Generic selectors
Exact matches only
Search in title
Search in content
Post Type Selectors

Dilta Hela Pagala

Song » Dilta Hela Pagala •
Singer » Humane Sagar •
Singer » Aseema Panda •
Music » Biraja Prasad •
Lyrics » Pramod Parida •

Dilta Hela Pagala Lyrics In Odia

°•. First Line .•°

ପୁ – ଝଲମଲ ଝଲସି ଯାଏ ତୋ କାନର ଝୁମୁକା
ଝି – ସୁନା ରୁପା ଝୁମୁକା ଠାରୁ ତୋ ପ୍ରେମ ଟା ଦିମିକା
ପୁ – ଚକମକ ଚମକି ଯାଏ ତୋ ଚୁଡିର ଚୁମ୍’କି
ଝି – ଧକଧକ ଛାତିଟା ମୋର ଯାଏରେ ଚମ୍’କି
ପୁ – ଆଲୋ ଲାଜ ଜୁଡୁବୁଡୁ ଲାଜେଇ କନିଆଁ
ଝି – ତୁ ମୋର ସବୁକିଛି ତୁ ମୋ ଦୁନିଆଁ
ପୁ – ମହୁ ଠାରୁ ମିଠା ତୋର କଥା ମହୁଲ
ତୋତେ ଦେଖି ଦିଲ୍’ଟା ମୋର ହେଲା ପାଗଲ
ଝି – ଏ ତୋତେ ଦେଖି ଦିଲ୍’ଟା ମୋର ହେଲା ପାଗଲ
ଏ ରାଜା ତୋତେ ଦେଖି ଦିଲ୍’ଟା ମୋର ହେଲା ପାଗଲ

°•. Second Line .•°

ପୁ – ମନେ ମନେ ଖୋଜୁଥିଲି
ଝିଅଟିଏ ତୋ ପରି
ତୋତେ ପାଇ ପାଇଗଲି
ସରଗର ଅପ୍ସରୀ
ଝି – ପରୀ ନୁହେଁ ଶାରୀ ନୁହେଁ
ମୁଁ ତୋର ମନ ମୟୁରୀ
ରହିଥିବି ଧନ ତୋର
ହୃଦୟରେ ଘରକରି
ପୁ – ଏ ହଲ୍’ଦି ଗୁରୀ ନୂଆଁ ସୁନ୍ଦିରୀ
କନିଆଁ ରାନୀ ସାଜିବ ଲୋ
ମାନ୍ଦଲ୍ ସାଥେ ଯୁଡି ମହୁରୀ
ଗାଁ ରେ ତୋର ବାଜିବ ଲୋ
ଆଲୋ ନାଲି ଟୁକୁଟୁକୁ ସାଧବ ବୋହୁ ତୁ
ଝି – ଆରେ କହିଦେ ରେ ଖୋଲି କଣ ଚାହୁଁ ତୁ
ପୁ – ଚାନ୍ଦ ଠାରୁ ସୁନ୍ଦିରୀ ତୁ ବେଶି ଡଉଲ
ତୋତେ ଦେଖି ଦିଲ୍’ଟା ମୋର ହେଲା ପାଗଲ
ଝି – ଆରେ ତୋତେ ଦେଖି ଦିଲ୍’ଟା ମୋର ହେଲା ପାଗଲ
ଏ ପିଲା…
ପୁ – ତୋତେ ଦେଖି ଦିଲ୍’ଟା ମୋର ହେଲା ପାଗଲ

°•. Third Line .•°

ପୁ – ତୋତେ ପାଇ ଲାଗେ ଆଜି
ସବୁ ଋତୁ ନୂଆଁ ନୂଆଁ
ନାହିଁ ମେଘ ଏକି ପାଗ
ଜାଳେ ତୋର ପ୍ରେମ ନିଆଁ
ଝି – ଚଗଲି ଏ ମନ ଖୋଜେ
ମିଠା ତୋର ପ୍ରିତି ଛୁଆଁ
ତୋ ପାଇଁ ଅବୁଝା ସେ
ଅଝଟ ସେ ଅମାନିଆଁ
ପୁ – ଏ ନୂଆଁ ଧାଙ୍ଗିରି ଫୁଲ୍ ଚାଙ୍ଗୁଡି
ଚେହେରା ତୋର ମଖମଲି
ଫୁଲ୍ କୁଆଁରୀ ନୂଆଁ କିଶରୀ
ତୁ ସଜ ଫୁଟା ସଜ ମଲ୍ଲୀ
ଆଲୋ ଧବ ଫରଫର ତୁ ମୋତି କଣ୍ଢେଇ
ଝି – ରାଜା ନେଇଯା ରେ ମୋତେ ରାଣୀ ତୁ ସଜେଇ
ତୋ ମାଟି ଘର ମୋ ପାଇଁ ରାଜ ମହଲ
ତୋତେ ଦେଖି ଦିଲ୍’ଟା ମୋର ହେଲା ପାଗଲ
ପୁ – ଏ ମୋର୍ ରାନୀ ରାନୀ ରାନୀ ରାନୀ ରାନୀ ରାନୀ
ତୋତେ ଦେଖି ଦିଲ୍’ଟା ମୋର ହେଲା ପାଗଲ
ଝି – ରାଜା ତୋତେ ଦେଖି ଦିଲ୍’ଟା ମୋର ହେଲା ପାଗଲ

Read »  Saji Thili To Suna Kandhei

°•. End .•°

Posted By – OdiaLyrics.Com™

ଆପଣ ଖୋଜୁଥିବା ଲିରିକ୍ସ୍ ଏହି Website ରେ କିମ୍ବା ଅନ୍ୟ କୌଣସି Website ରେ ଯଦି ମିଳୁ ନାହିଁ । ତେବେ ଦୟାକରି ଆମକୁ - Email Comment କିମ୍ବା Request Lyrics ମାଧ୍ୟମରେ ଜଣାନ୍ତୁ । ଆମ ଟିମ୍ ଯଥାଶୀଘ୍ର ଆପଣ କହିଥିବା ଗୀତ ର ଲିରିକ୍ସ୍ ଆପଣଙ୍କୁ ଯୋଗାଇ ଦବାକୁ ଚେଷ୍ଟା କରିବ |

🙏ଧନ୍ୟବାଦ୍🙏

Leave a Comment