Song » Chhanaka Rani •
Singer » Udit Narayan •
Singer » Ananya Sritam Nanda •
Music » Japani Bhai •
Lyrics » Bapu Goswami •
Chhanaka Rani Lyrics In Odia
°•. First Line .•°
ପୁ – ଛନ ଛନ ତୁ ଛନକା ରାଣୀ
ଆଲୋ ସୁନା ହରିଣୀ
ଚୁନା ଚୁନା ଚାହାଣି ତୋ କରୁଚି ଗୁଣି
ଝି – ଧନ ଧନ ତୋ କୁଆଁର ଠାଣି
ମୋତେ ନଉଚି ଟାଣି
ତୋ ଆଖିରେ ଲୁଚିଚି ପରସା ମଣି
ପୁ – ତୁ ଆଇ ମାଁ କାହାଣୀର ସୁରିଲା ଢଗ
ତୁ ଶ୍ରାବଣ ଛିଟା ତୁ ଫିରିଙ୍ଗି ମେଘ
ଫିରିଙ୍ଗି ମେଘ
ଛନଛନ ଛନଛନ ଛନ ତୁ ଛନକା ରାଣୀ
ଆଲୋ ସୁନା ହରିଣୀ
ଚୁନା ଚୁନା ଚାହାଣି ତୋ କରୁଚି ଗୁଣି
ଆଲୋ କରୁଚି ଗୁଣି
°•. Second Line .•°
ପୁ – ତୋ ଦେହଟା ସାରା ପୁନେଇ ଝରା ତୁ ନୂଆ ଚାନ୍ଦ
ତୁ ହାଉଲେ ଉଡେଇ ନେ ମୋ ପାହାନ୍ତି ନିଦ
ଝି – ତୋ ମନଟା ସାରା ମୋତିରେ ଭରା ତୁ ଚମକ ମଣି
ତୁ ହାଉଲେ ହାଉଲେ ନେ ତୋ ପାଖକୁ ଟାଣି
ପୁ – ମୁଁ ବାଟଭୁଲା ବଣିକ ତୁ ସୁନା ଗଉଣି
ମୋ ପ୍ରେମ ଦେଇ ତୋତେ ନେବି ଲୋ କିଣି
ନେବି ଲୋ କିଣି
ଛନଛନ ଛନଛନ ଛନ ତୁ ଛନକା ରାଣୀ
ଆଲୋ ସୁନା ହରିଣୀ
ଚୁନା ଚୁନା ଚାହାଣି ତୋ କରୁଚି ଗୁଣି
କରୁଚି ଗୁଣି
°•. Third Line .•°
ଝି – ମୁଁ ଅଧୁରା ଗପ ବେସୁରା ଗୀତ ତୁ ନୂଆ ରାଗ
ତୋ ସୁର ରେ ଭିଜେଇ ଦେ ମୋତେ ତୁ ଆଗ
ପୁ – ମୁଁ ଯୁଗ ଯୁଗର ହଜିଲା ସୁର ତୁ ମିଠା ବଂଶୀ
ତୋ ଶବଦେ ଆଉଁସି ଦେ ମୋତେ ତୁ ଆସି
ଝ – ମୁଁ ଅଧା ଗଢା ଆଳାପ ତୁ ନୂଆ କାହାଣୀ
ଯେତେ ପାଢେ ମୁଁ ଯେ ତୋତେ ଜମା ସରୁନି
ଜମା ସରୁନି
ପୁ – ଛନ ଛନ ତୁ ଛନକା ରାଣୀ
ଆଲୋ ସୁନା ହରିଣୀ
ଚୁନା ଚୁନା ଚାହାଣି ତୋ କରୁଚି ଗୁଣି
କରୁଚି ଗୁଣି
°•. End .•°
Posted By – OdiaLyrics.Com™
ଆପଣ ଖୋଜୁଥିବା ଲିରିକ୍ସ୍ ଏହି Website ରେ କିମ୍ବା ଅନ୍ୟ କୌଣସି Website ରେ ଯଦି ମିଳୁ ନାହିଁ । ତେବେ ଦୟାକରି ଆମକୁ - Email Comment କିମ୍ବା Request Lyrics ମାଧ୍ୟମରେ ଜଣାନ୍ତୁ । ଆମ ଟିମ୍ ଯଥାଶୀଘ୍ର ଆପଣ କହିଥିବା ଗୀତ ର ଲିରିକ୍ସ୍ ଆପଣଙ୍କୁ ଯୋଗାଇ ଦବାକୁ ଚେଷ୍ଟା କରିବ |
🙏ଧନ୍ୟବାଦ୍🙏