Generic selectors
Exact matches only
Search in title
Search in content
Post Type Selectors

Dukha Jadi Lekha Kapale Mora

Song » Dukha Jadi Lekha Kapale Mora •
Singer » Dilip •
Music » Sapan Kumar Panda •
Lyrics » Sapan Kumar Panda •

Dukha Jadi Lekha Kapale Mora Lyrics In Odia

°•. First Line .•°

ଦୁଃଖ ଯଦି ଲେଖା କପାଳେ ମୋର
କଳା ଠାକୁର ମୋ କଳା ଠାକୁର
ଦୁଃଖ ଯଦି ଲେଖା କପାଳେ ମୋର
କଳା ଠାକୁର ମୋ କଳା ଠାକୁର
ଦୁଃଖକୁ କରିଚି ଅତି ନିଜର
କଳା ଠାକୁର ମୋ କଳା ଠାକୁର
ଶେଷ ଇଛା ମୋର ଏତିକି ରଖିବୁ
ଶେଷ ବେଳେ ମୋତେ ଦରଶନ ଦେବୁ
ଶେଷ ଇଛା ମୋର ଏତିକି ରଖିବୁ
ଶେଷ ବେଳେ ମୋତେ ଦରଶନ ଦେବୁ
ଜୀବ ଯାଉ ବଡଦାଣ୍ଡର
ଦୁଃଖ ଯଦି ଲେଖା କପାଳେ ମୋର
କଳା ଠାକୁର ମୋ କଳା ଠାକୁର

°•. Second Line .•°

ବିକଳାଙ୍ଗ କଲୁ ଜନ୍ମରୁ ମୋତେ
କେଉଁ ଜନ୍ମ ପାପ ଭୋଗୁଚି ଏତେ
ବିକଳାଙ୍ଗ କଲୁ ଜନ୍ମରୁ ମୋତେ
କେଉଁ ଜନ୍ମ ପାପ ଭୋଗୁଚି ଏତେ
ତୋ ବାଇଶି ପାହାଚରେ ଯିବି ମୁଁ ଗଡି
ପାପ ଚାଲିଯାଉ ଏଇ ଶରୀର ଛାଡି
ତୋ ବାଇଶି ପାହାଚରେ ଯିବି ମୁଁ ଗଡି
ପାପ ଚାଲିଯାଉ ଏଇ ଶରୀର ଛାଡି
ଶେଷ ଇଛା ମୋର ଏତିକି ରଖିବୁ
ଶେଷ ବେଳେ ମୋତେ ଦରଶନ ଦେବୁ
ଶେଷ ଇଛା ମୋର ଏତିକି ରଖିବୁ
ଶେଷ ବେଳେ ମୋତେ ଦରଶନ ଦେବୁ
ଜୀବ ଯାଉ ବଡଦାଣ୍ଡର
ଦୁଃଖ ଯଦି ଲେଖା କପାଳେ ମୋର
କଳା ଠାକୁର ମୋ କଳା ଠାକୁର

°•. Third Line .•°

ଜୀବନରେ କିଛି ମାଗିନି ତୋତେ
ଦୁଃଖ ପରେ ଦୁଃଖ ଦେଇଚୁ ମୋତେ
ଜୀବନରେ କିଛି ମାଗିନି ତୋତେ
ଦୁଃଖ ପରେ ଦୁଃଖ ଦେଇଚୁ ମୋତେ
ତୋ ନନ୍ଦିଘୋଷ ରଥ ଯାଉରେ ଚଢି
ପ୍ରାଣ ଚାଲିଯାଉ ଏଇ ଶରୀର ଛାଡି
ତୋ ନନ୍ଦିଘୋଷ ରଥ ଯାଉରେ ଚଢି
ପ୍ରାଣ ଚାଲିଯାଉ ଏଇ ଶରୀର ଛାଡି
ଶେଷ ଇଛା ମୋର ଏତିକି ରଖିବୁ
ଶେଷ ବେଳେ ମୋତେ ଦରଶନ ଦେବୁ
ଶେଷ ଇଛା ମୋର ଏତିକି ରଖିବୁ
ଶେଷ ବେଳେ ମୋତେ ଦରଶନ ଦେବୁ
ଜୀବ ଯାଉ ବଡଦାଣ୍ଡର
ଦୁଃଖ ଯଦି ଲେଖା କପାଳେ ମୋର
କଳା ଠାକୁର ମୋ କଳା ଠାକୁର
ଦୁଃଖକୁ କରିଚି ଅତି ନିଜର
କଳା ଠାକୁର ମୋ କଳା ଠାକୁର
କଳା ଠାକୁର ମୋ କଳା ଠାକୁର
ମୋ କଳା ଠାକୁର ମୋ କଳା ଠାକୁର
ମୋ କଳା ଠାକୁର ମୋ କଳା ଠାକୁର

Read »  Aau Thare Tume Krushna Hoijao

°•. End .•°

Posted By – OdiaLyrics.Com™

ଆପଣ ଖୋଜୁଥିବା ଲିରିକ୍ସ୍ ଏହି Website ରେ କିମ୍ବା ଅନ୍ୟ କୌଣସି Website ରେ ଯଦି ମିଳୁ ନାହିଁ । ତେବେ ଦୟାକରି ଆମକୁ - Email Comment କିମ୍ବା Request Lyrics ମାଧ୍ୟମରେ ଜଣାନ୍ତୁ । ଆମ ଟିମ୍ ଯଥାଶୀଘ୍ର ଆପଣ କହିଥିବା ଗୀତ ର ଲିରିକ୍ସ୍ ଆପଣଙ୍କୁ ଯୋଗାଇ ଦବାକୁ ଚେଷ୍ଟା କରିବ |

🙏ଧନ୍ୟବାଦ୍🙏

Leave a Comment