Generic selectors
Exact matches only
Search in title
Search in content
Post Type Selectors

Deba Deba Mahadeba

Song » Deba Deba Mahadeba •
Singer » Kuna Mahana •
Music » Sapan Kumar Panda •
Lyrics » Sapan Kumar Panda •

Deba Deba Mahadeba Lyrics In Odia

°•. First Line .•°

ଦେବ ଦେବ ଦେବ ଦେବ ମହାଦେବ ପ୍ରଭୁ ମହାଦେବ
ରଖିଲେ ଶିବ କିଏ ମାରିବ ହଁ କିଏ ମାରିବ
ଦେବ ଦେବ ଦେବ ଦେବ ମହାଦେବ ପ୍ରଭୁ ମହାଦେବ
ରଖିଲେ ଶିବ କିଏ ମାରିବ ହଁ କିଏ ମାରିବ
ପାପିକୁ ସଂହାର ପାପ ନାଶିଲ
ଚନ୍ଦ୍ରଶେଖର ଶିରେ ଚନ୍ଦ୍ର ଧରିଲ
ପାପିକୁ ସଂହାର ପାପ ନାଶିଲ
ଚନ୍ଦ୍ରଶେଖର ଶିରେ ଚନ୍ଦ୍ର ଧରିଲ
ହରହର ମହାଦେବ୍…
ହରହର ଶମ୍ଭୁ ଓଁ ନମଃ ଶିବାୟ
ହରହର ଶମ୍ଭୁ ଓଁ ନମଃ ଶିବାୟ
ହରହର ହର ଶମ୍ଭୁ ଓଁ ନମଃ ଶିବାୟ
ହରହର ଶମ୍ଭୁ ଓଁ ନମଃ ଶିବାୟ

°•. Second Line .•°

ଲଗାଇ ଦୀପ ଲଗାଇ ଧୂପ
ଗାଇବି ମୁଁ ପଞ୍ଚାକ୍ଷର
କ୍ଷୀର କଦଳୀ ନଡିଆ ଦେଇ
କରିବି ମୁଁ ଉପଚାର
ଲଗାଇ ଦୀପ ଲଗାଇ ଧୂପ
ଗାଇବି ମୁଁ ପଞ୍ଚାକ୍ଷର
କ୍ଷୀର କଦଳୀ ନଡିଆ ଦେଇ
କରିବି ମୁଁ ଉପଚାର
ବୃଶବ କାନେ କହିବି ଯାଇ
ମନର କଥା କେତେ ଯେ ମୋର
ଭୋଳା ଶଙ୍କର ଡାକ ଶୁଣି
ଯାଚିବେ ମୋତେ କେତେ ଯେ ବର
ହରହର ମହାଦେବ୍…
ହରହର ଶମ୍ଭୁ ଓଁ ନମଃ ଶିବାୟ
ହରହର ଶମ୍ଭୁ ଓଁ ନମଃ ଶିବାୟ
ହରହର ହର ଶମ୍ଭୁ ଓଁ ନମଃ ଶିବାୟ
ହରହର ଶମ୍ଭୁ ଓଁ ନମଃ ଶିବାୟ

°•. Third Line .•°

ଜାଗର ଦିନ ଲଗାଇ ଦୀପ
କରେ କେତେ ମାନସିକ
ସବୁରି ପାପ ସବୁରି ଦୁଃଖ
ଦୁରେ ଯାଏ ଶିବ ଲୋକ
ଜାଗର ଦିନ ଲଗାଇ ଦୀପ
କରେ କେତେ ମାନସିକ
ସବୁରି ପାପ ସବୁରି ଦୁଃଖ
ଦୁରେ ଯାଏ ଶିବ ଲୋକ
ଶ୍ରାବଣ ମାସେ କାଉଡି ନେଇ
କରିଥାଏ ଅଭିଶେକ
ସବୁରି ଦୁଃଖ ହୁଅଇ ଦୁର
ପୁରିଥାଏ ମାନସିକ
ହରହର ମହାଦେବ୍…
ହରହର ଶମ୍ଭୁ ଓଁ ନମଃ ଶିବାୟ
ହରହର ଶମ୍ଭୁ ଓଁ ନମଃ ଶିବାୟ
ହରହର ହର ଶମ୍ଭୁ ଓଁ ନମଃ ଶିବାୟ
ହରହର ଶମ୍ଭୁ ଓଁ ନମଃ ଶିବାୟ
ଦେବ ଦେବ ଦେବ ଦେବ ମହାଦେବ ପ୍ରଭୁ ମହାଦେବ
ରଖିଲେ ଶିବ କିଏ ମାରିବ ହଁ କିଏ ମାରିବ
ଦେବ ଦେବ ଦେବ ଦେବ ମହାଦେବ ପ୍ରଭୁ ମହାଦେବ
ରଖିଲେ ଶିବ କିଏ ମାରିବ ହଁ କିଏ ମାରିବ
ପାପିକୁ ସଂହାର ପାପ ନାଶିଲ
ଚନ୍ଦ୍ରଶେଖର ଶିରେ ଚନ୍ଦ୍ର ଧରିଲ
ପାପିକୁ ସଂହାର ପାପ ନାଶିଲ
ଚନ୍ଦ୍ରଶେଖର ଶିରେ ଚନ୍ଦ୍ର ଧରିଲ
ହରହର ମହାଦେବ୍…
ହରହର ଶମ୍ଭୁ ଓଁ ନମଃ ଶିବାୟ
ହରହର ଶମ୍ଭୁ ଓଁ ନମଃ ଶିବାୟ
ହରହର ହର ଶମ୍ଭୁ ଓଁ ନମଃ ଶିବାୟ
ହରହର ଶମ୍ଭୁ ଓଁ ନମଃ ଶିବାୟ

Read »  Tu Mo Prema Ra Puja

°•. End .•°

Posted By – OdiaLyrics.Com™

ଆପଣ ଖୋଜୁଥିବା ଲିରିକ୍ସ୍ ଏହି Website ରେ କିମ୍ବା ଅନ୍ୟ କୌଣସି Website ରେ ଯଦି ମିଳୁ ନାହିଁ । ତେବେ ଦୟାକରି ଆମକୁ - Email Comment କିମ୍ବା Request Lyrics ମାଧ୍ୟମରେ ଜଣାନ୍ତୁ । ଆମ ଟିମ୍ ଯଥାଶୀଘ୍ର ଆପଣ କହିଥିବା ଗୀତ ର ଲିରିକ୍ସ୍ ଆପଣଙ୍କୁ ଯୋଗାଇ ଦବାକୁ ଚେଷ୍ଟା କରିବ |

🙏ଧନ୍ୟବାଦ୍🙏

Leave a Comment