Generic selectors
Exact matches only
Search in title
Search in content
Post Type Selectors

Chhi Chhi Lo Kemitika Jhia Tu Lo

Song » Chhi Chhi Lo Kemitika Jhia Tu Lo •
Singer » Humane Sagar •
Music » JN Padma •
Lyrics » Khirod Kumar •

Chhi Chhi Lo Kemitika Jhia Tu Lo Lyrics In Odia

°•. First Line .•°

ଇଛା ଥିଲା ଯଦି ଯିବାକୁ ତୋର
ଆଉ କାହା ହାତଧରି ଲୋ
କାହିଁକି କରିଲୁ ମିଛ ଅଭିନୟ
ମୋ ସାଥିରେ ପ୍ରିୟା ଲୋ
ମୋ ଭଲ ପାଇବାର ରାଣ
କି ଭୁଲ୍ ଥିଲା କହ ପ୍ରିୟା ମୋର
କାଇଁ ଠକିଦେଲୁ ମୋତେ ଲୋ
ଛି ଛି ଲୋ କେମିତିକା ଝିଅ ତୁ ଲୋ
ଛି ଛି ଲୋ କେମିତିକା ଝିଅ ତୁ ଲୋ

°•. Second Line .•°

ମିଛ ପ୍ରତିସୃତି ଥିଲା ବୋଲି ତୋର
ଜାଣି ପାରିଲିନି ତୋ ଅଭିନୟ
ଛଳନା ଛୁରୀରେ ମୋ ଛାତି ଚିରିଲୁ
ଧୋକା ଦେଲୁ ମୋତେ ତୋର ନାହିଁ ହୃଦୟ
ଅଳପ ଦିନରେ ମୋତେ ଭୁଲିଗଲୁ
ବେଇମାନି ତୁ ହେଇଗଲୁ ଲୋ ପ୍ରିୟା
ଯାହାକୁ ଭାବୁଚୁ ପ୍ରିୟା ତୁ ନିଜର
ଦେଇଯିବ ଦିନେ ତୋତେ ଲୋ ଧୋକା
କି ଅପରାଧ କଲି ପ୍ରିୟା ତୋର
ହେଇଗଲୁ ତୁ ଏତେ ନିରିଦୟ
ବିଶ୍ୱାସରେ ବିଷ ଦେଲୁ ଲୋ
ଛି ଛି ଲୋ କେମିତିକା ଝିଅ ତୁ ଲୋ
ଛି ଛି ଲୋ କେମିତିକା ଝିଅ ତୁ ଲୋ

°•. Third Line .•°

ଏମିତି ସମ୍ପର୍କ ଥିଲା ତୋ ସାଥିରେ
କେମିତି ଭୁଲିଲୁ ତୁ ପୁରୁଣା ଦିନ
ଟିକିଏ ପ୍ରେମବି ମିଳିବନି ତୋତେ
ଲୁହରେ ଭିଜିବୁ ତୁ ସାରା ଜୀବନ
ଏଡେ ଅବିବେକି ହେଲୁ ତୁ ନିଷ୍ଠୁର
କାହା ପାଇଁ କହ ତୁ ନେଲୁ ଜୀବନ
ପ୍ରତାରଣାକୁ ତୋ ପ୍ରେମ ମୁଁ ଭାବିଲି
ଲୁହରେ ଭିଜୁଚି ଅବୁଝା ମନ
କଉ ଦୋଷ ଥିଲା କହ ପ୍ରିୟା ମୋର
ହେଇ ପାରିଲିନି ମୁଁ କାଇଁ ତୋର
ହସ ହବ ତୋର ଲୁହ ଲୋ
ଛି ଛି ଲୋ କେମିତିକା ଝିଅ ତୁ ଲୋ
ଛି ଛି ଲୋ କେମିତିକା ଝିଅ ତୁ ଲୋ
ଛି ଛି ଲୋ କେମିତିକା ଝିଅ ତୁ ଲୋ

°•. End .•°

Posted By – OdiaLyrics.Com™

Read »  Dina Sina Chali Jaye

ଆପଣ ଖୋଜୁଥିବା ଲିରିକ୍ସ୍ ଏହି Website ରେ କିମ୍ବା ଅନ୍ୟ କୌଣସି Website ରେ ଯଦି ମିଳୁ ନାହିଁ । ତେବେ ଦୟାକରି ଆମକୁ - Email Comment କିମ୍ବା Request Lyrics ମାଧ୍ୟମରେ ଜଣାନ୍ତୁ । ଆମ ଟିମ୍ ଯଥାଶୀଘ୍ର ଆପଣ କହିଥିବା ଗୀତ ର ଲିରିକ୍ସ୍ ଆପଣଙ୍କୁ ଯୋଗାଇ ଦବାକୁ ଚେଷ୍ଟା କରିବ |

🙏ଧନ୍ୟବାଦ୍🙏

Leave a Comment