Song » Dina Sina Chali Jaye •
Singer » Kumar Sanu •
Music » Krushna Chandra •
Lyrics » Panchanan Nayak •
Dina Sina Chali Jaye Lyrics In Odia
°•. First Line .•°
ଦିନ ସିନା ଚାଲିଯାଏ ସ୍ମୃତି ରହେ ଛାତିତଳେ
ସେଇ ସ୍ମୃତି ସାରା ରାତି କାନ୍ଦୁଥାଏ ନିରବରେ
ଦିନ ସିନା ଚାଲିଯାଏ ସ୍ମୃତି ରହେ ଛାତିତଳେ
ସେଇ ସ୍ମୃତି ସାରା ରାତି କାନ୍ଦୁଥାଏ ନିରବରେ
ହାଏ ରେ…ହାଏ ରେ…ହାଏ ରେ…ହାଏ ରେ…
°•. Second Line .•°
ସୁନା ଚଢେଇ ଡେଣା ବାଡେଇ
ଉଡି ଉଡି ଆସିଥିଲା
ସୁନା ଚଢେଇ ଡେଣା ବାଡେଇ
ଉଡି ଉଡି ଆସିଥିଲା
ବସାଟେ ବାନ୍ଧି ପ୍ରେମରେ ଛନ୍ଦି
ଦିନେ ପୁଣି ଉଡିଗଲା
ଜୀବନ ତ ଯାଯାବର ସାଥି ଚାଲିଗଲା ପରେ
ଜୀବନ ତ ଯାଯାବର ସାଥି ଚାଲିଗଲା ପରେ
ହାଏ ରେ…ହାଏ ରେ…ହାଏ ରେ…ହାଏ ରେ…
°•. Third Line .•°
ଫେରିବ କହି ଫେରିଲା ନାହିଁ
ଅଫେରା ପ୍ରେମିକା ମୋର
ଫେରିବ କହି ଫେରିଲା ନାହିଁ
ଅଫେରା ପ୍ରେମିକା ମୋର
କାହିଁକି ମୋତେ ଛାଡିଲା ବାଟେ
ପାଉନି କାରଣ ତାର
ସପନ ତ ହେଲା ମାଟି ନଦ ଭାଙ୍ଗିଗଲା ପରେ
ସପନ ତ ହେଲା ମାଟି ନଦ ଭାଙ୍ଗିଗଲା ପରେ
ହାଏ ରେ…ହାଏ ରେ…ହାଏ ରେ…ହାଏ ରେ…
ଦିନ ସିନା ଚାଲିଯାଏ ସ୍ମୃତି ରହେ ଛାତିତଳେ
ସେଇ ସ୍ମୃତି ସାରା ରାତି କାନ୍ଦୁଥାଏ ନିରବରେ
ହାଏ ରେ…ହାଏ ରେ…ହାଏ ରେ…ହାଏ ରେ…
ହାଏ ରେ…ହାଏ ରେ…
°•. End .•°
Posted By – OdiaLyrics.Com™
ଆପଣ ଖୋଜୁଥିବା ଲିରିକ୍ସ୍ ଏହି Website ରେ କିମ୍ବା ଅନ୍ୟ କୌଣସି Website ରେ ଯଦି ମିଳୁ ନାହିଁ । ତେବେ ଦୟାକରି ଆମକୁ - Email Comment କିମ୍ବା Request Lyrics ମାଧ୍ୟମରେ ଜଣାନ୍ତୁ । ଆମ ଟିମ୍ ଯଥାଶୀଘ୍ର ଆପଣ କହିଥିବା ଗୀତ ର ଲିରିକ୍ସ୍ ଆପଣଙ୍କୁ ଯୋଗାଇ ଦବାକୁ ଚେଷ୍ଟା କରିବ |
🙏ଧନ୍ୟବାଦ୍🙏