦଉଥିଲୁ ରେ ତୋରି ମନ
ପଥର ଭିତରେ ହୃଦୟ ନାହିଁ ନାହିଁ ସ୍ପନ୍ଦନ
କାଇଁ ପଥର ଟାକୁ ଦଉଥିଲୁ ରେ ତୋରି ମନ
ପଥର ଭିତରେ ହୃଦୟ ନାହିଁ ନାହିଁ ସ୍ପନ୍ଦନ
ଦେଖ୍’ନାରେ ଦେଖ୍’ନାରେ ଆଉ ସପନ
ଏ ମନ ମୋ ମନ ରେ ମନ ମୋ ମନ
ଏ ମନ ମୋ ମନ ରେ ମନ ମୋ ମନ
ତୋ ଧନ ହୃଦୟ ହୀନ ନାହିଁରେ ତାର ମନ
ତୋ ଧନ ହୃଦୟ ହୀନ ନାହିଁରେ ତାର ମନ
°•. Third Line .•°
ଏକା ଥିଲୁ ଭଲ ଥିଲୁ ପ୍ରେମ କାଇଁ କଲୁ
ଏତେ ସଚ୍ଚା ପ୍ରେମ କରି କଣ ପାଇଲୁ
ତଥାପି ତୁ କହୁଚୁ ରେ ସେ ଝିଅଟା ଭଲ
କେମିତିକା ପ୍ରେମିକ ତୁ କେତେ ଯେ ପାଗଳ
କାଇଁ ପଥର ଟାକୁ ଦଉଥିଲୁ ରେ ତୋରି ମନ
ପଥର ଭିତରେ ହୃଦୟ ନାହିଁ ନାହିଁ ସ୍ପନ୍ଦନ
କାଇଁ ପଥର ଟାକୁ ଦଉଥିଲୁ ରେ ତୋରି ମନ
ପଥର ଭିତରେ ହୃଦୟ ନାହିଁ ନାହିଁ ସ୍ପନ୍ଦନ
ଡାକ୍’ନାରେ ଡାକ୍’ନାରେ ଆଉ ତୁ ଧନ
ଏ ମନ ମୋ ମନ ରେ ମନ ମୋ ମନ
ଏ ମନ ମୋ ମନ ରେ ମନ ମୋ ମନ
ତୋ ଧନ ହୃଦୟ ହୀନ ନାହିଁରେ ତାର ମନ
ତୋ ଧନ ହୃଦୟ ହୀନ ନାହିଁରେ ତାର ମନ
°•. End .•°
Posted By – OdiaLyrics.Com™
ଆପଣ ଖୋଜୁଥିବା ଲିରିକ୍ସ୍ ଏହି Website ରେ କିମ୍ବା ଅନ୍ୟ କୌଣସି Website ରେ ଯଦି ମିଳୁ ନାହିଁ । ତେବେ ଦୟାକରି ଆମକୁ - Email Comment କିମ୍ବା Request Lyrics ମାଧ୍ୟମରେ ଜଣାନ୍ତୁ । ଆମ ଟିମ୍ ଯଥାଶୀଘ୍ର ଆପଣ କହିଥିବା ଗୀତ ର ଲିରିକ୍ସ୍ ଆପଣଙ୍କୁ ଯୋଗାଇ ଦବାକୁ ଚେଷ୍ଟା କରିବ |
🙏ଧନ୍ୟବାଦ୍🙏