Song » Dekhichu Ta Prema Mora •
Singer » Humane Sagar •
Music » Prem Darshan •
Lyrics » Prem Darshan •
Dekhichu Ta Prema Mora Lyrics In Odia
°•. First Line .•°
ଲୁହ ଦେଇକି ମୋ ଆଖିରେ
କେମିତି ତୁ ହସି ପାରୁଚୁ
ଦୁଃଖ ଦେଇକି ମୋ ଛାତିରେ
କେମିତି ତୁ ଖୁସି ହଉଚୁ
ଲୁହ ଦେଇକି ମୋ ଆଖିରେ
କେମିତି ତୁ ହସି ପାରୁଚୁ
ଦୁଃଖ ଦେଇକି ମୋ ଛାତିରେ
କେମିତି ତୁ ଖୁସି ହଉଚୁ
ଭାବିଚୁକି ମୋ ଆଖିରେ ଲୁହ ଦେଇକି
ତୁ ଖୁସିରେ ରହିବୁ
ଦେଖିଚୁ ତ ପ୍ରେମ ମୋର
ଏବେ ଘୃଣା ଦେଖିବୁ
ତୁ ମୋ ଘୃଣା ଦେଖିବୁ
ଦେଖିଚୁ ତ ପ୍ରେମ ମୋର
ଏବେ ଘୃଣା ଦେଖିବୁ
ତୁ ମୋ ଘୃଣା ଦେଖିବୁ
ଦେଖିଚୁ ତ ପ୍ରେମ ମୋର
ଏବେ ଘୃଣା ଦେଖିବୁ
ତୁ ମୋ ଘୃଣା ଦେଖିବୁ
°•. Second Line .•°
ତୋ ମିଛକୁ ସବୁ ସତ ଭାବି
ଦେଲି ପ୍ରେମିକାର ମାନ୍ୟତା
ଆଜି ବୁଝିଲି ମୋ ପ୍ରେମ ପାଇଁ
ନଥିଲା ଲୋ ତୋର ଯଗ୍ୟତା
ଭାଙ୍ଗିଦେଲୁ ତ ମୋ ହୃଦୟକୁ
ଏତିକି ମନେ ରଖିବୁ
ଆଜି ପାଉଚି ମୁଁ ଯେତେ କଷ୍ଟ
ଦିନେ ନା ଦିନେ ତୁ ପାଇବୁ
ଭାବିଚୁକି ମୋତେ ଛାଡି ଆଉକା ସାଥିରେ
ତୁ ଖୁସିରେ ରହିବୁ
ଦେଖିଚୁ ତ ପ୍ରେମ ମୋର
ଏବେ ଘୃଣା ଦେଖିବୁ
ତୁ ମୋ ଘୃଣା ଦେଖିବୁ
ଦେଖିଚୁ ତ ପ୍ରେମ ମୋର
ଏବେ ଘୃଣା ଦେଖିବୁ
ତୁ ମୋ ଘୃଣା ଦେଖିବୁ
ଦେଖିଚୁ ତ ପ୍ରେମ ମୋର
ଏବେ ଘୃଣା ଦେଖିବୁ
ତୁ ମୋ ଘୃଣା ଦେଖିବୁ
°•. Third Line .•°
ମିଳିଲେନି ତୋତେ ଆଉ କେହି
ମନ ସାଥେ ମୋର ଖେଳିଲୁ
ସାତ ଜନମକୁ କଥା ଦେଇ
ଧନ କାଇଁ ଠକିଦେଲୁ
ଏତେ ଭଲ ପାଉଥିଲି ତୋତେ
କେମିତି ଭୁଲିଗଲୁ ତୁ
ମରିଯିବି ପଛେ ଆଉ କେବେ
ଭଲ ପାଇବିନି କାହାକୁ
ଭାବିଚୁକି ଆଉକା ସିନ୍ଦୁର ନାଇଲେ
ତୁ ଖୁସିରେ ରହିବୁ
ଦେଖିଚୁ ତ ପ୍ରେମ ମୋର
ଏବେ ଘୃଣା ଦେଖିବୁ
ତୁ ମୋ ଘୃଣା ଦେଖିବୁ
ଦେଖିଚୁ ତ ପ୍ରେମ ମୋର
ଏବେ ଘୃଣା ଦେଖିବୁ
ତୁ ମୋ ଘୃଣା ଦେଖିବୁ
ଦେଖିଚୁ ତ ପ୍ରେମ ମୋର
ଏବେ ଘୃଣା ଦେଖିବୁ
ତୁ ମୋ ଘୃଣା ଦେଖିବୁ
°•. End .•°
Posted By – OdiaLyrics.Com™
ଆପଣ ଖୋଜୁଥିବା ଲିରିକ୍ସ୍ ଏହି Website ରେ କିମ୍ବା ଅନ୍ୟ କୌଣସି Website ରେ ଯଦି ମିଳୁ ନାହିଁ । ତେବେ ଦୟାକରି ଆମକୁ - Email Comment କିମ୍ବା Request Lyrics ମାଧ୍ୟମରେ ଜଣାନ୍ତୁ । ଆମ ଟିମ୍ ଯଥାଶୀଘ୍ର ଆପଣ କହିଥିବା ଗୀତ ର ଲିରିକ୍ସ୍ ଆପଣଙ୍କୁ ଯୋଗାଇ ଦବାକୁ ଚେଷ୍ଟା କରିବ |
🙏ଧନ୍ୟବାଦ୍🙏