Generic selectors
Exact matches only
Search in title
Search in content
Post Type Selectors

Bidhata Gadhideichi

Song » Bidhata Gadhideichi •
Singer » S Jitu •
Singer » Soujannya Ratha
Music » JN Padma •
Lyrics » Nilu Babu •

Bidhata Gadhideichi Lyrics In Odia

°•. First Line .•°

ପୁ – ଭାବିବା ଆଗରୁ ତୁ କହିଦଉ
କହିବା ଆଗରୁ ତୁ ବୁଝିଯାଉ
ଝି – ଭାବିବା ଆଗରୁ ତୁ କହିଦେଲୁ
କହିବା ଆଗରୁ ତୁ ବୁଝିଗଲୁ
ପୁ – ଏମିତି କାହିଁକି ହଉଚି
ତୋ ସପନ ମୁଁ ଦେଖୁଚି
ଏମିତି କାହିଁକି ହଉଚି
ତୋ ସପନ ମୁଁ ଦେଖୁଚି
ମନଟା ତୋତେ ଖୋଜୁଚି
ତୁ ଖାଲି ମୋର…ତୁ ଖାଲି ମୋର…
ବିଧାତା ଗଢି ଦେଇଚି
ଝି – ତୁ ଖାଲି ମୋର…ତୁ ଖାଲି ମୋର…
ବିଧାତା ଗଢି ଦେଇଚି

°•. Second Line .•°

ପୁ – ଆକାଶକୁ ଯେବେ ଦେଖି ମୁଁ ଦଉଚି
ତୋ ଚେହେରା ମୋ ଆଖିରେ ଦିଶି ଯାଉଚି
ଝି – ଭଲ ପାଉ ବୋଲି ତୁ ଟିକେ ବେଶି
ତୋ ମନଟା ମୋ ମନରେ ଯାଇଚି ମିଶି
ପୁ – ତୁ ମୋ ସୁଖ ସମ୍ପତି
ରଖିବି ତୋତେ ସାଇତି
ତୁ ମୋ ସୁଖ ସମ୍ପତି
ରଖିବି ତୋତେ ସାଇତି
ପ୍ରେମ ତୋ ନୂଆଁ ଲାଗୁଚି
ଝି – ତୁ ଖାଲି ମୋର…ତୁ ଖାଲି ମୋର…
ବିଧାତା ଗଢି ଦେଇଚି
ପୁ – ତୁ ଖାଲି ମୋର…ତୁ ଖାଲି ମୋର…
ବିଧାତା ଗଢି ଦେଇଚି

°•. Third Line .•°

ଝି – ପାଦରେ ପାଉଁଜି ତୋ ପାଇଁ ନାଉଚି
ରୁଣୁଝୁଣୁ ଶବଦ ତୁ ଶୁଣିବୁ ବୋଲି
ପୁ – ମନ ରାଇଜ କୁ ସଜେଇ ରଖିଚି
ଆସିବୁ ସାଧବ ବୋହୂ ଧିରେ ତୁ ଚାଲି
ଝି – ଚାହେଁନା ମୁଁ ଆଉ କିଛି
ତୁ ଥିଲେ ରେ ସବୁ ଅଛି
ଚାହେଁନା ମୁଁ ଆଉ କିଛି
ତୁ ଥିଲେ ରେ ସବୁ ଅଛି
ପ୍ରେମରେ ନାହିଁ ତ ଇତି
ତୁ ଖାଲି ମୋର…ତୁ ଖାଲି ମୋର…
ବିଧାତା ଗଢି ଦେଇଚି
ପୁ – ତୁ ଖାଲି ମୋର…ତୁ ଖାଲି ମୋର…
ବିଧାତା ଗଢି ଦେଇଚି

°•. End .•°

Posted By – OdiaLyrics.Com™

Read »  Chhata Upare Jie Lo Aama Dance Dekhuchi

ଆପଣ ଖୋଜୁଥିବା ଲିରିକ୍ସ୍ ଏହି Website ରେ କିମ୍ବା ଅନ୍ୟ କୌଣସି Website ରେ ଯଦି ମିଳୁ ନାହିଁ । ତେବେ ଦୟାକରି ଆମକୁ - Email Comment କିମ୍ବା Request Lyrics ମାଧ୍ୟମରେ ଜଣାନ୍ତୁ । ଆମ ଟିମ୍ ଯଥାଶୀଘ୍ର ଆପଣ କହିଥିବା ଗୀତ ର ଲିରିକ୍ସ୍ ଆପଣଙ୍କୁ ଯୋଗାଇ ଦବାକୁ ଚେଷ୍ଟା କରିବ |

🙏ଧନ୍ୟବାଦ୍🙏

Leave a Comment