Generic selectors
Exact matches only
Search in title
Search in content
Post Type Selectors

Chiring Chiring

Song » Chiring Chiring •
Singer » Humane Sagar •
Music » Ashish Pradhan •
Lyrics » Manoj Kumar Panda •

Chiring Chiring Lyrics In Odia

°•. First Line .•°

ନାଚିବୁ ଆମେ ଆଜି ଦେଖିବ ମଜା
ଥରିବ ମାଟି ଆଉ ଭାଙ୍ଗିବ ତାଜା
ଆଜିକ ରାତି ପାଇଁ ଆମେ ରେ ରାଜା
ଦୁଲୁକେଇ କି ତେଲିଙ୍ଗି ବାଇଦ ବଜା
ଲୋଡା ହବା ଦବୁ ନାହିଁ ଜମାରୁ ଢିଲା
ଦେଶି ବିଦେଶି ରସ ଉଡିଲା
ମୁଣ୍ଡ ହାଉଲେ ହାଉଲେ ଝିମେଇ ଦେଲା
ହଁ ଏବେ ଏଇ ଏବେ ଧରିଲା
ଟିକେ ଚିରିଙ୍ଗ୍ ଚିରିଙ୍ଗ୍ ନିଶା ଟା ଚଢିଲା
ପୁରା ତିରିଙ୍ଗ୍ ତିରିଙ୍ଗ୍ ରାତିଟା ଜମିଲା
ଟିକେ ଚିରିଙ୍ଗ୍ ଚିରିଙ୍ଗ୍ ନିଶା ଟା ଚଢିଲା
ପୁରା ତିରିଙ୍ଗ୍ ତିରିଙ୍ଗ୍ ରାତିଟା ଜମିଲା
ଟିକେ ଚିରିଙ୍ଗ୍ ଚିରିଙ୍ଗ୍ ନିଶା ଟା ଚଢିଲା
ପୁରା ତିରିଙ୍ଗ୍ ତିରିଙ୍ଗ୍ ରାତିଟା ଜମିଲା
ଟିକେ ଚିରିଙ୍ଗ୍ ଚିରିଙ୍ଗ୍ ନିଶା ଟା ଚଢିଲା
ପୁରା ତିରିଙ୍ଗ୍ ତିରିଙ୍ଗ୍ ରାତିଟା ଜମିଲା

°•. Second Line .•°

କଲବଲ କାହିଁକି କଲବଲ
ଭୁଲ ଭୁଲ ମନରୁ ସବୁ ଭୁଲ
ନାଚ ଗୀତରେ ନାଚିକି ସବୁ ଝୁଲ
ଚାଲ ଚାଲ କରମ କରି ଚାଲ
ଭଲ ଭଲ ସବୁ ତ ହବ ଭଲ
ମଜା ମସ୍ତିରେ ଏଇନା ମଜି ଚାଲ
ଖେଳ କଶ ଖାଣ୍ଟି ରଡ ଆମରି ପିଲା
ଆଜି ଖଟି ଟା ଜବର ହେଲା
ଟୋକା ଝାସରେ ଏରିଆ ଦହଲି ଗଲା
ଏଇ ଏବେ ଏଇ ଏବେ ବଢିଲା
ଟିକେ ଚିରିଙ୍ଗ୍ ଚିରିଙ୍ଗ୍ ନିଶା ଟା ଚଢିଲା
ପୁରା ତିରିଙ୍ଗ୍ ତିରିଙ୍ଗ୍ ରାତିଟା ଜମିଲା
ଟିକେ ଚିରିଙ୍ଗ୍ ଚିରିଙ୍ଗ୍ ନିଶା ଟା ଚଢିଲା
ପୁରା ତିରିଙ୍ଗ୍ ତିରିଙ୍ଗ୍ ରାତିଟା ଜମିଲା
ଟିକେ ଚିରିଙ୍ଗ୍ ଚିରିଙ୍ଗ୍ ନିଶା ଟା ଚଢିଲା
ପୁରା ତିରିଙ୍ଗ୍ ତିରିଙ୍ଗ୍ ରାତିଟା ଜମିଲା
ଟିକେ ଚିରିଙ୍ଗ୍ ଚିରିଙ୍ଗ୍ ନିଶା ଟା ଚଢିଲା
ପୁରା ତିରିଙ୍ଗ୍ ତିରିଙ୍ଗ୍ ରାତିଟା ଜମିଲା

°•. Third Line .•°

ନାଚିବୁ ଆମେ ଆଜି ଦେଖିବ ମଜା
ଥରିବ ମାଟି ଆଉ ଭାଙ୍ଗିବ ତାଜା
ଆଜିକ ରାତି ପାଇଁ ଆମେ ରେ ରାଜା
ଦୁଲୁକେଇ କି ତେଲିଙ୍ଗି ବାଇଦ ବଜା
ଲୋଡା ହବା ଦବୁ ନାହିଁ ଜମାରୁ ଢିଲା
ଦେଶି ବିଦେଶି ରସ ଉଡିଲା
ମୁଣ୍ଡ ହାଉଲେ ହାଉଲେ ଝିମେଇ ଦେଲା
ହଁ ଏବେ ଏଇ ଏବେ ଘାରିଲା
ଟିକେ ଚିରିଙ୍ଗ୍ ଚିରିଙ୍ଗ୍ ନିଶା ଟା ଚଢିଲା
ପୁରା ତିରିଙ୍ଗ୍ ତିରିଙ୍ଗ୍ ରାତିଟା ଜମିଲା
ଟିକେ ଚିରିଙ୍ଗ୍ ଚିରିଙ୍ଗ୍ ନିଶା ଟା ଚଢିଲା
ପୁରା ତିରିଙ୍ଗ୍ ତିରିଙ୍ଗ୍ ରାତିଟା ଜମିଲା
ଟିକେ ଚିରିଙ୍ଗ୍ ଚିରିଙ୍ଗ୍ ନିଶା ଟା ଚଢିଲା
ପୁରା ତିରିଙ୍ଗ୍ ତିରିଙ୍ଗ୍ ରାତିଟା ଜମିଲା
ଟିକେ ଚିରିଙ୍ଗ୍ ଚିରିଙ୍ଗ୍ ନିଶା ଟା ଚଢିଲା
ପୁରା ତିରିଙ୍ଗ୍ ତିରିଙ୍ଗ୍ ରାତିଟା ଜମିଲା
ଟିକେ ଚିରିଙ୍ଗ୍ ଚିରିଙ୍ଗ୍ … ଚଢିଲା
ପୁରା ତିରିଙ୍ଗ୍ ତିରିଙ୍ଗ୍ … ଜମିଲା

Read »  Haye Haye Lo Kalijuga Sundari

°•. End .•°

Posted By – OdiaLyrics.Com™

ଆପଣ ଖୋଜୁଥିବା ଲିରିକ୍ସ୍ ଏହି Website ରେ କିମ୍ବା ଅନ୍ୟ କୌଣସି Website ରେ ଯଦି ମିଳୁ ନାହିଁ । ତେବେ ଦୟାକରି ଆମକୁ - Email Comment କିମ୍ବା Request Lyrics ମାଧ୍ୟମରେ ଜଣାନ୍ତୁ । ଆମ ଟିମ୍ ଯଥାଶୀଘ୍ର ଆପଣ କହିଥିବା ଗୀତ ର ଲିରିକ୍ସ୍ ଆପଣଙ୍କୁ ଯୋଗାଇ ଦବାକୁ ଚେଷ୍ଟା କରିବ |

🙏ଧନ୍ୟବାଦ୍🙏

Leave a Comment